Feb 17, 2025, 11:06 IST

ପୋଲିସ୍ ଥାନାର ଭିତିରି ଭିଡିଓ ହେଲା ଭାଇରାଲ୍ ଥାନା ଭିତରେ ଏ ଲୁଙ୍ଗି ପିନ୍ଧା ଜଣକ କିଏ...?

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆସିଥିବା ଖବର ଅନୁସାରେ ଥାନାରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ଯିଏ କି ଲୁଙ୍ଗି ପିନ୍ଧିଛନ୍ତି ସେ ଥାନାରେ ବସିଛନ୍ତି । ଏବେ କଥା ଆସୁଛି କି ଏହି ଯୁବକ ଜଣକ କିଏ ଯିଏ କି ଥାନାରେ ବସିଛନ୍ତି । 
Gv
ପୋଲିସ ଷ୍ଟେସନ ଭିତରେ ଚୌକି ଉପରେ ବସିଛନ୍ତି ଏହି ବ୍ୟକ୍ତି ଜଣକ । ଏହି ବ୍ୟକ୍ତି ଜଣକ ବାନିଅନ ପିନ୍ଧିଛନ୍ତି, ଆଉ ଲୁଙ୍ଗି ପିନ୍ଧି ଚୌକି ଉପରେ ବସିଛନ୍ତି । ଆଉ ଏହି ବ୍ୟକ୍ତି ଜଣକ ଲୁଙ୍ଗି ପିନ୍ଧି ଥାନା ଭିତରକୁ ଆସି ଏଭଳି ବସିଛନ୍ତି । ଆଉ ସେ ଲୁଙ୍ଗି ପିନ୍ଧି ଥାନା ଭିତରକୁ ଯାଇ ପୋଲିସମାନଙ୍କୁ ତାଗିଦ୍ କରୁଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଏହି ଭିଡିଓ ଦେଖିଲେ ମଧ୍ୟ ଅନେକ ଲୋକ ଅନେକ କିଛି କଥା ଭାବିବେ । 
Gg
ଏହି ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ଥିବା ବନ୍ଦର ସାମୁଦ୍ରିକ ପୋଲିସ ଥାନାରେ ଦେଖିବାକୁ ମିଳିଛି । ଏହି ଥାନା ଭିତରର ଦୃଶ୍ୟ ଚର୍ଚ୍ଚା ହୋଇଥିବା ବେଳେ ଏହି ଯୁବକ ଜଣକ କିଏ ବୋଲି ଚର୍ଚ୍ଚା ହେଉଥିଲା । ଏହି ବାବୁ ଜଣକ ଏବେ ଏଭଳି ଲୁଙ୍ଗି ପିନ୍ଧି ଥାନା ଭିତରକୁ ଆସିବାଟା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସେହି ସାମୁଦ୍ରିକ ଥାନାର ପୋଲିସ ଏସଆଇ । ଥାନାର ସବ ଇନ୍ସପେକ୍ଟର ଏଭଳି ପୋଷାକ ପିନ୍ଧି ଥାନାକୁ ଆସିଛନ୍ତି ।
ବନ୍ଦର ସାମୁଦ୍ରିକ ଥାନାର ସବ ଇନ୍ସପେକ୍ଟର ଅଭୟ ମହାନ୍ତିଙ୍କୁ ଏଭଳି ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ଚୌକି ଉପରେ ବସିଥିବାର ଆପଣମାନେ ଦେଖିପାରିବେ । ପୋଲିସମାନେ ନିଜ ୟୁନିଫର୍ମ ପିନ୍ଧି ପୋଲିସ ଥାନାକୁ ଆସିଥାନ୍ତି । କିନ୍ତୁ ଏହି ସବ ଇନ୍ସପେକ୍ଟର ଜଣକ ଏଭଳି ଲୁଙ୍ଗି ପିନ୍ଧି ଆଉ ଗାମୁଛା ପକେଇ ଥାନାକୁ ଆସିଛନ୍ତି ଯାହା ଠିକ୍ ନୁହେଁ । ଏବେ ଏହି ବ୍ୟକ୍ତି ଜଣଙ୍କୁ ନେଇ ଅନେକ କଥା ଆସିବା ସହ ତାଙ୍କର ଏଭଳି କାମ ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକି ରହିଲା ।

Advertisement