May 9, 2024, 05:32 IST

ନବୀନ ବାବୁ ଙ୍କ ମାତ୍ର ୧୦ ସେକେଣ୍ଡ ର ଭିଡିଓ ଦେଖି..ବିରୋଧୀ ଦଳ ଙ୍କ ପଛପଟ ସତର - ପନ୍ଦର..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ଓ ରାଜନେତା ମାନେ ସେତେ ମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
କାରଣ ତାଙ୍କ ସମ୍ପର୍କରେ ଏବେ ଅନେକ ନୂଆ ନୂଆ ଖବର ସାମ୍ନା କୁ ଆସୁଛି। ତେବେ ଆପଣ ମାନେ ଜାଣିଥିବେ କି ଗତ କିଛିଦିନ ହେବ 5T ସଚିବ ଭିକେ ପାଣ୍ଡିଆନ ଚର୍ଚ୍ଚାରେ ରହି ଆସୁଛନ୍ତି।ଏବେ ପୁଣି ଥରେ ସେ ଚର୍ଚ୍ଚାରେ ରହିଛନ୍ତି।
Hh
ତେବେ ଆପଣ ମାନେ ଜାଣିଥିବେ କି ନିକଟରେ ସୋସିଆଲ ମିଡ଼ିଆ ରେ ଭୀକେ ପାଣ୍ଡିଆନ ଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା। ସେଥିରେ ଦେଖିବାକୁ ମିଳିଥିଲା କି ପାଣ୍ଡିଆନ ତାଙ୍କୁ କହିଥିଲେ
କି ବିଜେପି କହୁଛି ଓଡ଼ିଶାରେ ସରକାର ଗଠନ କରିବ। ଯାହାର ପ୍ରତି ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି ବିଜେପି ର ଦିନରେ ସ୍ବପ୍ନ ଦେଖିବାର ଅଭ୍ୟାସ ରହିଛି।
ଏହାକୁ ନେଇ ପାଣ୍ଡିଆନ କହିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲମ୍ବା ଚଉଡା ଭାଷଣ ଦିଅନ୍ତି ନାହିଁ ସେ ୧୦ ସେକେଣ୍ଡ ରେ ହିଁ ତାଙ୍କର ଉତ୍ତର ରଖି ପାରିବେ। କାରଣ ନବୀନ ପଟ୍ଟନାୟକ ଏହା ଜାଣିଛନ୍ତି ଯେ ଓଡ଼ିଶାବାସୀ କଣ ଚାହୁଁଛନ୍ତି ବୋଲି।
Hh
କାରଣ ନବୀନ ପଟ୍ଟନାୟକ ଓଡ଼ିଶାର ସେବା କରିବା ପାଇଁ ଓ ଓଡ଼ିଶାକୁ ଏକ ସସକ୍ତ ରାଜ୍ୟ କରିବାକୁ ପ୍ଲାନ୍ କରିଛନ୍ତି। ଆଉ ବିଜେଡ଼ି ସରକାର ଏକ ଚିରନ୍ତର ସରକାର ବୋଲି ମଧ୍ୟ ପାଣ୍ଡିଆନ କହିଥିଲେ।
ସେ ସର୍ବଦା ଲୋକ ମାନଙ୍କ କଥା ବୁଝି ଆସୁଛନ୍ତି। ଆଉ ଏଥର ମଧ୍ୟ ଲୋକମାନେ ତାଙ୍କୁ ଅଧିକ ସଂଖ୍ୟକ ଭୋଟ ରେ ଜୟଯୁକ୍ତ କରାଇବେ ବୋଲି ତାଙ୍କର ଆଶା ଅଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ସତରେ କଣ ଏଥର ପୁଣି ନବୀନ ପଟ୍ଟନାୟକ ଙ୍କ କଥା ସତ ହେବ? ଏହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement