Updated: Jan 27, 2024, 12:14 IST

ଭାରତ ରେ ରାମ ମନ୍ଦିର ପ୍ରତିଷ୍ଠା କୁ ସହି ପାରୁନି ପାକିସ୍ତାନ,ଆରେ ଭାରତବାସୀ ମାନେ ତମକୁ ମୋଦୀ ବୋକା ବନାଉଛନ୍ତି, ମନ୍ଦିର ବାସ୍ତବ ରେ ନାହିଁ ...

Special report

ନମସ୍କାର ପାଠକ ବନ୍ଧୁ।ଦୀର୍ଘ ପାଞ୍ଚ ଶହ ବର୍ଷ ର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ଅଯୋଧ୍ୟା ରେ ସ୍ଥାପନା କରା ଯାଇଛି।ନିଜ ଜନ୍ମ ମାଟି ରେ ଗତ ଜାନୁଆରୀ ୨୨ ତାରିଖ ରେ ପ୍ରାଣ ପ୍ରତିଷ୍ଠା କରା ଯାଇ ଥିଲା।ଯାହାକୁ ନିଜ ସେ ସମୟ ରେ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।ଆଜି ପୁଣି ଥରେ ସେହି ରାମ ମନ୍ଦିର କୁ ନେଇ ଚର୍ଚ୍ଚା କରା ଯାଉଚି।
Special report
ଆପଣ ମାନେ ଜାଣି ଥିବେ ବାବରି ମସଜିଦ ଭଙ୍ଗା ଯିବା ପରେ ମୁସଲମାନ ଭାଇ ମାନେ ଏଥିରେ ବହୁତ ରାଗି ଯାଇଛନ୍ତି।ସେମାନେ ରାମ ମନ୍ଦିର ପ୍ରତିଷ୍ଠା ହେବା କଥା କୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି।ଯାହାକୁ ନେଇ ଏବେ ଅନେକ କଥା କୁହା ଯାଇଛି।
ଅଯୋଧ୍ୟା ରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ରେ ସାରା ଭାରତ ଉତ୍ସବ ମନାଉଚି।ହେଲେ ଏଥିରେ ହିଂସା ରେ ଜଳୁଛି ପାକିସ୍ତାନ।ଭାରତ ରେ ଥିବା ମୁସଲମାନ ଭାଇ ଭଉଣୀ ମାନଙ୍କ ମନ ରେ ନିଆଁ ଲଗାଉଛି ପାକିସ୍ତାନ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ପାକିସ୍ତାନ ଚାହୁଁଥିଲା ରାମ ମନ୍ଦିର ନ ହେଉ।
ଯଦି ମୋଦି ସରକାର ରାମ ମନ୍ଦିର ନ କରି ଥାଆନ୍ତା ତେବେ ଏଥିରେ ପାକିସ୍ତାନ ବହୁତ ଖୁସି ହୋଇ ଥାନ୍ତା।ହେଲେ ତାର ସବୁ ଆଶା ରେ ଯେପରି ପାଣି ପଶି ଗଲା।ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନା କରା ଗଲା।ଏଥିରେ ସାରା ଦେଶ ଖୁବ ଖୁସି ହୋଇ ଥିଲା।
Special report
ଏହି ଭାରତୀୟ ମାନଙ୍କ ମଧ୍ୟରେ ଅନେକ ମୁସଲମାନ ସମ୍ପ୍ରଦାୟ ର ଲୋକ ମାନେ ମଧ୍ୟ ଏହି ରାମ ମନ୍ଦିର କୁ ନେଇ ଉତ୍ସାହିତ ଅଛନ୍ତି।ପାକିସ୍ତାନ ଚାହୁଁ ଥିଲା ଭାରତ ରେ ଥିବା ମୁସଲମାନ ମାନଙ୍କୁ ରାମ ମନ୍ଦିର କୁ ନେଇ ଅନେକ କଥା କହିବ।
ହେଲେ ସେପରି କିଛି ବି ହେଲା ନାହିଁ।ରାଗ ରେ ଜର୍ଜରିତ ହୋଇ ଗଲା ପାକିସ୍ତାନ।ପୁଣି ଥରେ ଭାରତ ରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଇଚ୍ଛା କରୁଛି।ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ପାକିସ୍ତାନ ର ବିଦେଶ ମନ୍ତ୍ରାଳୟ ପକ୍ଷରୁ ନିନ୍ଦା କରା ଯାଇଛି।ରାମ ଙ୍କୁ ନେଇ ସେମାନଙ୍କ ମନ ରେ ଅନେକ ଭାବନା ରହିଛି।
ପାକିସ୍ତାନ ପକ୍ଷ ରୁ କୁହା ଯାଉଛି କି ଭାରତ ର କିଛି ଗୁଣ୍ଡା ମାନେ ମସଜିଦ କୁ ଭାଙ୍ଗି ଦେଲେ।ହେଲେ ଏହା ଦୁଃଖ ଦାୟକ ଯେ ଭାରତ ର ନ୍ୟାୟ ପାଳିକା ଅତ୍ୟନ୍ତ ନିନ୍ଦନୀୟ କାମ କରିଚି।ସେଠାରେ ରାମ ମନ୍ଦିର ପ୍ରତିଷ୍ଠା କରିବା ଦରକାର ନ ଥିଲା।ଏହା ସମ୍ପୂର୍ଣ୍ଣ ରୂପେ ଭୁଲ।ଏ କଥା କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement