Oct 10, 2023, 14:22 IST

ଆଜ୍ଞା ଆପଣ ମାନେ କି କଥା କହୁଛନ୍ତି କିହୋ.. ବର୍ଷା ଯେତିକି ସହି ଆସିଛନ୍ତି ଆଉ କେହି ଝିଅ ହୋଇଥିଲେ ସହି ପାରି ନ ଥାଆନ୍ତା

Special report

ନମସ୍କାର ପାଠକ ବନ୍ଧୁ।ଏବେ ସାରା ଓଡ଼ିଶା ରେ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଷୟ କୁ ନେଇ ଖୁବ୍ ଆଲୋଚନା କରା ଯାଉଛି।ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବାରମ୍ବାର ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମ ରେ ଅନେକ କଥା କହୁଛନ୍ତି।
Special report
ତାଙ୍କ ର କହିବା ଅନୁଯାୟୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହିତ ଆଜି ଯାଏଁ ଶା-ରୀ-ରି-କ ସଂପର୍କ ରଖି ନାହାଁନ୍ତି।ବାହାଘର ର ୬ ବର୍ଷ ପରେ ବି ଆମେ ଦୁହେଁ ସମ୍ପୂର୍ଣ୍ଣ ଅଲଗା ହୋଇ ରହିଛି।ସହିବାର ସବୁ ସୀମା ଚାଲି ଯାଇଛି।ବର୍ଷା ଙ୍କ ର ଇଚ୍ଛା ସେ ଅନୁଭବ ଙ୍କ ସହିତ ସାଙ୍ଗ ହୋଇ ରହିବା ପାଇଁ।
ହେଲେ ଏତେ ସବୁ ଘଟିଲା ପରେ ଜଣେ କେମିତି ପୁଣି ଥରେ ସାଙ୍ଗ ହୋଇ ରହିବେ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି।ଏ ବିଷୟ ରେ ସୋସିଆଲ ମିଡ଼ିଆ ରେ ଏବେ ଲୋକ ମାନେ ଏବେ ଖୁବ୍ ଆଲୋଚନା କରୁଛନ୍ତି।
ନିକଟ ରେ ଜଣେ ମହିଳା ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟ ରେ କହିଥିଲେ କି ବର୍ଷା ଙ୍କ ସହିତ ଅନ୍ୟାୟ ହୋଇଛି।ଯେତେବେଳେ ଗୋଟିଏ ସ୍ଵାମୀ ଘରେ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖି ଥାଏ।ସେତେବେଳେ ସେ ମହିଳା ଙ୍କୁ କିଭଳି ଲାଗୁ ଥିବ ଆପଣ ମାନେ ଥରେ ଭାବନ୍ତୁ।
Special report
ଗୋଟେ ମହିଳା ସିନ୍ଦୂର ପିନ୍ଧୁ କି ନ ପିନ୍ଧୁ ହେଲେ ତାଙ୍କ ମନ ରେ ଅନୁଭବ ଙ୍କ ପାଇଁ ସବୁବେଳେ ପ୍ରେମ ରହିଛି।ଅନୁଭବ ମହାନ୍ତି ଓ ବର୍ଷ ପ୍ରିୟଦର୍ଶିନୀ ପ୍ରେମ କରି ବିବାହ କରିଥିଲେ।ଅନୁଭବ ଏହାକୁ ବୁଝିବା ଦରକାର କି ନିଜ ବେଡ୍ ରୁମ୍ ର କଥା କୁ ବାହାରେ ପ୍ରଘଟ କରିବା ଠିକ୍ ନୁହେଁ।
ଏହା ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ବ୍ୟକ୍ତି ଗତ ମାମଲା।ଏହାକୁ ସୋସିଆଲ ମିଡ଼ିଆ ରେ କହିବା ଦ୍ବାରା ସେମାନେ ନିଜ ନିଜ ର ସମ୍ମାନ କୁ ହରେଇ ବସୁ ଛନ୍ତି।ଦିନ କୁ ବାରମ୍ବାର ଆଇ ଲଭ୍ ୟୁ କହି ଦେଲେ ପ୍ରେମ ହୋଇ ଯାଏ ନାହିଁ।ବୋଲି ସେ ଅନୁଭବ ମହାନ୍ତି ଙ୍କୁ କହିଛନ୍ତି।
ସେ ଜଣେ ସାଂସଦ ହୋଇ ମଧ୍ୟ ଏଭଳି କାମ କରୁଛନ୍ତି ତାଙ୍କୁ ଟିକେ ବି ଖରାପ ଲାଗୁ ନାହି।ଲୋକ ଙ୍କ ଭଲ ପାଇଁ ଆଗକୁ କାମ କରନ୍ତୁ।ବର୍ଷା ଅନୁଭବ ଆଉ ଏକାଠି ହୋଇ ପାରିବେ ନାହିଁ।
କଟକ ପାରିବାରିକ କୋର୍ଟ ତାଙ୍କୁ ଅଲଗା ରହିବା ପାଇଁ ପରାମର୍ଶ ଦେଇଛନ୍ତି।ହେଲେ ଆଗକୁ କଣ ହେବ ଦର୍ଶକ ମାନେ ଏବେ ଠାରୁ ଅପେକ୍ଷା କରି ରହିଛନ୍ତି।

Advertisement