Updated: Nov 4, 2023, 12:43 IST

ରାତି ୪ ଟା ରୁ ଉଠି ଭୁବନେଶ୍ୱର ରେ କଣ ପାଇଁ ବୁଲୁଛନ୍ତି ପାଣ୍ଡିଆନ , ଲାଗୁଛି ନବୀନ ଙ୍କ ପରେ କେବଳ ପାଣ୍ଡିଆନ୍ ହିଁ ଓଡ଼ିଶା ପାଇଁ ଚିନ୍ତିତ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବର୍ତ୍ତମାନ ର ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ବିଷୟ ରେ ଜାଣି ଥିବେ।ସେ ପୂର୍ବ ରୁ ଭାରତୀୟ ପ୍ରଶାସନିକ ବିଭାଗ ରେ ଚାକିରି କରିଥିଲେ।ହେଲେ ଏବେ ସେ ସେଥିରୁ ଇସ୍ତଫା ଦେଇ ଓଡ଼ିଶା ରାଜନୀତି ରେ ପ୍ରବେଶ କରିଛନ୍ତି।
Special report
ଯାହାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଆଜି ଓଡ଼ିଶାର ଯେତିକି ଉନ୍ନତି ହୋଇଛି ତାହା କେବଳ ଆମ ୫ ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କ ସମ୍ଭବ ହୋଇଛି।ଓଡ଼ିଶା ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ନିରନ୍ତର ରୂପେ କାର୍ଯ୍ୟ କରି ଚାଲି ଛନ୍ତି।
ନିଜ କାର୍ଯ୍ୟ ରୁ ସେ କେବେ ବିରତି ନେଇ ନାହାଁନ୍ତି।ସେ ଦୀର୍ଘ ୨୩ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତି ଗତ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି।ମୁଖ୍ୟ ମନ୍ତ୍ରୀ ଲୋକ ଙ୍କ ପାଇଁ ଯେ କୌଣସି ଯୋଜନା କରିଛନ୍ତି ତାର ପଛରେ ସଦା ସର୍ବଦା ରହିଛନ୍ତି ଭି କେ ପାଣ୍ଡିଆନ।
Special report
ଆଜି ଓଡିଶା ଧୀରେ ଧୀରେ ଉନ୍ନତି ର ପଥ ଆଡ଼କୁ ଯାଉଛି।ଆଜି ଓଡିଶା ର ନାମ ଦେଶ ବିଦେଶ ରେ ପରିଚିତ।ସମସ୍ତେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି।
ହେଲେ ଆପଣ ମାନେ ଜାଣିଛନ୍ତି କି ପାଣ୍ଡିଆନ ଏଥିପାଇଁ କେତେ କଷ୍ଟ କରନ୍ତି।ସେ ପ୍ରତିଦିନ ଭୋର୍ ୪ ରୁ ଉଠି ନିଜ ନିତ୍ୟ କର୍ମ ସାରି ବାହାରି ପଡନ୍ତି କାର୍ଯ୍ୟ କ୍ଷେତ୍ର କୁ।ନିଜ ଅଧିକାରୀ ମାନଙ୍କୁ ନେଇ ସେ ବିଭିନ୍ନ ସ୍ଥାନ ପରିଦର୍ଶନ ରେ ଯାଆନ୍ତି।
ସେ ଜଗନ୍ନାଥ ମନ୍ଦିର ହେଉ କି ଭୁବନେଶ୍ୱର ନିକଟବର୍ତ୍ତୀ ସ୍ଥାନ ହେଉ।ସମୟ କୁ ଖାତିର ନ କରି ସେ କେବଳ ଓଡ଼ିଶା ର ଉନ୍ନତି କଥା ଭାବିଛନ୍ତି।ଏବେ କେବଳ ରାଜ୍ୟ ରେ ନୁହେଁ।ସର୍ବଭାରତୀୟ ସ୍ତର ରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି।
ତାଙ୍କୁ ଆଜି ସମସ୍ତେ ଜାଣି ଛନ୍ତି।ମୁଖ୍ୟ ମନ୍ତ୍ରୀ ଙ୍କ ନାମ ରେ ସେ ଅନେକ ଜିଲ୍ଲା ଗ୍ରସ୍ତ କରିଛନ୍ତି।ଓ ଲୋକ ମାନଙ୍କ ସମସ୍ୟା କୁ ଟିକିନିଖି ବୁଝିଛନ୍ତି।ତାଙ୍କର ଏଭଳି କାମ କୁ ଓଡ଼ିଶା ର ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି।

Advertisement