Jun 11, 2024, 07:52 IST

ବର୍ବରତା ର ସବୁ ସୀମା ଟପିଲା ପାକିସ୍ତାନ ..ଆଖି ବୁଝା ଗୁ-ଳି ଚଲେଇ ମା-ରିଦେଲା ହିନ୍ଦୁ ଲୋକ ଙ୍କୁ..

Hh

ନମସ୍କାର ପାଠକ ବନ୍ଧୁ।ଆତଙ୍କବାଦୀ ଙ୍କ ଗୁଳି ରେ ଚାଲି ଯାଇଚି ଦଶ ଜଣକ ଜୀବନ।ଅନେକ ଲୋକ ମାନେ ଏଥିରେ ଆହତ ମଧ୍ୟ ହୋଇଛନ୍ତି।ଗୋଟିଏ ପଟେ ଭାରତ ପାକିସ୍ତାନ ମ୍ୟାଚ୍ ଚାଲୁ ଥିବା ବେଳେ ଅନ୍ୟ ପରେ ପାକିସ୍ତାନ ଭାରତୀୟ ଙ୍କ ଉପରେ କରିଥିଲା ଗୁ-ଳି ବର୍ଷଣ।ଭାରତ ଓ ପାକିସ୍ତାନ ମ୍ୟାଚ୍ ରେ ହାରି ଯାଇଥିଲା ପାକିସ୍ତାନ।ଯାହାକୁ ସହି ପାରି ନ ଥିଲେ ଆତଙ୍କ ବାଦି ମାନେ।ସେମାନେ ଏହାର ପ୍ରତିଶୋଧ ନେବାକୁ ଚାଲି ଆସି ଥିଲେ।
Bb
ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ସମୟ ରେ ଜମ୍ମୁ କାଶ୍ମୀର ଠାରେ ଗୋଟିଏ ବସ୍ ତାର ଯାତ୍ରୀ ମାନଙ୍କୁ ନେଇ ବୈଷ୍ଣବୀ ଦେବୀ ଙ୍କ ଦର୍ଶନ କରିବାକୁ ଯାଉଥିଲେ।ଏହି ସମୟ ରେ ବସ ଆଗକୁ କିଛି ଆତଙ୍କବାଦୀ ମାନେ ଚାଲି ଆସି ଥିଲେ।ସେମାନେ ବସ୍ ଡ୍ରାଇଭର ଙ୍କ ସମେତ ହେଲ୍ପର ଓ କଣ୍ଡକ୍ଟର ଙ୍କ ଉପରେ ଗୁ-ଳି ଚାଳନା କରି ଥିଲେ।ଏଥିରେ ସେମାନଙ୍କ ର ସଙ୍ଗେ ସଙ୍ଗେ ମୃ-ତ୍ୟୁ ହୋଇ ଯାଇ ଥିଲା।ଏହା ପରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବସ୍ କୁ ନେଇ ଗୋଟିଏ ଘାଇ ପାଖରେ ରଖି ଥିଲା।
Gh
ଏହା ପରେ ସେହି ଆତଙ୍କବାଦୀ ମାନେ ସାଧାରଣ ଜନତା ଙ୍କ ଉପରେ ଗୁଳି ଚାଳନା କରି ଥିଲେ।ଏଥିରେ ରାଜସ୍ଥାନ ର ପବନ ସିଂହ ଆ-ହ-ତ ହୋଇଛନ୍ତି।ଏହା ସହିତ ତାଙ୍କ ସ୍ତ୍ରୀ ଶାଶୁ ଶ୍ୱଶୁର ଓ ପୁଅ ଙ୍କ ର ମୃ-ତ୍ୟୁ ହୋଇ ଯାଉଚି।ତେବେ ଯାହାକୁ ନେଇ ସାରା ଦେଶ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ପୋଲିସ ମାନେ ତାଙ୍କ ତଦନ୍ତ ଆରମ୍ଭ କରିଛନ୍ତି।ସେମାନେ ସେହି ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ପାଞ୍ଚଟି ଟିମ୍ କରିଛନ୍ତି। ଡ୍ରୋନ କ୍ୟାମେରା ମାଧ୍ୟମ ରେ ସେମାନଙ୍କୁ ଖୋଜା ଯାଉଛି।
ଅନ୍ୟପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଗୋଟିଏ ପଟେ ଶପଥ ଉତ୍ସବ ଚାଲୁ ଥିବା ବେଳେ ଅନ୍ୟ ପଟେ ଆତଙ୍କବାଦୀ ମାନେ ଭାରତ ଉପରେ ଆକ୍ରମଣ କଥା ଚିନ୍ତା କରୁଥିଲେ।କିଛି ଲୋକ ମାନେ କହିଛନ୍ତି କି ସେହି ଭଳି ଲୋକ ଙ୍କୁ ଜଲଦି ଦଣ୍ଡ ଦେବା ଉଚିତ।ଏବେ ଏହା କୁ ନେଇ ସାରା ଦେଶ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement