Mar 1, 2024, 07:48 IST

କଂଗ୍ରେସ୍ ର ବିଜୟ ପରେ ଖୁସି ରେ ପାଦ ତଳେ ଲାଗୁନି କଣ ଭାବୁଛ, ଆମେ ବିଜେପି କୁ ହରେଇ ରେକର୍ଡ କରିବୁ..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ସକାଳେ ହିମାଚଳ ପ୍ରଦେଶ ରେ ମନ୍ତ୍ରୀ ବିକ୍ରମ ଆଦିତ୍ୟ ସିଂହ ଇସ୍ତାହାର ଦେଇ ଥିଲେ।ଏବେ ପୁଣି ଥରେ ସେ ତାଙ୍କ ଇସ୍ତାହାର ପତ୍ର କୁ ଫେରାଇ ନେଇଛନ୍ତି।
ଯାହାକୁ ନେଇ ଏବେ ସବୁଠାରୁ ବେଶୀ ଚର୍ଚ୍ଚା କରା ଯାଉଚି।ଗତ କିଛି ଦିନ ହେବ ସେ ତାଙ୍କ ପଦ କୁ ଖୁସୀ ନ ଥିଲେ।ସେଥିପାଇଁ ସେ ଇସ୍ତାହାର ଦେଇ ଥିଲେ।ହେଲେ ତାଙ୍କ ଇସ୍ତାହାର କୁ ଗ୍ରହଣ କରା ଯାଇ ନ ଥିଲା।
Special report
ସେଠାକାର ମନ୍ତ୍ରୀ ଓ ସରକାର ଙ୍କ ଏକ ମିଳିତ ବୈଠକ ରେ ତାଙ୍କ ଇସ୍ତାହାର କୁ ଗ୍ରହଣ କରା ଯାଇ ନ ଥିଲା।ଯାହା ଦ୍ଵାରା ଏବେ ସବୁଠାରେ ଏହି କଥା କୁ ନେଇ ସେ ଚର୍ଚ୍ଚା ରେ ଅଛନ୍ତି।
ସୁଖବିନ୍ଦର୍ ସିଂହ ସୁକୁର ସରକାର ଙ୍କ ନଗର ଉନ୍ନୟନ ମନ୍ତ୍ରୀ ଭାବେ ବିକ୍ରମ ଆଦିତ୍ୟ ସିଂହ କାମ କରୁ ଥିଲେ।ହେଲେ କୌଣସି ଏକ କାରଣ ପାଇଁ ସେ ଦଳ ରୁ ବାହାରିବା ପାଇଁ ନିଷ୍ପତି ନେଇ ଥିଲେ।ହେଲେ ତାଙ୍କ ନିଷ୍ପତି କୁ ସରକାର ଗ୍ରହଣ କରି ନ ଥିଲେ।
ଯାହା ଦ୍ଵାରା ସେ ପୁଣି ଥରେ ସେହି ନଗର ଉନ୍ନୟନ ମନ୍ତ୍ରୀ ରୂପେ କାର୍ଯ୍ୟ କରିବେ।ତାଙ୍କର ଯେଉଁ ଆଶା ରହି ଥିଲା ତାହାକୁ ପୂରଣ କରା ଯାଇଚି।ଦଳ ର ଅନ୍ୟ ନେତା ମାନେ କହିଛନ୍ତି କି ବୁଧବାର ଦିନ ସକାଳୁ ବିକ୍ରମ ଆଦିତ୍ୟ ସିଂହ ଏକ ଇସ୍ତାହାର ପତ୍ର ଦେଇ ଥିଲେ।
Special report
ହେଲେ ଆମ ଦଳର ମୁଖ୍ୟ ତଥା ହିମାଚଳ ପ୍ରଦେଶରେ ମୁଖ୍ୟ ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଏହାକୁ ଗ୍ରହଣ କରି ନ ଥିଲେ।ସେହି ଦିନ ସନ୍ଧ୍ୟାବେଳେ ଏକ ସଭା ଡକା ଯାଇ ଥିଲା।ଓ ସେଥିରେ ତାଙ୍କର ଏହି ନିଷ୍ପତି ଉପରେ ବିଚାର କରା ଯାଇ ଥିଲା।
ଏହା ପରେ ସେ ତାଙ୍କର ଇସ୍ତାହାର ପତ୍ର କୁ ଫେରାଇ ନେଇ ଥିଲେ।ମଙ୍ଗଳବାର ଦିନ ହେଉଥିବା ନିର୍ବାଚନ ରେ କଂଗ୍ରେସ ଦଳ କୁ ପରାଜୟ ର ମୁହଁ ଦେଖିବାକୁ ପଡିଚି।ଯାହାକୁ ନେଇ ଦୁଃଖ ରେ ଥିଲେ ନଗର ଉନ୍ନୟନ ମନ୍ତ୍ରୀ।ଏହା ପରେ କଂଗ୍ରେସ ସରକାର ଙ୍କ ପାଇଁ ଏକ ବିପଦ ସୃଷ୍ଟି ହୋଇ ଥିଲା।
ବିରୋଧୀ ଦଳ କ୍ଷମତା ପରିବର୍ତ୍ତନ ପାଇଁ କହି ଥିଲେ।ଏହା ଶୁଣି ସାରିବା ପରେ କଂଗ୍ରେସ ର ପୂର୍ବତନ ନେତା ବୀରଭଦ୍ର ସିଂହ ଙ୍କ ପୁଅ ବିକ୍ରମ ଆଦିତ୍ୟ ସିଂହ ଇସ୍ତାହାର ଦେଇ ଥିଲେ।
ଏହା ପରେ ବିଜେପି ନେତା ମାନଙ୍କ ଖରାପ ବ୍ୟବହାର ପାଇଁ ତାଙ୍କୁ ଗୃହ ରୁ ବହିଷ୍କାର କରା ଯାଇ ଥିଲ।ଏବେ କୁହା ଯାଉଚି କି।କଂଗ୍ରେସ ପାଇଁ ଏକ ବିପଦ ଟଳି ଯାଇଛି।ଏହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement