Mar 19, 2024, 11:38 IST

ବିଜେଡ଼ି ର ସବୁ ନେତା ପାଣ୍ଡିଆନ ଙ୍କ ଆଗରେ କ୍ରୀତଦାସ.. ଦେଖନ୍ତୁ କଣ ପାଇଁ ରାଗରେ ନି-ଆଁ ହେଲେ ଯୁବକ...

Yy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିଜେଡି ନେତା ମାନେ ସମସ୍ତେ ପାଣ୍ଡିଆନ ଙ୍କ ପାଖରେ କ୍ରୀତଦାସ ବୋଲି ସେଶଦେବ ନନ୍ଦ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ପଞ୍ଚାୟତ କୁ ସେକ୍ସନ ହୋଇଥିଲା ପଚାଶ ଲକ୍ଷ ଟଙ୍କା।
ଯେଉଁ ପଚାଶ ଲକ୍ଷ ଟଙ୍କା ସେକ୍ସନ ହୋଇଥିଲା କାହା ପାଇଁ ଆଉ କାହା କାମ ରେ ଲାଗିଥିଲା ବୋଲି ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଏହି ପ୍ରଶ୍ନ କରିଥିଲେ ସେତେବେଳେ ଶେଷଦେବ ନନ୍ଦ କହିଥିଲେ ଯେ ଏହା ଏକ ଚମତ୍କାର ପ୍ରଶ୍ନ।
Yu
ବର୍ତମାନ ଯୁଆଡେ ଦେଖିବେ ନବୀନ ଙ୍କ ସ୍ଵତନ୍ତ୍ର ସହାୟତା।ବିଲ ଫାଟି ମରିଗଲେ।ଧର୍ମଶାଳା ରେ ଚାଷୀ ମଧ୍ୟ ମୃ-ତ୍ୟୁବରଣ କରିଲେ।
କେତେ ଜଣ ଚାଷୀ ଆ-ତ୍ମ-ହ-ତ୍ୟା କରିଲେ।କିନ୍ତୁ କିଛି ଟଙ୍କା ଖର୍ଚ୍ଚ ହୋଇନାହିଁ।
ମନ୍ଦିର,କ୍ଳବଘର ଯାହା ବିଲକୁଲ ଦରକାର ନାହିଁ,ତାହା ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା କରାଯାଉଛି।ମନ୍ଦିର ଭାଙ୍ଗି ପଡୁଥିଲା,ନା ପିଲାମାନେ ପାଠ ପଢ଼ି ପାରୁ ନଥିଲେ ବୋଲି ଶେଷଦେବ ନନ୍ଦ କହିଛନ୍ତି।
ଏସବୁ କିଛି ଜରୁରୀ ନଥିଲା।ସେ ଟଙ୍କା ର ପ୍ୟାକେଜ ତାହା ବିଜେଡି ନିର୍ବାଚନୀ ପ୍ୟାକେଜ, କର୍ମୀ ନେବେ, ଟଙ୍କା ବାଣ୍ଟିବେ ଆଉ ଚଳିବେ।ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା କରାଯାଇଛି।
Hh
ଏହା ଦ୍ବାରା ଓଡ଼ିଶା ଲୋକଙ୍କର ଓ ଓଡ଼ିଶାବାସୀ ଙ୍କ ର ବିଲକୁଲ ଲାଭ ନାହିଁ।କେବଳ ଖଟି କ୍ଳବ୍ ଘର,ମନ୍ଦିର ଆଉ ମଠ ଯେଉଁଠି କି ଲୋକମାନେ ଯାଉ ନାହାଁନ୍ତି ତାହା ସବୁ ତିଆରି କରାଯାଉଛି।ସେହି ଟଙ୍କା ରେ ବିଜେଡି କର୍ମୀ ମାନେ ଚଳିବେ।
ଓଡ଼ିଆ ଲୋକଙ୍କର କାହାର ବିକାଶ ହେବ ନାହିଁ।ଯଦି ପାଣ୍ଡିଆନ ଇଲେକ୍ସନ ରେ ଛିଡ଼ା ହୁଅନ୍ତି ଲୋକମାନେ ତାଙ୍କୁ ଭୋଟ ଦେବେ କି ନାହିଁ ବୋଲି ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଶେଷଦେବ୍ ନନ୍ଦ କହିଥିଲେ ଯେ ଭୋଟ କିଣା ହେବ।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement