Updated: Dec 18, 2024, 09:18 IST

ଆଜିଠୁ ୩ଦିନ ପ୍ରବଳ ବର୍ଷିବ ବର୍ଷା ହାଡ଼ଭଙ୍ଗା ଶୀତକୁ କମାଇବ ଅଦିନିଆ ବର୍ଷା

Bb

ଆଜି ଠାରୁ ବଡ଼ ବର୍ଷା ଆଉ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଛେଚିବ। ଶୀତ ମଧ୍ୟ କମାଇବ ଏହି ଅଦିନିଆ ଲଘୁଚାପ ବର୍ଷା। ବର୍ତ୍ତମାନ ସମୟରେ ପ୍ରବଳ ଯାଡ ରେ ଥରିବାରେ ଲାଗିଛି ସାରା ଓଡ଼ିଶା। ଉତ୍ତରରୁ ଦକ୍ଷିଣ ଏବେ ସବୁଠାରେ ହିଁ ଭୟଙ୍କର ଶୀତ ର ଲହରୀ ଖେଳି ଯାଇଛି। ଏହି ହାଡ଼ ଭଙ୍ଗା ଶୀତରେ ଏବେ ଥରୁଛି ସାରା ଓଡ଼ିଶା। ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହୁଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।
Vv
ପାରଦ ତଳ ମୁହାଁ ରହିଥିବା ବେଳେ ୧୫ ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଯେଉଁଥି ପାଇଁ ଉପକୂଳ ରୁ ଉପାନ୍ତ , ଉତ୍ତରରୁ ଦକ୍ଷିଣ ସବୁଠାରେ ଏହି ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି। ଏଭଳିକି ଓଡିଶାରେ ମଧ୍ୟ ଏହାର ପ୍ରକୋପ ପଡ଼ିଛି। ଜି ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରା ଯାଇଛି।
Vv
ଆଉ ଏହାରି ଭିତରେ ଏକ ବଡ଼ ଖବର ଆସୁଛି କି ଆଜିଠାରୁ ବଡ ବର୍ଷା ହେବ ଆଉ ଆଜିଠାରୁ ମଧ୍ୟ ସାରା ରାଜ୍ୟ ଭିଜିବ। ଆଜିଠାରୁ କିଛିଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନ ମାନଙ୍କରେ ବର୍ଷା ହେବାକୁ ଯାଉଛି।୧୮ ,୧୯ ,୨୦ ପର୍ଯ୍ୟନ୍ତ କିଛି କିଛି ସ୍ଥାନ ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଆଉ ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ଯାହା ଦ୍ବାରା ରାଜ୍ୟରେ ଶୀତ ର ପ୍ରଭାବ କମିବ।
ଆଉ ଏଭଳି ହାଡ଼ ଭଙ୍ଗା ଶୀତରୁ କିଛି ଦିନ ପର୍ଯ୍ୟନ୍ତ ଲୋଳ ମାନଙ୍କୁ ତ୍ରାହି ମିଳିବ ବୋଲି ଏହା କୁହା ଯାଉଛି। ଯାହାକୁ ନେଇ ଲୋକ ମାନଙ୍କୁ ମଧ୍ୟ ଟିକେ ଆଶ୍ୱସ୍ତି ମିଳିଛି। କାରଣ ପ୍ରବଳ ଜାଡ ରେ ଥରିବାକୁ ଲାଗିଥିଲା ସାରା ଓଡ଼ିଶା। ଏବେ କିଛିଦିନ ତ୍ରାହି ମିଳିବାକୁ ଯାଉଛି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହି ଖବର ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement