Feb 27, 2024, 09:13 IST

ଶେଷରେ ପେଟ ରୁ ସତ କଥା କହିଦେଲେ ଅରବିନ୍ଦ କେଜରିୱାଲ।ମୁଁ ଦିଲ୍ଲୀ ପାଇଁ ଯେତିକି କରିଚି, ମତେ ନୋବେଲ ପୁରସ୍କାର ମିଳିବା କଥା..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Special report
ସେ କହିଛନ୍ତି କି ତାଙ୍କୁ ନୋବେଲ ମିଳିବା ଦରକାର୍ କାରଣ ଜଟିଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ସେ ଦିଲ୍ଲୀ ଚଳାଉ ଛନ୍ତି। ଭାଇରାଲ୍ ହେବାରେ ଲାଗିଛି କେଜରିୱାଲ ଙ୍କ ଏହି ବୟାନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ କାର୍ଯ୍ୟକଳାପ ଓ ବୟାନ କୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି।
ନିକଟରେ ତାଙ୍କର ଏକ ବୟାନ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି। ଅନେକ ଜଟିଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ସେ ଯେଉଁ ଭଳି ଭାବରେ ଦିଲ୍ଲୀ କୁ ଚଳାଇଛନ୍ତି ସେଥିପାଇଁ ତାଙ୍କୁ
ନୋବେଲ ପୁରସ୍କାର ମିଳିବା ଦରକାର୍ ବୋଲି କହିଛନ୍ତି ଅରବିନ୍ଦ କେଜରିୱାଲ। ଏକ ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ର ଓ ଦିଲ୍ଲୀ ର ଉପ ରାଜ୍ୟପାଳ ଉପରେ ବର୍ଷିବା ସହ ଏଭଳି କିଛି କହିଛନ୍ତି ଅରବିନ୍ଦ କେଜରିୱାଲ।
Special report
ତାଙ୍କୁ ଓ ଦିଲ୍ଲୀ ବାସୀ ଙ୍କୁ ବିଜେପି ହଇରାଣ କରୁଥିବା ସେ ବାରମ୍ବାର ଅଭିଯୋଗ କରିଛନ୍ତି। ଯେଉଁଭଳି ଭାବରେ ତାଙ୍କୁ ହଇରାଣ କରାଯାଉଛି ଆଉ ସେ ସରକାର ଚଳାଉଛନ୍ତି ସେଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି
କେଜରିୱାଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ବିଭିନ୍ନ ପ୍ରକାରର ଅସୁବିଧା ସତ୍ତ୍ୱେ ମଧ୍ୟ ସେ କିପରି ଭାବରେ ଦିଲ୍ଲୀ ରେ ସରକାର ଚଳାଇଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା।
ବାରମ୍ବାର ହଇରାଣ କଲେ ମଧ୍ୟ ସେ ଦିଲ୍ଲୀ ବାସୀ ଙ୍କ ସେବା କରିବେ ବୋଲି ସେ ତାଙ୍କର ଭାଷଣରେ କହିଛନ୍ତି। ଆସନ୍ତା ଦିଲ୍ଲୀ ଓ ଲୋକସଭା ନିର୍ବାଚନରେ ୭ ରୁ ୭ ଆସନରେ ଭୋଟ ଦେବାକୁ ଅପିଲ କରିଛନ୍ତି ଅରବିନ୍ଦ କେଜରିୱାଲ।
ଅନ୍ୟ ପକ୍ଷରେ ଅରବିନ୍ଦ କେଜରିୱାଲ ପୁଣି ଥରେ ଇଡି ରେ ଆଜି ହଜାର ହୋଇ ନଥିଲେ। ଇଡି ମଧ୍ୟ ସପ୍ତମ ଥର ପାଇଁ ସମନ୍ କରି ହାଜର ହେବାକୁ କହିଥିଲେ। ହେଲେ ଅରବିନ୍ଦ କେଜରିୱାଲ ହାଜିର୍ ହୋଇ ନଥିଲେ।

Advertisement