Jun 12, 2024, 16:43 IST

ସାମ୍ବାଦିକଙ୍କୁ ଦେଖି ଗାଡି ଅଟକାଇଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଖନ୍ତୁ କହିଲେ ଏମିତି

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଆଜିକା ଦୁନିଆର ସବୁ ପ୍ରକାରର ଘଟଣା ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ବିଜେଡି ଦଳ ଓଡ଼ିଶାରେ ପରାଜୟ ହୋଇଛି ଆଉ ଏବେ ବିଜେପି ଦଳ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଜଣାପଡିଛି । ଆଉ ଏନେଇ ଅନେକ ଖବର ମଧ୍ୟ ଆସିଥାଏ । 
Gg
କିନ୍ତୁ ଏବେ ଏହିସବୁ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହୋଇଛନ୍ତି ତାହା ତ ଆପଣମାନେ ଜାଣିଥିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି । ସେ ବିଜେପି ଦଳର ନେତା ଅଟନ୍ତି । ଏହି ନେତା ଜଣକର ଘର କେଉଁଝର ଜିଲ୍ଲାରେ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ମୋହନ ମାଝୀ । ଏବେ ତାଙ୍କୁ ନେଇ ଆସିଛି କିଛି ଖବର । ତାଙ୍କ ବିଷୟରେ ଅନେକ କିଛି କଥା ସବୁ ଆସୁଛି ଆଉ ଯାହା ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । 
Bh
ବିଜେପି ନେତା ମୋହନ ମାଝୀ ତାଙ୍କ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ରିପୋର୍ଟରମାନେ କିଛି ପ୍ରଶ୍ନ ପଚାରିଥିଲେ । ବିଜେପି ନେତା ମୋହନ ମାଝୀ ଯେତେବେଳେ ଏହି ସାମ୍ବାଦିକମାନଙ୍କୁ ଦେଖିଲେ ସେ ତାଙ୍କ ଗାଡ଼ି ଅଟକାଇ ଦେଇଥିଲେ । ଆଉ ସେ ତାଙ୍କ ଗାଡ଼ି ଅଟକାଇ ଦେଇ ରିପୋର୍ଟରମାନେ ଯାହା ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତର ଦେଇଥିଲେ । ସେ କହିଛନ୍ତି ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ଆଉ ନିଷ୍ପତ୍ତି ନେବା ପରେ ସେ କିଛି କହିବେ । ରିପୋର୍ଟରମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଲେ ଏଭଳି ଅନେକ ପ୍ରଶ୍ନ କରିଛନ୍ତି ।
ବିଜେପି ନେତା ମୋହନ ମାଝୀ ସବୁ ପ୍ରଶ୍ନର ଉତ୍ତର ଦେଇ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଉ କାଲି ସେ ପୁରୀ ଯିବେ ବୋଲି କହିଥିଲେ । କାଲି ପୁରୀ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି । ଏବେ ଏଭଳି ଅନେକ କଥା ସାମ୍ନାକୁ ଆସୁଛି । ବିଜେପି ନେତା ମୋହନ ମାଝୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ତାଙ୍କ ବିଷୟରେ ଆସୁଥିବା ଅନେକ ଖବରରୁ ତାଙ୍କ ବିଷୟରେ ଜାଣି ପାରୁଥିବେ । ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।

Advertisement