Mar 17, 2024, 09:09 IST

ଅରିନ୍ଦମ ମଞ୍ଚ ରେ ଉଠି ଦେଲେ ଲୋମ ଟାଙ୍କୁରା ଭାଷଣ,ମୁଁ ମୋର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ...

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆପଣମାନେ ଜାଣିଥିବେ ଅଭିନେତା ଅରିନ୍ଦମ ବହୁତ ସୁନ୍ଦର ଅଭିନୟ କରନ୍ତି। ଅଭିନେତା ଅରିନ୍ଦମ ଅନେକ ଗୁଡ଼ିଏ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଯାହାକି ସୁପର ହିଟ ହୋଇଥାଏ।
Vh
ବାବୁ ଭାଇଯାନ, ଇସ୍କ ତୁ ହିଁ ତୁ,ପର୍ଶୁରାମ, ଇଶ୍କ ପୁଣିଥରେ, ରାଜା ଝିଅ ସଙ୍ଗେ ହେଇଗଲା ଭାବ, କଳକି, ଲାଲ ଟୁକୁ ଟୁକୁ ସାଧବ ବୋହୁ,ତୋର ଦିନେ କୁ ମୋର ଦିନେ, ଲଭ ୟୁ ହମେଶା ଏହିଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।
ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ ବହୁତ ପସନ୍ଦ କରିଥାନ୍ତି।ବର୍ତମାନ ଅଭିନେତା ଅରିନ୍ଦମ କହିଛନ୍ତି ଯେ ଓଡ଼ିଶା ରେ ବିଜେପି କୁ ଆଗକୁ ନେବା ପାଇଁ ସେ ତାଙ୍କର ପାରୁ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
Hh
ସେ ମନୋମୋହନ ଭାଇ ଙ୍କୁ ଏବଂ ପୁରା ଭାରତୀୟ ଜନତା ପାର୍ଟି ର ପରିବାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବହୁତ ଖୁସି ହୋଇଥିଲେ।ଏବଂ ତାଳି ମାରିଥିଲେ। ଆହୁରି କହିଛନ୍ତି ଯେ ସେ ଜଣେ କର୍ମକର୍ତ୍ତା ଭଳି।
ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କର ପାରୁ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି କୁ ଓଡ଼ିଶା ରେ ଆଗକୁ ନେବାପାଇଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକଶିତ ଓଡ଼ିଶା କୁ ଆଗକୁ ନେବା ପାଇଁ ସେ କାମ କରିବେ।ଏବଂ ଲୋକପ୍ରିୟ ଅଭିନେତା ଅରିନ୍ଦମ ଙ୍କୁ ସ୍ଵାଗତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଶୁଣି ବେଶ ଖୁସି ହୋଇଛନ୍ତି।

Advertisement