Mar 14, 2024, 10:34 IST

ନବୀନ ଙ୍କୁ ଦେଖିବାକୁ ଆସିଥିଲେ ବୁଢ଼ୀ ମାଉସୀ..ଗୋଡ଼ ଜଙ୍ଘ ଦେଖି ପିଟି ଚାଲିଲା ପୋ-ଲି-ସ..

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Yyy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ସୋସିଆଲ ମିଡ଼ିଆ ଏକ ସହଜ ଓ ସରଳ ଉପାୟ ପାଲଟିଛି।
ଯାହାଦ୍ଵାରା ସମସ୍ତ ଖବର ଖୁବଶୀଘ୍ର ଜାଣି ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ଜଣେ ବୃଦ୍ଧା ମହିଳା ତାଙ୍କ ନାତିକୁ କୋରାନ ଟେଷ୍ଟ କରିବା ପାଇଁ ଆଣିଥିଲେ। ତେବେ ତାଙ୍କ ନାତି ସେହିଠାରୁ ଚୋରି ହେଇଯାଇଥିଲେ।
Hj
ବୃଦ୍ଧା ମହିଳାଙ୍କ ନାତି ହଜିବାର ପାଞ୍ଚ ବର୍ଷ ହେଇଗଲାଣି। ବର୍ତମାନ କିନ୍ତୁ ତାଙ୍କ ନାତି ମିଳିଯାଇଛି।ଏହାଜାଣି ବୃଦ୍ଧା ଜଣକ ତାଙ୍କ ୫୦୦ ଟଙ୍କା ଭାତ୍ତା ପଇସା ଖର୍ଚ୍ଚ କରି ତାଙ୍କ ନତିକୁ ଦେଖିବାକୁ ଆସିଛନ୍ତି। କିନ୍ତୁ ତାଙ୍କୁ ତାଙ୍କ ନାତିକୁ ସିଡବ୍ଲୁ ଟିକେ ଦେଖିବାକୁ ଦେଉନାହାନ୍ତି।
ଯାହା ଫଳରେ ବୃଦ୍ଧା ମହିଳା ଜଣକ ନିଜର ଦୁଃଖ ଜଣାଇବା ପାଇଁ ନବୀନ ପଟ୍ଟନାୟକ ପାଖକୁ ଆସିଛନ୍ତି। କିନ୍ତୁ ତାଙ୍କୁ ପୋଲିସ ସେଠାରୁ ନେଇଗଲେ। ଯାହାର ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି।

Advertisement