Dec 23, 2023, 10:39 IST

ବାହାଘର ରେ ଠିଆ ହେଇ ଖାଉଥିବା ଲୋକ ଙ୍କ ଉଦ୍ଦେଶ୍ୟ ରେ ଗୋଟେ ଅଜିବ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ : ଯିଏ ଯିଏ ସବୁ ଏମିତି ଖାଉଚ.. ତାଙ୍କୁ ସବୁ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଭାଷଣ ଅନେକ ଥର ଶୁଣି ଥିବେ।ହେଲେ ଆମେ ଆପଣ ମାନଙ୍କୁ ଆଜି ଯେଉଁ କଥା ତାଙ୍କ ବିଷୟ ରେ କହିବାକୁ ଯାଉଛୁ ତାହା ଆପଣ ମାନେ ଶୁଣିଲେ ତାଙ୍କ ର ଆହୁରି ଅଧିକ ପ୍ରଶଂସା କରିବେ।
Special Report
ସେ ଭାରତ ର ପ୍ରଧାନ ମନ୍ତ୍ରୀ ହେବା ସହିତ ଜଣେ ଭଲ ମଣିଷ ମଧ୍ୟ।ତାଙ୍କ ବିଷୟ ରେ ଯେତେ କହିଲେ ମଧ୍ୟ ଶେଷ ହେବ ନାହିଁ।ନିକଟରେ ସେ ଉତ୍ତରପ୍ରଦେଶ ର ଏକ ସଭା ରେ ଯୋଗ ଦେଇଥିଲେ।
ସବୁ ମହିଳା ମାନଙ୍କୁ ନେଇ ଏହି ସଭା ଟି କରା ଯାଇ ଥିଲା।ଏହି ସଭା ରେ ଜଣେ ମହିଳା ଏଭଳି କିଛି ଭାଷଣ ଦେଲେ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ତାଙ୍କ ଭାଷଣ ରୁ ତାଙ୍କୁ କେହି କହିବେ ନାହିଁ କି ସେ ପାଠ ପଢି ନାହାନ୍ତି ବୋଲି।
ତାଙ୍କ କଥା କୁ ଶୁଣି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ଆପଣ ରାଜନୀତି କରୁଛନ୍ତି କି।ଏ କଥା ଶୁଣି ମହିଳା ଜଣକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ପରେ ମନା କରି ଦେଇ ଥିଲେ।
Special Report
ଏହା ପରେ ପ୍ରଧାନ ମନ୍ତ୍ରୀ ତାଙ୍କୁ ପଚାରି ଥିଲେ କି ଆପଣ ରାଜନୀତି ରେ ଯୋଗ ଦେବା ପାଇଁ ଚାହୁଁ ଛନ୍ତି କି।ଏହା ପରେ ନରେନ୍ଦ୍ର ମୋଦୀ କହିଥିଲେ କି ବର୍ତ୍ତମାନ ସମୟ ରେ ବାହାଘର ହେଉ କି ଜନ୍ମ ଦିନ ହେଉ ସମସ୍ତେ ବଡ ବଡ ଭୋଜି ର ଆୟୋଜନ କରୁଛନ୍ତି।
ହେଲେ ଠିଆ ହୋଇ ଲୋକେ ଖାଉଛନ୍ତି।ବସିବା ପାଇଁ ସ୍ଥାନ ମିଳୁ ନାହି।ଏହି ଭୋଜି ରେ ଖାଦ୍ୟ ଅଧିକ ନ ଖାଇ ନଷ୍ଟ ଅଧିକ କରୁଛନ୍ତି।ସେଥିପାଇଁ ସମସ୍ତେ ଯତ୍ନଶିଳ ହେବା ଉଚିତ।କିଛି ଲୋକ ଖାଇବାକୁ ପାଉ ନାହାଁନ୍ତି।
ହେଲେ ପର୍ବପର୍ବାଣୀ ରେ ଅଧିକ ଖାଦ୍ୟ ନଷ୍ଟ ହେଉଚି।ଯଦି ଆପଣ ମାନେ ପାରିବେ ତେବେ ଗୋଟିଏ ଦଳ ଗଠନ କରି ସେହି ଖାଦ୍ୟ କୁ ବଞ୍ଚାଇ ପାରିବେ।ଯେଉଁ ଠାରେ ଭୋଜି ର ଆୟୋଜନ ହେବ ଆପଣ ମାନେ ସେଠାରେ ବଢ଼ାବଢି କାର୍ଯ୍ୟ କରି ପାରିବେ।
ଖାଦ୍ୟ କୁ ବଞ୍ଚାଇ ପାରିବେ।ତାହାକୁ ନେଇ ଗରିବ ଲୋକ ମାନଙ୍କୁ ଯୋଗାଇ ପାରିବେ।ଏ କଥା ରେ ମହିଳା ଜଣକ ହଁ କହି ଥିଲେ।ଓ ଏ ବିଷୟ ରେ ମୁଖ୍ୟ ମନ୍ତ୍ରୀ ଯୋଗୀ ଙ୍କ ସହିତ ପ୍ରଧାନ ମନ୍ତ୍ରୀ କଥା ହେବେ ବୋଲି ମଧ୍ୟ କହିଥିଲେ।ଯାହାକୁ ଶୁଣି ସମସ୍ତେ ଖୁସି ହୋଇ ଯାଇଥିଲେ।

Advertisement