May 28, 2024, 16:55 IST

ଦିନେ ଭୁତଙ୍କ ସହ କଥା ହେଉଥିଲେ ଆଜି ଜାଣି ହେଉନି ତାଙ୍କ ମୃ-ତ୍ୟୁ ରହସ୍ୟ ଦେଖନ୍ତୁ ଗୌରବଙ୍କ ଏହି କାହାଣୀ

Hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗୌରବ ତିୱାରୀ ଭାରତର ଟପ୍ ପାରାନର୍ମାଲ ଏକ୍ସପଟଙ୍କ ମଧ୍ୟରୁ ଜଣେ। ଗୌରବ ଜଣେ କମର୍ସିଆଲ ପାଇଲଟ୍ ହେବାକୁ ଚାହୁଁଥିଲେ। ସେଥିପାଇଁ ସେ ବିଦେଶକୁ ପାଠପଢିବାକୁ ଯାଇଥିଲେ।
ବିଦେଶରେ ଗୌରବ ଏବଂ ତାଙ୍କ ସାଙ୍ଗ ଭଡାଘରେ ରହୁଥିଲେ। ହେଲେ ସେହି ଭଡ଼ାଘରେ ସବୁଦିନ ଗୋଟିଏ ଛୋଟିଆ ଛୁଆର କାନ୍ଦିବାର ଶବ୍ଦ ଶୁଣିବାକୁ ମିଳୁଥିଲା। ପରେ ଗୌରବ ଜାଣିବାକୁ ପାଇଲେ ସେଇ ଘରେ ଗୋଟିଏ ଛୋଟ ଛୁଆର ଆତ୍ମା ଅଛି ବୋଲି। 
Hh
ବନ୍ଧୁଗଣ ଏଭଳି ଘଟଣାକୁ ସେ ସାମ୍ନା କରି ଗୌରବଙ୍କ ମନ ଆଉ ପାଇଲଟ୍ ପାଠପଢାରେ ଲାଗିଲାନି। ଗୌରବ ତୁରନ୍ତ ଭାରତ ଆସି ପାରାନର୍ମାଲ ପାଠପଢା ଉପରେ ଧ୍ୟାନ ଦେଇଥିଲେ। ସମୟ ଗଡୁ ଗଡୁ ଗୌରବ ୧୮ ବର୍ଷ ବୟସରୁ ହିଁ ଭୂତଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଦେଇଥିଲେ।
ଇଣ୍ଡିଆନ ପାରାନର୍ମାଲ ସୋସାଆଇଟି ୱେବସାଇଡ ଅନୁଯାଇ ଗୌରବ ନିଜ ଜୀବନ କାଳରେ ୬୦୦ ରୁ ଅଧିକ ହଣ୍ଟେଡ ସ୍ଥାନରେ ଭୂତ୍ ମାନଙ୍କ ସହ ଯୋଗଯୋଗ କରିଛନ୍ତି। ସେ ଜଣେ ସାଟିଫାଏଡ ପାରାନର୍ମାଲ ଏକ୍ସପଟ ଥିଲେ। 
Bb
ହେଲେ ଦିନେ ହଠାତ୍ ତାଙ୍କ ଦ୍ୱାରକା ଫାଲ୍ଟ ବାଥରୁମରେ ରହସ୍ୟମୟ ପରିସ୍ଥିତିରେ ଗୌରବ ତିୱାରୀଙ୍କ ମୃ-ତ-ଦେ-ହ ମିଳିଥିଲା। ପୋଲିସ ସନ୍ଧେୟ କଲା ଯେ ୩୨ ବର୍ଷୀୟ ଗୌରବ ନିଜେ ନିଜର ଜୀବନ ନେଇଛନ୍ତି। କିନ୍ତୁ ପରିବାର ଲୋକେ କହିଛନ୍ତି ଯେ "ସେ ସଂପୂର୍ଣ୍ଣ ରୂପେ ଠିକ୍ ଥିଲେ।
ଗୌରବ ନିଜେ କେବେ ହେଲେ ଏଭଳି କରିବେନି"। ସବୁଠାରୁ ବଡ଼କଥା ହେଉଛି ଗୌରବ ଏକମାସ ପୂର୍ବରୁ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ, ଏକ ନକାରାତ୍ମକ ଶକ୍ତି ତାଙ୍କୁ ଟାଣି ନେଉଛି ସେ ତାକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି ହେଲେ କରିପାରିନାହାନ୍ତି। ହେଲେ ସେତେବେଳେ ତାଙ୍କର ଏହି କଥାକୁ କେହି ଧ୍ୟାନ ଦେଇନଥିଲେ।
ଗୌରବଙ୍କ ପରିବାର ଲୋକେ କହିଛନ୍ତି ସେମାନେ ଭୂତ ଉପରେ ବିଶ୍ୱାସ କରନ୍ତି। ହେଲେ ଗୌରବଙ୍କ ମୃ-ତ୍ୟୁ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଗୌରବ ବାଥରୁମ ଯିବା ଆଗରୁ ତାଙ୍କର କୌଣସି କ୍ଷତ ନଥିଲା। ହେଲେ ଯେତେବେଳେ ବାଥରୁମରୁ ତାଙ୍କର ମୃ-ତ-ଦେ-ହ ଠାବ କରାଗଲା ସେତେବେଳେ ତାଙ୍କ ବେକରେ ଥିଲା ନାଲି ଦାଗ।

Advertisement