Updated: Jun 22, 2024, 20:08 IST

ପାଖରେ ନାହାନ୍ତି ପାଣ୍ଡିଆନ ଖୁସିରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖନ୍ତୁ ଏହି ସୁନ୍ଦର୍ ଦୃଶ୍ୟ

Yh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଜଣାପଡିଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବହୁତ ଖୁସି ଅଛନ୍ତି । ତାଙ୍କ ପାଖରେ ସବୁବେଳେ ଭି କେ ପାଣ୍ଡିଆନ ରହୁଥିଲେ । କିନ୍ତୁ ଏବେ ସେ ତାଙ୍କ ପାଖରେ ନାହାଁନ୍ତି ।
Hh
ଏବେ ନବୀନ ବାବୁ ଯେଉଁ ସ୍ଥାନକୁ ଯାଉଛନ୍ତି ଏକ ଯାଉଛନ୍ତି । ଆଉ ସେ ଏକା ସବୁ ସ୍ଥାନକୁ ଚାଲି ଚାଲି ଯାଉଛନ୍ତି । ଏବେ ସେ ପୁରା ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ୁଛି । ସେ ପରାଜୟ ହେବା ପରେ ମଧ୍ୟ ବହୁତ ଖୁସିରେ ଅଛନ୍ତି । ବିରୋଧୀ ଦଳର ନେତାଙ୍କ ସହିତ ମିଶି କାମ କରୁଛନ୍ତି । ଏବେ ସେ ପୁରା ଖୁସିରେ ରହୁଛନ୍ତି ଆଉ ଏହିସବୁ ସମ୍ଭବ ହୋଇଛି ପାଣ୍ଡିଆନ ତାଙ୍କ ପାଖରେ ନାହାଁନ୍ତି ବୋଲି । ଏବେ ଏହି କଥା ସାଧାରଣ ଜନତା କହୁଛନ୍ତି । ୨୪ ବର୍ଷର ସରକାର ଭାଙ୍ଗି ଯାଇଛି । ଆଉ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । 
Bb
ବିଜେପି ସରକାର ଆସିବା ପରେ ଅନେକ ଲୋକ ଅନେକ କଥା ଭାବିଥିଲେ । ଅନେକ ଲୋକ ଭାବିଥିବେ କି ବିଜେଡି ହାରିଗଲା ପରେ ନବୀନ ପଟ୍ଟନାୟକ ହାରି ଯାଇଥିବେ । କିନ୍ତୁ ଏବେ ନବୀନ ବାବୁ ପୁରା ଖୁସି ଥିବାର ଜଣାପଡିଛି । ଯେତେବେଳେ ପାଣ୍ଡିଆନ ନବୀନଙ୍କ ପାଖରେ ଥିଲେ ସେତେବେଳେ ସେ ଠିକରେ ଚାଲି ପାରୁନଥିଲେ ଆଉ ଏବେ ସେ ପୁରା ଠିକରେ ଚାଲି ପାରୁଛନ୍ତି । ସେ ଏବେ ଏକା ଏକା ବିଧାନସଭା ଯିବାର ରାସ୍ତାରେ ପଡ଼ିଥିବା ସିଡ଼ିରେ ଚଢ଼ି ଯାଉଛନ୍ତି । ଆଉ ସେ ଏକା ଏକା ସବୁକିଛି କରୁଛନ୍ତି ।
ନବୀନ ସରକାର ହାରିବା ପର ଠାରୁ ବିରୋଧୀ ଦଳର ନେତାଙ୍କ ସହିତ ମିଶିବା ପର୍ଯ୍ୟନ୍ତ ନବୀନ ବାବୁ ଖୁସି ଥିବାର ଜଣାପଡିଛି । ସେ ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ ସହିତ କଥା ହେଉଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ସାଧାରଣରେ ନବୀନ ପଟ୍ଟନାୟକ ଖୁସି ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ପାଖରେ ଏବେ ପାଣ୍ଡିଆନ ନାହାଁନ୍ତି । ଆଉ ସେଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପାଣ୍ଡିଆନ ସବୁବେଳେ ନବୀନଙ୍କ ପାଖରେ ରହୁଥିଲେ । ଆଉ ଏବେ ସେ ନାହାଁନ୍ତି ବୋଲି ସେ ଖୁସିରେ ରହୁଛନ୍ତି ବୋଲି ଲୋକମାନେ କହୁଛନ୍ତି ।

Advertisement