Dec 7, 2024, 15:27 IST

ପେଟକୁ ଗୋଇଠା ମା-ରି ୩ ମାସର ଛୁଆକୁ ମା-ରିଦେଲା ବାପା...!

Ff

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ବାପାଙ୍କୁ ଦେଖିବେ ଯିଏ ପିଲା ଜନ୍ମ ହେବା ପୂର୍ବରୁ ତାକୁ ମାରି ଦେଇଛନ୍ତି । ଜଣେ ବ୍ୟକ୍ତି ତାର ଜୀବନରେ ଅନେକ ଖୁସି ହୋଇଥାଏ ଯେତେବେଳେ ସେ ବାପା ହୋଇଥାଏ କିନ୍ତୁ ଏହି ନୃଶଂସ ବ୍ୟକ୍ତି ଜଣକ ଯାହା କରିଛନ୍ତି ତାହା ନିନ୍ଦନୀୟ ଅଟେ ।
Gg
ଏହି ନୃଶଂସ ବ୍ୟକ୍ତି ଜଣକର ସ୍ତ୍ରୀ ଗର୍ଭବତୀ ଥିଲେ । ଆଉ ସେ ତାର ସ୍ତ୍ରୀର ପେଟକୁ ଗୋଇଠା ମାରି ନିଜ ଛୁଆକୁ ସବୁଦିନ ପାଇଁ ମାରିଦେଲା । ଯିଏ ଦୁନିଆକୁ ଆସି ନଥିଲା ସେ ତା ସହିତ ଏଭଳି କରିଛି । ସ୍ତ୍ରୀ ଜଣକ ତିନିମାସର ଗର୍ଭବତୀ ଥିଲେ । ଆଉ ଏହି ଯୁବକ ଜଣକ ନିଜ ତିନିମାସର ଛୁଆକୁ ଗୋଇଠା ମାରି ମାରିଦେଇଛି । ପ୍ରେମ କରି ବିବାହ କରିଥିଲେ ଆଉ ଯୌତୁକ ଦାବି କରି ଏଭଳି କିଛି କାଣ୍ଡ କରିଛି ସ୍ଵାମୀ ଜଣକ । ଏହି ସ୍ଵାମୀ ଜଣକ ସ୍ତ୍ରୀକୁ ଯୌତୁକ ନିର୍ଯ୍ୟାତନା ଦେଉଥିଲା । 
Gg
ଶେଷରେ ଯୌତୁକ ନିର୍ଯ୍ୟାତନା ଦେଇ ଏଭଳି କାଣ୍ଡ ଭିଆଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଲେମ୍ବୁ ପଞ୍ଚାୟତ ମାଟିକଡିଆ ଗାଁରେ । ଏହି ଗାଁର ମିତା କରୁଆ ଗର୍ଭବତୀ ଥିଲେ ଆଉ ସେ ହରିଜନ ଥିଲେ । ଏହାପରେ ସେ ଏକ ବର୍ଷ ହେବ ସେହି ଗ୍ରାମର ସନ୍ତୋଷ ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ପ୍ରେମ ବିବାହ କରି ଏଭଳି କାଣ୍ଡ କରିଛନ୍ତି ଯୁବକ ଜଣକ । ଯୌତୁକ ନିର୍ଯ୍ୟାତନା ଦେଇ ଏଭଳି ନିଜ ଛୁଆକୁ ନଷ୍ଟ କରିଛନ୍ତି ଏହି ଯୁବକ ଜଣକ । 
ଏହି ଘଟଣାକୁ ନେଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ଜଣକ । ଗତ ୧୭ ତାରିଖରେ ବିବାହ କରିଥିଲେ ଏହି ଦୁଇଜଣ । ଆଉ ଏହାପରେ ତାଙ୍କ ସହ ଏଭଳି କରିଥିଲେ ଶାଶୁ, ଶଶୁର ଆଉ ସ୍ଵାମୀ । ସ୍ଵାମୀ ଜଣକ ସ୍ତ୍ରୀର ପେଟକୁ ମାରି ଛୁଆକୁ ନଷ୍ଟ କରିଥିଲେ । ଏବେ ସ୍ତ୍ରୀ ଜଣକ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି । ଏବେ ଏନେଇ ଯୁବତୀ ଏବଂ ତାଙ୍କ ପରିବାର ଦୁଃଖ ପ୍ରକାଶ କରିଛନ୍ତି । ଏବେ ଯୁବତୀ ଜଣକ ନ୍ୟାୟ ଦାବି କରିଛନ୍ତି । ଦେଖାଯାଉ କେବେ ତାଙ୍କୁ ନ୍ୟାୟ ମିଳୁଛି ।

Advertisement