Jan 4, 2024, 12:57 IST

ଅର୍ଚ୍ଚନା ନାଗ କଂଗ୍ରେସ କୁ ଯିବା ଶୁଣି ଖୁସି ରେ ହେଲେଣି ପାଗଳ : ମତେ କେବେ ରାହୁଲ ଫୋନ୍ କରିବେ କହି ଖାଲି ପଚାରି ହେଉଛନ୍ତି....

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ତାଙ୍କର ଗୋଟିଏ କଥା କୁ ନେଇ ସବୁ ଆଡେ ଚର୍ଚ୍ଚା କରା ଯାଉଛି।ସେ ଆଉ ଅଳ୍ପ ଦିନ ଭିତରେ ରାଜନୀତି ରେ ପ୍ରବେଶ କରିବାକୁ ଯାଉଛନ୍ତି।
Special Report
ସେ ଦୀର୍ଘ ଦୁଇ ବର୍ଷ ଧରି ଜେଲ ରେ ଥିଲେ।ଲ ପରୀକ୍ଷା ଦେବା ପାଇଁ ସେ ଅଳ୍ପ ଦିନ ପାଇଁ ସେ ବେଲ ରେ ଆସିଛନ୍ତି।ଏହି ପରୀକ୍ଷା ଦେଇ ସାରିଲେ ସେ ପୁଣି ଥରେ ଜେଲ କୁ ଚାଲି ଯିବେ।ହେଲେ ନିକଟ ରେ ସେ ଏଭଳି କିଛି କଥା କହିଛନ୍ତି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ନିକଟରେ ନୂଆ ବର୍ଷ କୁ ସମସ୍ତେ ଧୁମ୍ ଧାମରେ ରେ ପାଳନ କରିଥିଲେ।ଏହି ସମୟ ରେ ଅର୍ଚ୍ଚନା ନାଗ ନିଜ ପରିବାର ସହିତ ବିଭିନ୍ନ ସ୍ଥାନ କୁ ବୁଲିବାକୁ ଯାଇଥିଲେ।ନିଜ ପରିବାର କୁ ସେ ପାଖରେ ପାଇ ବହୁତ ଖୁସି ହୋଇ ଯାଇଥିଲେ।
ଏହି ସମୟରେ କିଛି ଗଣ ମାଧ୍ୟମ ପ୍ରତିନିଧି ମାନେ ସେଠାରେ ଉପସ୍ଥିତ ରହିଥିଲେ।ଏଥିରେ ଅର୍ଚ୍ଚନା ନାଗ କହିଥିଲେ କି ମୋର ଭୁଲ ନ ଥାଇ ମୁଁ ଦଣ୍ଡ ପାଉଛି।ଯେଉଁ ମାନେ ମୋର ନାମ ରେ ଅଭିଯୋଗ କରିଛନ୍ତି।ତାଙ୍କୁ ଭଗବାନ ଦଣ୍ଡ ଦେବେ।ମୁଁ ଆଗକୁ ଗୋଟିଏ ବଡ ରାଜନେତା ହେବାକୁ ଇଚ୍ଛା କରିଛି।
Special Report
ଯଦି କଂଗ୍ରେସ ଦଳ ମୋତେ ଥରେ ସୁଯୋଗ ଦିଅନ୍ତା ନିର୍ବାଚନ ଲଢ଼ିବା ପାଇଁ ଏଥିରେ ମୁଁ କେବେ ବି ମନା କରନ୍ତି ନାହିଁ।ବହୁତ ଖୁସି ହୁଅନ୍ତି।ଏହାକୁ ସମସ୍ତେ ଶୁଣି ଥିଲେ।କଂଗ୍ରେସ ନେତା ସୁର ରାଉତରାୟ ଏହାକୁ ନେଇ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଙ୍କୁ ଜଣାଇ ଅଛନ୍ତି ବୋଲି ସେ କହିଥିଲେ।
ଏବେ ଖାଲି ରାହୁଲ ଗାନ୍ଧୀ ଙ୍କ ଗୋଟିଏ ଫୋନ୍ କଲ୍ କୁ ଅପେକ୍ଷା କରି ସମସ୍ତେ ରହିଛନ୍ତି।ସେ ଯଦି ଅର୍ଚ୍ଚନା ନାଗ ଙ୍କୁ ଅନୁମତି ଦିଅନ୍ତେ।ତେବେ ଅର୍ଚ୍ଚନା ନାଗ ଏ ବର୍ଷ ନିର୍ବାଚନ ରେ ଅଂଶ ଗ୍ରହଣ କରିବେ।
ତାଙ୍କର ଏହି କଥା କୁ ନେଇ ଅର୍ଚ୍ଚନା ନାଗ ବହୁତ ଖୁସି ଅଛନ୍ତି।ସେ ରାହୁଲ ଗାନ୍ଧୀ ଙ୍କ ଫୋନ୍ କଲ୍ କୁ ଅପେକ୍ଷା କରି ରହିଛନ୍ତି।ଖୁବ୍ ଶୀଘ୍ର ସେ ରାଜନୀତି ରେ ପ୍ରବେଶ କରିବେ ବୋଲି କହିଥିଲେ।ସୁର ରାଉତ ରାୟ ମଧ୍ୟ ତାଙ୍କ୍ ସମର୍ଥନ କରିଛନ୍ତି।
ଅର୍ଚ୍ଚନା ନାଗ ଜଣେ ବହୁତ ଭଲ ଝିଅ।ସେ ଲ ପରୀକ୍ଷା ରେ ଦିତୀୟ ଟପ୍ପର ରୂପେ ଗୌରବ ଅର୍ଜନ କରିଛନ୍ତି। ତାଙ୍କ ଭଳି ଝିଅ ଙ୍କୁ ଆମ ଦଳ ପାଇଁ ବହୁତ ଖୁସି ହେବ ବୋଲି ସୁର ରାଉତ ରାୟ କହି ଥିଲେ।

Advertisement