Dec 29, 2024, 17:31 IST

ପାଣିପାଗ ବିଭାଗର ପୁଣି ଏକ ସୂଚନା ୨୮ ଓ ୨୯ ରେ ପୁଣି ତାଣ୍ତବ ରଚିବ ବର୍ଷା

Bv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ପାଣିପାଗ ବିଷୟରେ ଅନେକ ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ ଆସିଛି ଏହି ବଡ ଅପଡେଟ । ଏବେ ନିକଟରେ ବର୍ଷା ହୋଇଥିବା ଖବର ତ ଆପଣମାନେ ଜାଣିଥିବେ । ଏହି ଲଘୁଚାପ ଜନିତ ବର୍ଷା ହେବା ଦ୍ବାରା ଧାନ ଚାଷ ଉପରେ ଏହାର ପ୍ରଭାବ ପଡ଼ିଥିଲା ।
Hh
ଆଉ ଏବେ ପୁଣି ଟିକେ ଲଘୁଚାପ ଛାଡ଼ିଛି ନା ନାହିଁ ପୁଣି ମାଡ଼ି ଆସିଲାଣି ଆଉ ଏକ ବର୍ଷା । ପୁଣି ଏହି ବର୍ଷରେ ହଇରାଣ ହେବେ ଚାଷୀ । ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇଛି ବୋଲି ରେକର୍ଡ କରାଯାଇଛି । ଏହି ବର୍ଷାର ପରିମାଣ ୧୧ ମିଲିମିଟର ଥିଲା । ତାପମାତ୍ରା କଥା କହିଲେ କୋରାପୁଟ ସହରର ତାପମାତ୍ରା ଅଧିକ ଥିଲା । ଏହା ୧୩ ଡିଗ୍ରୀ ବୋଲି ସୂଚନା ମିଳିଛି । ଏବେ ଏହି ସବୁ ସୂଚନା ପାଣିପାଗ ବିଭାଗର ବିଶେଷଜ୍ଞ ଦେଇଛନ୍ତି ।
Gg
ଓଡ଼ିଶା ରାଜ୍ୟ ଦ୍ଵାରା ଏହିସବୁ ଧାର୍ଯ୍ୟ କରାଯାଇଛି । ସବୁଠାରୁ ବର୍ଷା ସମ୍ଭାବନା ବଲାଙ୍ଗୀର ଜିଲ୍ଲାରେ ଦେଖାଯାଇଛି । ଏହି ଜିଲ୍ଲାରେ ବିବ ବିଲଙ୍ଗ ୮୦ ମିଟରର ବିଜିବିଲିଟ ଦେଖାଯାଇଛି । ଏବେ ଲଘୁଚାପ ଆହୁରି ଅନେକ ଦୂରରେ ଅଛି ବୋଲି ଆକଳନ କରାଯାଉଛି । କେଉଁ ସ୍ଥାନରୁ ଏହା ୭୦୦ ମିଟର ଦୂରରେ ରହିଛି ତ ଭବାନୀପାଟଣା ଠାରୁ ଏହା ୧୦୦୦ ମିଟର ଦୂରରେ ରହିଛି । କେଉଁଝର ଠାରୁ ୫୦୦ ମିଟର ଏବଂ ଆଉ କେଉଁ ସ୍ଥାନରୁ ଏହା ୯୦୦ ମିଟର ଦୂରରେ ରହିଛି । ଏଭଳି ଅନେକ ସୂଚନା ଦିଆଯାଇଛି ।
ଏହି ଲଘୁଚାପ ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ କେବେ ବର୍ଷା ହେବ ତାହା ଆପଣମାନେ ଜାଣିଛନ୍ତି କି ? ଆସନ୍ତା ୨୮ ଏବଂ ୨୯ ତାରିଖରେ ବର୍ଷା ହେବ ବୋଲି ସୂଚନା ମିଳିଥିବା ନେଇ ଆସିଛି ଖବର । ୨୮ ତାରିଖରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଏବଂ ସୋନପୁର ଅଞ୍ଚଳରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ୨୯ ତାରିଖରେ ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ୨ ତାରିଖ ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି ସୂଚନା ମିଳିଛି ।

Advertisement