Aug 1, 2024, 09:24 IST

ଚଉଠି ରାତି ରେ ସ୍ତ୍ରୀ କୁ ନିଶା ଦେଇ.. ଏମିତି କରି ଦେଲା ହବସି ସ୍ବାମୀ

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ନୂଆ ବିବାହିତା କନିଆଁ ର ହାତରେ ଯେଉଁ ବ୍ୟକ୍ତିର ନାମରେ ମେହେନ୍ଦି ଲଗାଇଥିଲା ଆଜି ସେ ହିଁ ତାର ମୃ-ତ୍ୟୁ ର କାରଣ ସାଜିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଲାଲ ରଙ୍ଗର ଲେହେ଼ଙ୍ଗା ରେ ସଜେଇ ହୋଇ ବସିଛି କନିଆଁ।ଆଉ ତାଙ୍କ ପାଖରେ ଧଳା ପୋଷାକ ରେ ରାଜା ପରି ବସିଛି ଜଣେ ଯୁବକ। ଦୁଇ ଜଣ ବାହାଘର କୁ ନେଇ କେତେ ଖୁସି ଅଛନ୍ତି ତାହା ତାଙ୍କ ମୁହଁ ଦେଖି ଜଣା ପଡ଼ି ଯାଉଛି।
Hh
କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏକି ବାହାରେ ଗୋଟେ ରୂପ ଆଉ ଭିତରେ ଆଉ ଗୋଟେ ରୂପ ଦେଖାଇଥାନ୍ତି।ଉଭୟ ବେକ ରେ ମାଳ ପକାଇ ବେଶ୍ ଖୁସି ରେ ନିଜ ବାହାଘର କୁ ଉପଭୋଗ କରୁଛନ୍ତି।ଆଉ ଏପଟେ କ୍ୟାମେରା ମ୍ୟାନ ମଧ୍ୟ ଅନେକ ପ୍ରକାରର ପୋଜ ରେ ଦୁଇ ଜଣଙ୍କର ଫଟୋ ଉଠାଉଛି।ହେଲେ କିଛି ଦିନ ଗଲା ପରେ ପୁଅର ଅସଲ ରୂପ କନିଆଁ ଜାଣି ପାରିଲେ।ବିବାହ ର ୨୪ ଦିନ ବି ହୋଇ ନଥିଲା ଆଉ ବାପ ଘରକୁ ଯାଉଛି ଝିଅର ମରିବା ଖବର।ସେ ପୁଣି ଯୌତୁକ ନ ଦେବା କାରଣରୁ।
Bb
ଝିଅର ବାପା କିଛି ନ ଖାଇ,ଦିନ ରାତି କାମ କରି ଝିଅକୁ ବାହା ଦେବା ପାଇଁ ପଇସା ସଞ୍ଜୟ କରି ରଖିଥିଲେ। କିନ୍ତୁ ନୂଆ ବାହା ହୋଇଥିବା ମହିଳାଙ୍କୁ ଶାଶୁଘର ଲୋକେ ମାରୀ ଦେଇଥିବା ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି।ଯୌତୁକ ପାଇଁ ଶାଶୁଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ।
ସାମାନ୍ୟ କିଛି ଟଙ୍କା ପାଇଁ ମହିଳା ଜଣଙ୍କ ଯାହାକୁ ବାହା ହୋଇଥିଲେ ସେ ହିଁ ଜୀବନ ରୁ ମାରୀ ଦେଇଛନ୍ତି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement