Mar 13, 2024, 09:49 IST

ବିଜେଡ଼ି - ବିଜେପି ମେଣ୍ଟ କଥା ଶୁଣି ତାତିଲେ ସୁର ଙ୍କ ପୁଅ କହିଲେ, ବିଜେଡି ଆଉ ବିଜେପି ଔରସ ରୁ ଅସୁର ଜନ୍ମିଛନ୍ତି..

Nh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଭାବେ ଜାଣିଥିବେ।ସେ ଯେତେବେଳେ ବି ଯେଉଁଠି ବି କିଛି କହିଥାନ୍ତି ତାଙ୍କ କଥାରେ ସମସ୍ତ ଲୋକ ହାସିଥାନ୍ତି। 
ତାଙ୍କ କଥା ଏକ ପ୍ରକାର ଗୋଟେ ଡ଼ାଇଲଗ୍ ହୋଇଯାଏ।ଏବଂ ଏଥିପାଇଁ ସୁର ଭାଇ ସବୁଆଡେ ଫେମଶ ହୋଇଯାଇଛନ୍ତି।ଏବଂ ତାଙ୍କ ଭିଡିଓ ମଧ୍ୟ ବହୁତ ଭାଇ ରାଲ ହୋଇଥାଏ।
Hhu
ଆପଣମାନେ ଜାଣିଥିବେ ସୁର ରାଉତ ରାୟ ଅନେକ ସମୟରେ ମିଡ଼ିଆ ସାମ୍ନାରେ କିଛି ନା କିଛି ଘଟଣା ବିଷୟରେ କହିଥାନ୍ତି।ବର୍ତମାନ କିନ୍ତୁ କଂଗ୍ରେସ ନେତା ସୁର ରାଉତ ରାୟ ଙ୍କ ପୁଅ ସିଦ୍ଧାର୍ଥ ରାଉତ୍ ରାୟ ଗଣମାଧ୍ୟମ ସାମ୍ନାରେ ଏଭଳି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଦର୍ଶକ ମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।ଲୋକମାନେ ସିଦ୍ଧାର୍ଥ ରାଉତ୍ ରାୟ ଙ୍କୁ ଅନେକ କଥା କହୁଛନ୍ତି।ସିଦ୍ଧାର୍ଥ ରାଉତ ରାୟ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Jj
ସେ କହିଛନ୍ତି ଯେ ଲୋକମାନେ ଜାଣିବା ଉଚିତ ଯେ ବିଜେପି ଏବଂ ବିଜେଡି ଔରସ ରୁ ଅସୁର ଜନ୍ମ ହେଉଛନ୍ତି। କିଏ ମହିଷାସୁର ହେଲା ବେଳକୁ ଆଉ କିଏ ଭସ୍ମାସୁର ପୁଣି କିଏ ରାବଣ ହେଲା ବେଳକୁ ଆଉ କିଏ କଂସ।ଚିଟ ଫଣ୍ଡ ରେ ଯେତେବେଳେ ଲୋକମାନଙ୍କ ର ପଇସା ଲୁଟି ନେଇଗଲେ ସେମାନେ ଗୋଟେ ଗୋଟେ ଅସୁର ଜନ୍ମ ହୋଇଛନ୍ତି।
ଖଣି ରେ ୬୦ ହଜାର କୋଟି ଟଙ୍କା ଲୁଟି ନେଇ ଯାଇଛନ୍ତି।ସିଏ ଗୋଟିଏ ଅସୁର ଜନ୍ମ ହୋଇଥିଲେ ବୋଲି ସିଦ୍ଧାର୍ଥ ରାଉତ୍ ରାୟ କହିଛନ୍ତି।ଲୋକ ମାନଙ୍କ ପଇସା ଖାଉଛନ୍ତି।ଓଡ଼ିଶା ରେ ଅସୁର ଜନ୍ମ ହେଉଛନ୍ତି।
ପ୍ରାର୍ଥୀ ଦେଖି ଭୋଟ ଦିଆଯାଉ ବୋଲି ସେ କହିଛନ୍ତି।ଏହି ଖବର ଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement