Jun 12, 2024, 09:22 IST

ପାଣ୍ଡିଆନ ଙ୍କ ପଡ଼ିଗଲା ଶନି ଦଶା..ପଛରେ ପଡିଗଲାଣି ED..

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଭାରତୀୟ ଜନତା ପାର୍ଟି ଓଡିଶା ରେ ସରକାର ଗଢ଼ିବା ପାଇଁ ଯାଉଛନ୍ତି।ଆସନ୍ତା ୧୨ ତାରିଖ ଦିନ ରାଜ୍ୟ ରେ ନୂଆ ମୁଖ୍ୟ ମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି।ଓଡ଼ିଶା ବାସୀ ନୂଆ ମୁଖ୍ୟ ମନ୍ତ୍ରୀ ଙ୍କ ଉପରେ ବହୁତ ଆଶା ରଖିଛନ୍ତି।ସେ କିଭଳି କାମ କରିବେ ତାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆମେ ଆଜି ସେହି ରାଜନୀତି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Vv
ସୂଚନା ଅନୁସାରେ ଆଜି ଏ ନେଇ ମୁହଁ ଖୋଲିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।ସେ କହିଥିଲେ କି ଓଡ଼ିଶା ରେ ଦୀର୍ଘ ୨୫ ବର୍ଷ ଧରି ଲୁଟେରା ମାନେ ଲୁଟି ଚାଲିଛନ୍ତି।୨୫ ବର୍ଷ ଶାସନ ଭିତରେ ସେମାନେ ଲୋକ ଙ୍କ ସମ୍ପତି କୁ ମାରି ଖାଇଛନ୍ତି।ନେତା ମନ୍ତ୍ରୀ ମାନେ ଅନେକ ଅପରାଧ ମୂଳକ କାମ ରେ ଲିପ୍ତ ଅଛନ୍ତି।ତେବେ ଓଡ଼ିଶା ର ଲୋକ ମାନେ ଏବେ କିଛି ପରିବର୍ତ୍ତନ ଇଚ୍ଛା କରିଛନ୍ତି।ସେମାନଙ୍କ ତାଙ୍କ ମୁଖ୍ୟ ମନ୍ତ୍ରୀ ଙ୍କୁ ନିଜେ ବାଛି ଛନ୍ତି।ଆଗାମୀ ଦିନ ରେ ସେହି ଲୋକ ମାନଙ୍କ ଉନ୍ନତି ପାଇଁ ସେମାନେ କାମ କରିବେ।
Gh
ତେବେ ଆମ ଦଳ ରେ କିଛି ପରିବର୍ତ୍ତନ ହେବ।ଆମ ଓଡ଼ିଶା ଏକ ନୂଆ ଓଡ଼ିଶା ରେ ପରିବର୍ତ୍ତନ ହେବ।ବିରୋଧୀ ମାନେ ଧରାଶାୟୀ ହୋଇ ଗଲେଣି।ଆସନ୍ତା ବୁଧବାର ଦିନ ଜଣେ ଆଦିବାସୀ ନେତା ଆମ ମୁଖ୍ୟ ମନ୍ତ୍ରୀ ହେବେ।ଆମ ଓଡ଼ିଶା କୁ ଏକ ନୂଆ ଓଡ଼ିଶା ରେ ପରିବର୍ତ୍ତନ କରିବା ତାଙ୍କର ଲକ୍ଷ୍ୟ।ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଆମ ରାଜ୍ୟ ଛାଡି ଚାଲି ଯାଇଚି ସତ।ସେ ଯେତେ ଭୁଲ ମାଗିଲେ ମଧ୍ୟ କିଛି ଲାଭ ନାହିଁ।
ତାଙ୍କ ଉପରେ ତଦନ୍ତ କରାଯିବ।ଯଦି ସେ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାଙ୍କୁ ଜେଲ ଦଣ୍ଡ ରେ ଦଣ୍ଡିତ କରା ଯିବ। ଶାସକ ଦଳ ହୋଇ ସେମାନେ ଓଡ଼ିଶା ରୁ ଖୁବ୍ ଲୁଟି ଚାଲିଲେ ଆମେ ଏହାକୁ କେବେ ବି ସହିବୁ ନାହିଁ ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି।ଏବେ ତାଙ୍କ କଥା କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement