Oct 6, 2023, 13:50 IST

ବିଜେଡ଼ି ବିଧାୟକ ବିଜୟ ଏବେ ହରଡ଼ଘଣାରେ , ଏପଟେ ପ୍ରେମିକା କୁ ଛାଡି ଆଉ ଜଣେ ବାନ୍ଧବୀ ସହ ଲିଭ୍ ଇନ୍ ରେ ରହିବା ପଡ଼ିଲା ମହଙ୍ଗା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ତିର୍ତ୍ତୋଲ ର ବିଧାୟକ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ସେ ଯେଉଁ ଯୁବତୀ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସେ ହେଉଛନ୍ତି ପ୍ରତ୍ୟୁଷା। ପ୍ରତ୍ୟୁଷା ଙ୍କୁ ନେଇ ଏବେ ଜଗତସିଂହପୁର ରେ ରାଜନୈତିକ ଚର୍ଚ୍ଚା ହେବାରେ ଲାଗିଛି।
Special report
କଟକ ସବ ରେଜିଷ୍ଟ୍ରାର ଅଫିସ୍ ରେ ସେ ମଧ୍ୟ ସେ ଆବେଦନ କରିଛନ୍ତି। ସୋମାଲିକା ମଧ୍ଯ ଏହି ପ୍ରତ୍ୟୁଷା ଙ୍କୁ ଜାଣିଛନ୍ତି। ସୋମାଲିକା ଙ୍କ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ପ୍ରତ୍ୟୁଷା।
ନିଜ ସହପାଠୀ ପ୍ରତ୍ୟୁଷା ନନ୍ଦ ଙ୍କୁ ବିବାହ କରିବା ପାଇଁ ଏକ ପ୍ରକାରର ନିଷ୍ପତ୍ତି ନେଇଛନ୍ତି ବିଜୟ। ଆବେଦନର ତାରିଖ ର ଏକ ମାସ ର ନୋଟିସ ଅବଧି ପରେ ସେ ନିଜର ବାନ୍ଧବୀ ଙ୍କୁ ବିବାହ କରିବେ।
ବିଜୟ କାହାକୁ ବାହା ହେବେ ବୋଲି ଚର୍ଚ୍ଚା ହୋଇଥିଲା ସେତେବେଳେ ସାମ୍ନାକୁ ଆସିଥିଲେ ବିଜୟ। ପ୍ରତ୍ୟୁଷା ଙ୍କ ଘର କଟକ ରେ ହୋଇ ଥିବାରୁ ସେଠାକାର ସବ ରେଜିଷ୍ଟ୍ରାର ଅଫିସ୍ ରେ ସେ ବିବାହ କରିବା ପାଇଁ ଆବେଦନ ମଧ୍ୟ କରିଛନ୍ତି।
Special report
ପ୍ରତ୍ୟୁଷା ଙ୍କ ସହ ବିଜୟ ଦୀର୍ଘଦିନ ହେବ ପଟିଆ ରେ ଲିଭ୍ ଇନ୍ ରେ ମଧ୍ଯ ରହୁଛନ୍ତି। ପ୍ରତ୍ୟୁଷା ଆଗରୁ ବିବାହିତ ଥିବା ବେଳେ ତାଙ୍କର ପାଞ୍ଚ ବର୍ଷ ର ଏକ ପିଲା ମଧ୍ୟ ରହିଛି।
ପ୍ରତ୍ୟୁଷା ଙ୍କ ସ୍ଵାମୀ ବାହାରେ ଏକ କମ୍ପାନୀ ରେ ମଧ୍ୟ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଅଛନ୍ତି। ପ୍ରତ୍ୟୁଷା ଙ୍କ ପ୍ରଥମ ବିବାହ ଜଗତସିଂହପୁର ଏରସମା ଜିଲ୍ଲାରେ ହୋଇଥିଲା। ପ୍ରତ୍ୟୁଷା ଙ୍କ ସହ ସମ୍ପର୍କ ଯେତେବେଳେ ବିଜୟ ଙ୍କ ଗଢ଼ି ଉଠିଥିଲା,
ସେତେବେଳେ ସେ ତାଙ୍କର ପୂର୍ବ ବାନ୍ଧବୀ ସୋମାଲିକା ଙ୍କ ଠାରୁ ଦୂରେଇ ଯାଇଥିଲେ। ପ୍ରତ୍ୟୁଷା ଙ୍କ ଆସିବା ପରେ ହିଁ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯାଇଥିଲା।
ପ୍ରତ୍ୟୁଷା ବାଙ୍ଗାଲୋର ରେ ରହୁଥିବା ସମୟରେ ସେ ଯେତେବେଳେ କୋଭିଡ଼ ସମୟରେ ଓଡ଼ିଶା ଫେରି ଆସିଥିଲେ ଆଉ ତାଙ୍କର ବିଜୟ ଶଙ୍କର ଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏବେ ତାଙ୍କର ଏହି ସମ୍ପର୍କ ନୁଆ ମୋଡ ନେବାକୁ ଯାଉଛି।

Advertisement