May 7, 2024, 17:07 IST

ବର୍ଷାଙ୍କ ନିଶ୍ୱାସ ପଡ଼ିବାରୁ ଟିକେଟ ପାଇଲେନି ଅନୁଭବ ମହାନ୍ତି!! ଦେଖନ୍ତୁ ଖୋଲିଲେ ମୁଁହ Barsha Priyadarshini ଜଣେ ଭଲ ବିଧାୟିକା ହେବେ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Nh
ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ନିକଟରେ ଗଣମାଧ୍ୟମ ସାମ୍ନାରେ ସାକ୍ଷାତକାର ଦେଇ ଦିଲ୍ଲୀପ ହାଲି କହିଛନ୍ତି, ଭଲ ନେତା ହେବାକୁ ହେଲେ ସୋସାଇଟିରେ ଭଲ ମଣିଷ ହେବା ପ୍ରଥମେ ଦରକାର। 
ଆଉ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଯଦି ନିର୍ବାଚନରେ ଜିତି ଯିବେ ତେବେ ବର୍ଷା ଜଣେ ଭଲ ବିଧାୟିକା ହିସାବରେ ପରିଗଣିତ ହେବେ। କଳାକାର ହିସାବରେ ସମସ୍ତେ ଅଭିନୟ କରି କାନ୍ଦି ପକେଇବେ କିନ୍ତୁ ନାର୍ବଚନରେ ଠିଆ ହେଲେ ଲୋକ ମାନେ ଭାବିଚିନ୍ତି ପ୍ରାର୍ଥୀ ଚୟନ କରିଥାନ୍ତି।
Nj
ଲୋକ ମାନେ ସବୁବେଳେ ଭଲ ଲୋକଙ୍କୁ ହିଁ ଭୋଟ ଦିଅନ୍ତି। ଆଉ କହିଛନ୍ତି ଯଦି ବର୍ଷା ଲୋକ ମାନେ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାନ୍ତି ତେବେ ନବୀନ ପଟ୍ଟନାୟକ ତାଙ୍କୁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମରେ ସାମିଲ କରିବେ। 
ଗୋଟେ ନାରୀ ପଛରେ ଯଦି ରାଜନୈତିକ ଦଳର ଶକ୍ତି କାର୍ଯ୍ୟ କରେ ତେବେ ସେ ନିଶ୍ଚିନ୍ତ ଭାବରେ ଆଗକୁ ଯିବ। ବର୍ଷାଙ୍କ ପାଇଁ ଶଙ୍ଖ ଭବନରେ ସ୍ବତନ୍ତ୍ର ଭାବରେ ରଣନୀତି ପ୍ରସ୍ତୁତ କରାଯାଇଛି। ବର୍ଷାଙ୍କ ସମସ୍ତେ କାର୍ଯ୍ୟକ୍ରମକୁ ଜିତାଇବା ପାଇଁ ବିଭିନ୍ନ ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି।
ଆଉ ଦିଲ୍ଲୀପ କହିଛନ୍ତି ଅନୁଭବ ସୁପରଷ୍ଟାର ହୁଅନ୍ତି ସେଥିରେ ଆମର କିଛି କହିବାର ନାହିଁ। କିନ୍ତୁ ଭଲ ନେତା ହେବାକୁ ହେଲେ ପ୍ରଥମେ ସମସ୍ତ ଲୋକଙ୍କ କଥା ବୁଝିବା ଦରକାର ବୋଲି କହିଛନ୍ତି ଦିଲ୍ଲୀପ।

Advertisement