Oct 2, 2024, 16:39 IST

୫୬ ବର୍ଷ ବିମାନ ଦୁର୍ଘଟଣା ପରେ ମିଳିଲା ରହସ୍ୟମୟ ଜିନିଷ ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୫୬ ବର୍ଷ ପୂର୍ବରୁ ହେଇଥିଲା ଭୟଙ୍କର ବିମାନ ଦୁ-ର୍ଘ-ଟ-ଣା। ଉଡାଣର କିଛି ସେକେଣ୍ଡ ପରେ ଗାୟବ ହେଇଯାଇଥିଲା ଏଏନ୍- ୧୨ ବିମାନ। ହିମାଚଳ ପ୍ରଦେଶର ରୋହତଙ୍ଗ ପାଖରୁ ୪ଟି ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। ଏହି ମୃ-ତ-ଦେ-ହ ଗୁଡିକ ୧୯୬୮ ମସିହାର ବିମାନ ଦୁ-ର୍ଘ-ଟ-ଣାରେ ସହିଦ ହୋଇଥିବା ସୈନିକମାନଙ୍କର। ଆଣ୍ଟୋନୋଭ -୧୨ ସାମରିକ ପରିବହନ ବିମାନ ହଠାତ୍ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିଲା। ଖରାପ ପାଗ ବିମାନ ଦୁ-ର୍ଘ-ଟ-ଣାର କାରଣ ବୋଲି କୁହାଯାଉଥିଲା। 
Gg
ଗତ ୫୬ ବର୍ଷ ଧରି ବିମାନ ଦୁ-ର୍ଘ-ଟ-ଣାରେ ସହିଦ ହୋଇଥିବା ସୈନିକଙ୍କ ମୃ-ତ-ଦେ-ହ ଖୋଜା ଚାଲିଛି। ଏହା ହେଉଛି ଭାରତର ଦୀର୍ଘତମ ସର୍ଚ୍ଚ ଅପରେସନ୍। ଗତକାଲି ସୁରକ୍ଷା ବାହିନୀ ୪ଟି ମୃ-ତ-ଦେ-ହ ପାଇଥିଲେ। ଏଥିମଧ୍ୟରୁ ୩ଟି ମୃ-ତ-ଦେ-ହ ଚିହ୍ନଟ କରାଯାଇଛି, କିନ୍ତୁ ଗୋଟିଏର ପରିଚୟ ଜାରି ରହିଛି। ୭ ଫେବୃଆରୀ ୧୯୬୮ରେ, ଏଏନ୍-୧୨ ସାମରିକ ବିମାନ ୧୦୨ ସୈନିକଙ୍କ ସହ ଚଣ୍ଡିଗଡ଼ରୁ ଉଡାଣ ଭରିଥିଲା। 
Gg
ତେବେ ଖରାପ ପାଗ ଯୋଗୁଁ ବିମାନଟି ରୋହତଙ୍ଗଲା ନିକଟରେ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ମୃ-ତ-ଦେ-ହ ଖୋଜିବା ବହୁତ କଷ୍ଟସାଧ୍ୟ ହୋଇଯାଇଥିଲା। ଏହି କାରଣରୁ ସେନା ଗତ ୫୬ ବର୍ଷ ଧରି ଶହୀଦଙ୍କ ମୃ-ତ-ଦେ-ହକୁ ଖୋଜିବାରେ ଲାଗିଥିଲା। ତିନୋଟି ମୃ-ତ-ଦେ-ହର ପରିଚୟ ମିଳିଥିବାବେଳେ ଚତୁର୍ଥ ମୃ-ତ-ଦେ-ହ ବରଫରେ ପୋତି ହୋଇଯାଇଥିଲା। 
ମୃ-ତ-ଦେ-ହ ନିକଟରୁ ମିଳିଥିବା ଦଲିଲରୁ ସେମାନଙ୍କୁ ଚିହ୍ନଟ କରାଯାଇଛି। ଚତୁର୍ଥ ମୃ-ତ-ଦେ-ହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ତାଙ୍କ ଡକ୍ୟୁମେଣ୍ଟରେ ଲେଖାଯାଇଥିବା ଜିନିଷ ଗୁଡ଼ିକ ମଧ୍ୟ ଲିଭି ଯାଇଛି। ସେନା ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ "ଅକ୍ଟୋବର ୧୦ ପର୍ଯ୍ୟନ୍ତ ଜାରି ରହିବ ଖୋଜା ଖୋଜି। ଏଭଳି ପରିସ୍ଥିତିରେ ଅନ୍ୟ ସୈନିକଙ୍କ ମୃ-ତ-ଦେ-ହ ମଧ୍ୟ ମିଳିବ ବୋଲି ଆଶା କରାଯାଉଛି।

Advertisement