ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିନ୍ଦନୀୟ କାମ କରନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ବୋଲି ତାଙ୍କୁ ଛାଡି ଦେଇଛନ୍ତି ।
ଏହି ଯୁବକ ଜଣଙ୍କ ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହ କରିବାର କିଛି ମାସ ପରେ ତାଙ୍କ ସହିତ ଏଭଳି କିଛି ଘଟଣା ଘଟିଥିଲା । ଏହି ଯୁବକ ଜଣକ ଭଲ ପାଇଥିବା ସମୟରେ ଅନେକ ମିଠା ମିଠା କଥା କହିଥିଲେ । ଆଉ ଏବେ ଏହି ଯୁବକ ଜଣକ ତାଙ୍କ ସ୍ତ୍ରୀକୁ ଛାଡ଼ି ଦେଇଛନ୍ତି । ଏବେ ଏହି ମହିଳା ଜଣକ ଜଣେ ସମାଜସେବୀଙ୍କ ପାଖକୁ ଆସିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଶୁଣିପାରିବେ ଏହି ସମାଜସେବୀ ଜଣକ କଣ ସବୁ କହିଛନ୍ତି । ସେ କହିଛନ୍ତି, Oyo କୁ ନେଇଗଲା, ଦେହ ସୁଖ କରିଦେଲା, ଆଉ ଏବେ ଝିଅକୁ ବିଚ୍ ରାସ୍ତାରେ ଫୋପାଡି ଦେଲା ଯୁବକ ଜଣକ ।
ଏହି ଝିଅ ବହୁତ ସୁନ୍ଦର ଆଉ ପୁଅ ଭଲ ନୁହେଁ ଦେଖିବାକୁ । ଏହି ଝିଅ ସହିତ ଯୁବକ ଜଣକ ଯାହା କରିଛି ତାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଯୁବକ ଜଣକ ସବୁ କରିବା ପରେ ଏବେ ତାଙ୍କୁ ଛାଡ଼ି ଦେଇଛନ୍ତି । ଆଉ ଏବେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି । ଏବେ ସରକାର କରିଛନ୍ତି ମହିଳାମାନେ ହେଉଛନ୍ତି ଆଗରେ । ମହିଳା ମାନେ କେଉଁଠାରେ ଆଗରେ । ଆଉ ମହିଳାମାନେ ତ ବହୁତ କଷ୍ଟରେ ଅଛନ୍ତି ତାଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉନାହିଁ । ଏହି ଯୁବକ ଜଣକ ଏଭଳି ଅବସ୍ଥା କରିଛନ୍ତି ଏହି ମହିଳା ଜଣଙ୍କର ଯେଉଁଥିପାଇଁ ସେ ତାଙ୍କୁ ଛାଡ଼ପତ୍ର ଦେଇପାରିବେ ନାହିଁ ।
କି ଆଉ କେଉଁଠାରେ ବିବାହ କରିପାରିବେ ନାହିଁ । ଏବେ ଯଦି ସରକାର ଏହି ମହିଳାଙ୍କୁ ନ୍ୟାୟ ଦେବେ ନାହିଁ । ତାହେଲେ ଏହି ସମାଜସେବୀ ଜଣକ କହିଛନ୍ତି ଏଭଳି କଷ୍ଟରେ ଥିବା ମହିଳା ଆଉ ଯୁବତୀ ମାନଙ୍କୁ ନେଇ ସମାଜସେବୀ ଜଣକ ସମସ୍ତ ମହିଳାଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବେ । ମହିଳା ସୁରକ୍ଷା କେଉଁଠାରେ ଅଛି ବୋଲି ପ୍ରଶ୍ନ କରିଛନ୍ତି ଏହି ସମାଜସେବୀ ମହିଳା ଜଣକ । ତାଙ୍କର ସ୍ୱର ଉତ୍ତୋଳନ ହୋଇଛି ଆଉ ସେ ରାଜରାସ୍ତାକୁ ଓହ୍ଲାଇବେ । ଏହି ଯୁବତୀ ଜଣକ ଥାନାକୁ ଯାଇଥିଲେ କିନ୍ତୁ ତାଙ୍କର ଅଭିଯୋଗ ରଖିଲେ ନାହିଁ । ଏବେ ସେ ନ୍ୟାୟ ମାଗୁଛନ୍ତି ।