ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଭାରତରେ ଦିନକୁ ଦିନ ଦୃତ ଗତି ରେ ଅଗ୍ରଗତି କରିବାରେ ଲାଗି ପଡିଛି। ତେବେ ଆପଣ ମାନେ ଜାଣିଥିବେ କି ଆମ ଦେଶର ବର୍ତ୍ତମାନ୍ ପ୍ରଧାନମନ୍ତ୍ରୀ ହେଉଛନ୍ତି
ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ହେଉଛନ୍ତି ଅମିତ୍ ଶାହା। ହେଲେ ଅମିତ୍ ଶାହା ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ଏଭଳି କିଛି ତାଙ୍କ ଉପରେ ବିତିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଅମିତ୍ ଶାହା ଙ୍କ ସହ ଏଭଳି କିଛି ଘଟିଛି ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ଘରେ ଯାଇ ପହଞ୍ଚି ଯାଇଛନ୍ତି। ଅମିତ୍ ଶାହା ଙ୍କ ପରିବାର ଲୋକମାନେ ମଧ୍ୟ ଦୁଃଖରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।
ଆଜ୍ଞା ହଁ ଅମିତ୍ ଶାହା ଙ୍କ ଭଉଣୀ ରାଜୁ ବେନ ଙ୍କ ଦେହାନ୍ତ ହୋଇଛି। ବର୍ତ୍ତମାନ୍ ସେ ଆଉ ଏହି ଦୁନିଆରେ ନାହାଁନ୍ତି। ଏହି ଦୁନିଆ ଛାଡ଼ି ସେ ଇହ ଧାମ କୁ ଚାଲି ଯାଇଛନ୍ତି। ସେଥିପାଇଁ ଅମିତ୍ ଶାହା ଏବେ ଖୁବ ଦୁଃଖରେ ଅଛନ୍ତି।
ଅମିତ ଶାହା ଙ୍କ ପାଇଁ ଏହି ଦୁଃଖ ସମୟରେ ସମସ୍ତେ ଅର୍ଥାତ୍ ସମଗ୍ର ଦେଶ ତାଙ୍କ ସହିତ ଅଛନ୍ତି ଏବଂ ତାଙ୍କୁ ସାହସ ଦେଉଛନ୍ତି | ତାଙ୍କର ପ୍ରିୟ ଭଉଣୀ ରାଜୁବେନଙ୍କ ଦେହାନ୍ତ ହେତୁ ଆଉ ସେ ନାହାଁନ୍ତି ସେଥିପାଇଁ ଅମିତ ଶାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ଆମ ଦେଶର ପ୍ରଧାନମନ୍ତ୍ରୀ ଙ୍କ ସହ ସମସ୍ତ ବଡ ରାଜନେତା ମାନେ ମଧ୍ୟ ଅମିତ ଶାହା ଜୀଙ୍କର ଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।
ଅମିତ ଶାହା ନିଜ ଭଉଣୀ ରାଜୁବେନଙ୍କୁ ମଧ୍ୟ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଉ ନିଜେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାରଣ ସେ ତାଙ୍କର ଭଉଣୀ ଙ୍କୁ ଖୁବ୍ ଭଲ ପାଉଥିଲେ। ଏହି ଘଟଣା ସଂପର୍କରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆମେ ମଧ୍ୟ ଅମିତ୍ ଶାହା ଙ୍କ ଭଉଣୀ ରାଜୁ ବେନ ଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛୁ।