Aug 24, 2024, 16:56 IST

ଭାରତରୁ ବ୍ୟାନ ହେଇଗଲା ପାରାସିଟାମଲ ଦେଖନ୍ତୁ କାହିଁକି ହେଲା ଏମିତି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି ଦରକାରୀ କଥା ଜାଣିପାରିବେ । ସାଧାରଣତଃ ଜ୍ଵର ହେଲେ ଲୋକମାନେ ପାରସିଟାମଲ ଖାଇଥାନ୍ତି । ଆଉ ଏହା ଜ୍ଵର ପାଇଁ ଭଲ ମେଡିସିନ ବୋଲି ସମସ୍ତେ ଜାଣିଛନ୍ତି । ଏବେ ଏହାକୁ ନେଇ କିଛି ଖବର ଆସିଛି । ଏବେ ଆପଣମାନେ ସାବଧାନ ହୋଇଯାଆନ୍ତୁ । 
Gb
ଆଉ ଏବେ ଆପଣମାନେ ଖାଇ ପାରିବେ ନାହିଁ ପାରାସିଟାମଲ୍ ଏବଂ ସେଟ୍ରିଜିନ୍ । ଏବେ ଏହିସବୁ ଔଷଧ ବ୍ୟାନ ହୋଇଛି । ଆଉ ଏବେ ଜ୍ଵର , ଥଣ୍ଡା, କାଶ ସହ ୧୫୬ ଔଷଧ । ଏବେ ମାର୍କେଟରେ ଆଉ ମିଳିବ ନାହିଁ ଏହିସବୁ ମେଡିସିନ । ଏବେ ଔଷଧ କମ୍ପାନୀକୁ ଲାଗିଲା ବଡ ଝଟକା । ଏବେ ଆପଣମାନେ ଯେଉଁଆଡ଼େ ଦେଖିବେ ସିଆଡେ ଜ୍ଵର, ଥଣ୍ଡା ଆଉ କାଶ ଲୋକମାନଙ୍କୁ ହେଉଛି । ଏହି ସମୟରେ ଲୋକମାନେ ଔଷଧ ଦୋକାନରୁ ଆଣି ମେଡିସିନ ଖାଇ ଦେଉଛନ୍ତି । 
Gg
ଆଉ ଏବେ କିଛି ମେଡ଼ିସିନ୍ ଉପରେ ବ୍ୟାନ୍ ଲଗାଯାଇଛି । ଘରେ ଘରେ ଗ୍ୟାସ, ମୁଣ୍ଡ ବ୍ୟଥା, ଜ୍ଵର ଏବଂ ଥଣ୍ଡା ଭଳି ସାଧାରଣ ସମସ୍ୟା ଦେଖାଯାଉଛି । ଲୋକମାନେ ମନ ଇଚ୍ଛା ଔଷଧ କିଣି ଖାଇବା ସହ ପାଖରେ ମଧ୍ୟ ରଖୁଛନ୍ତି । ଯଦି ଆପଣ ଘରେ ମେଡିସିନ ରଖିଛନ୍ତି ତ ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ଲୋକମାନଙ୍କ ଭଲ ପାଇଁ କିଛି ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି ।ସରକାର ୧୫୬ ପ୍ରକାରର ମେଡିସିନ ଉପରେ ରୋକ ଲଗାଇଛନ୍ତି । ଏହି ଅନୁସାରେ ଏବେ ଏହି ଖବର ଆସିଛି ।
 
ଏବେ ସରକାର ୧୫୬ ଟି ମେଡିସିନ ଉପରେ ଵ୍ୟାନ ଲଗାଇଛନ୍ତି । ଆଉ ଆପଣମାନେ ଏହି ମେଡିସିନ ଏବେ ପାଇପାରିବେ ନାହିଁ । ମିଳିଥିବା ସୂଚନା ଅନୁସାରେ, ପାରାସିଟାମଲ, ପେଣ୍ଟାଯୋଷିନର, ମାଗ୍ନେଶିୟମ କ୍ଲୋରାଇଡ ସହ ପାରାସିଟାମଲ, ଡାମାଡୋଲ, ଏବଂ କ୍ୟାଲସିୟମ ମିଶ୍ରଣ ଉପରେ ବ୍ଯାନ ଲଗାଯାଇଛି । ଏବେଠାରୁ ମେଡିସିନ ଷ୍ଟୋରରେ ଏହିସବୁ ମେଡିସିନ ବିକ୍ରି ହେବ ନାହିଁ । ଏହିସବୁ ମେଡିସିନ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଖବର ଆସୁଛି ।

Advertisement