May 20, 2024, 18:28 IST

ପଲିଟିକାଲ ଏକ୍ସପର୍ଟ Biswaranjan ଖୋଲିଲେ ମୁଁହ ଦେଖନ୍ତୁ ୨୦୨୪ ରେ ଓଡ଼ିଶାରେ କିଏ ମାରିବ ବାଜି କହିଦେଲେ ସଫା ସଫା

Yt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bh
ବନ୍ଧୁଗଣ ପଲିଟିକାଲ ଏକ୍ସପର୍ଟ ବିଶ୍ୱରଂଜନ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଗଣତନ୍ତ୍ର ଗ୍ୟାରେଣ୍ଟି ହେଉଛି ଲୋକ, କର୍ମୀ, ନେତା ଅଟେ। ୨୪ ବର୍ଷ ହେଲା ଯେଉଁ ନିର୍ବାଚନ ଦେଖି ଆସୁଛେ ୨୦୨୪ ମସିହାରେ ସେହି ନିର୍ବାଚନ ଭିନ୍ନ ଧରଣର ହେବ ବୋଲି ବିଶ୍ୱରଂଜନ କହିଛନ୍ତି।
କାରଣ ଏଭଳି ପ୍ରତିଦ୍ବନ୍ଦିତା ମୂଳକ ନିର୍ବାଚନ କେବେ ହେଇନଥିଲା ବୋଲି କହିଛନ୍ତି ବିଶ୍ୱରଂଜନ। ଏହି ନିର୍ବାଚନର ନୀତି ନିୟମ ଆଦର୍ଶ ଧାରା ଏସବୁରେ ବ୍ୟତିକ୍ରମ ହେଇଛି। ପ୍ରାର୍ଥୀଙ୍କୁ ପ୍ରଶ୍ନ କରିବା, ପ୍ରତିକ୍ରିୟା ପ୍ରକାଶ କରିବା ଏବଂ ପ୍ରତିବାଦ କରିବା ଏହା ହେଉଛି ଗଣତନ୍ତ୍ରର ମୁଖ୍ୟ ଲକ୍ଷଣ। 
ବିଶ୍ୱରଂଜନ କହିଛନ୍ତି ନିର୍ବାଚନରେ ପରିବର୍ତ୍ତନ ହେବା ଉଚିତ। ଆହୁରି ବିଶ୍ୱରଂଜନ କହିଛନ୍ତି ଯେ ନବୀନ ହୁଅନ୍ତୁ କି ମୋଦୀ ହୁଅନ୍ତୁ ଜଣେ ନେତାକୁ ଠିଆ କରିଦେବା ସେଇଟା ଗଣତନ୍ତ୍ର ନୁହେଁ।
Bb
ନେତା କିଏ ହେବ ଭୋଟ ପାଇ ସାରିବା ପରେ ଯୋଉ ମେଣ୍ଟ ସଂଖ୍ୟା ଗରିଷ୍ଠତା ପାଇଥାଆନ୍ତି ସେମାନେ ବସିକି ନିର୍ବାଚନ କରନ୍ତି। ବିଶ୍ବରଂଜନ କହିଛନ୍ତି ସମ୍ବିଧାନ ବ୍ୟବସ୍ଥାରେ ଅଛି ଜଣେ ନିର୍ବାଚିତ ନହୋଇ ମଧ୍ୟ ୬ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ରହିପାରିବ। 
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଟା ବଡକଥା ନୁହେଁ ବୋଲି ବିଶ୍ଵରଂଜନ କହିଛନ୍ତି। ଆଉ କହିଛନ୍ତି ଗଣତନ୍ତ୍ରରେ ବ୍ୟକ୍ତିର ଭୂମିକା ନାହିଁ। ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି କେନ୍ଦ୍ରରେ ଯୋଉ ସରକାର ରାଜ୍ୟରେ ମଧ୍ୟ ସେହି ସରକାର। ବହୁତ ବର୍ଷ ପରଠୁ ସ୍ଵାଧୀନତା ପରଠାରୁ ୧୯୬୬ ପର୍ଯ୍ୟନ୍ତ ସାରା ଭାରତରେ
ଗୋଟିଏ ସରକାର ଥିଲା। କେନ୍ଦ୍ରରେ କଂଗ୍ରେସ ରାଜ୍ୟ ମନ୍ତ୍ରୀ ମଧ୍ୟ କଂଗ୍ରେସ। ଯଦି ନବୀନ ନଆସିବେ ତାହାଲେ ଦଳଟା ଭଙ୍ଗାଯିବ ବୋଲି ବିଶ୍ବରଂଜନ କହିଛନ୍ତି। ବିଶ୍ବରଂଜନ କହିଛନ୍ତି ଲୋକଙ୍କ ମତକୁ ସମ୍ମାନ ଦେବା ଉଚିତ।

Advertisement