Feb 10, 2024, 10:53 IST

୧୭ ବର୍ଷ ହେଲା କଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସମୟ ନାହିଁ?? ଦେଖନ୍ତୁ କଣ ପାଇଁ ଏମିତି କହିଲେ ନବୀନ !!

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭଲ ଭାବେ ଜାଣି ଥିବେ।ଓଡ଼ିଶା ବିକାଶ ରେ ତାଙ୍କର ପ୍ରମୁଖ ଭୂମିକା ରହିଛି।ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ ନେଇ ଏକ ବଡ ଖବର ସାମ୍ନା କୁ ଆସୁଛି।
Special report
ଦୀର୍ଘ ୧୭ ବର୍ଷ ହେଲାଣି ସେ ଯୋଜନା ବୋର୍ଡ ରେ ଅଂଶ ଗ୍ରହଣ କରି ନାହାନ୍ତି।୨୦୦୨ ମସିହା ରେ ସେ ଏହି ବୋର୍ଡ ରେ ଯୋଗ ଦେଇ ଥିଲେ।ଏହା ପରେ ୧୭ ବର୍ଷ ବିତି ଯାଇଚି।ଯୋଜନା ବୋର୍ଡ ରେ ଆଜି ଯାଏଁ ସେ ଅଧ୍ୟକ୍ଷତା କରି ନାହାନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ବୋର୍ଡ କୁ ୨୦୦୨ ମସିହା ରେ ତିଆରି କରି ଥିଲେ।ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ ସମୟ ମିଳି ପାରି ନାହିଁ ସେଠାକୁ ଯିବା ପାଇଁ।୨୦୨୨ ମସିହା ରୁ ଯୋଜନା ବୋର୍ଡ ର ଉପାଧ୍ୟକ୍ଷ ପଦ ଖାଲି ପଡୁଛି।କ୍ୟାବିନେଟ୍ ପାହ୍ୟା ରେ ଦୁଇ ଓ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ରେ ଜଣେ ଲେଖାଏଁ ସଭ୍ୟ ଅଛନ୍ତି।
ହେଲେ ମୁଖ୍ୟ ମନ୍ତ୍ରୀ ଏଠାକୁ ଆସି କୌଣସି କଥା ବୁଝୁ ନାହାନ୍ତି।ବର୍ଷ କୁ ଦରମା ଭତ୍ତା ଆକାର ରେ ଯାଉଚି ପ୍ରାୟ ୪୦ ରୁ ୫୦ ଲକ୍ଷ ଟଙ୍କା।ରାଜ୍ୟ ର ଉନ୍ନତି ପାଇଁ ଏହି ଯୋଜନା ବୋର୍ଡ ଟି କରା ଯାଇ ଥିଲା।ଏହାର ଅଧ୍ୟକ୍ଷ ଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।
Special report
ତେବେ ଏହି ଯୋଜନା ବୋର୍ଡ କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଯୋଜନା ବୋର୍ଡ ରେ ଏବେ ସଭ୍ୟ ଭାବେ ରହିଛନ୍ତି ଡାକ୍ତର ପ୍ରସନ୍ନ ପାଟଶାଣୀ ,ରମେଶ ଚନ୍ଦ୍ର ପଟ୍ଟନାୟକ ଓ ସାଧୁ ନେପାଗ।ଏଠାରେ ପ୍ରସନ୍ନ ପାଟସାନି ଓ ରମେଶ ଚନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ର ସୁବିଧା ପାଉ ଛନ୍ତି।
ତେବେ କଣ ପାଇଁ ଏଥିରେ ମୁଖ୍ୟ ମନ୍ତ୍ରୀ ଯୋଗ ଦେଉ ନାହାନ୍ତି ତାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କୁ ଏଥିରେ ଯୋଗ ଦେବା ପାଇଁ ସମୟ ମିଳୁ ନାହିଁ ନା ଅନ୍ୟ କିଛି କାରଣ ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା କରା ଯାଉଚି।
ରାଜ୍ୟ ର ଉନ୍ନତି ଓ ଲୋକ ଙ୍କ ଜୀବନ ଧାରଣ ମାନ ରେ ଉନ୍ନତି କରିବା ପାଇଁ ରାଜ୍ୟ ଏହି ଯୋଜନା ବୋର୍ଡ ରେ ଅନେକ ଯୋଜନା କରା ଯାଇ ଥାଏ।ତେବେ ଏଭଳି ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ୧୭ ବର୍ଷ ହେଲାଣି ଯୋଗ ଦେଇ ନାହାନ୍ତି ବୋଲି ଏବେ ସମସ୍ତେ ପ୍ରଶ୍ନ କରିଛନ୍ତି।
ଏହାକୁ ନେଇ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି କି ୫ ଟି ଯୁଗ ରେ ଯୋଜନା ବୋର୍ଡ ର ଆବଶ୍ୟକତା ନାହିଁ।ଏବେ ନୀତି ଆୟୋଗ ଭଳି ଅନେକ ଯୋଜନା କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

Advertisement