Oct 16, 2024, 13:38 IST

ଓକିଲ ଙ୍କ ଭିତରେ ମଧ୍ୟସ୍ଥି କରୁଥିଲା MLA ଗାଲ କୁ ଗାଲ ସେକିଲେ ଓକିଲ ଗ୍ୟାଙ୍ଗ...

Gg

କ୍ୟାମେରା ଆଗରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଦେଲା ଯୁବକ। ପାଖରେ ପୋଲିସ୍ ଥିଲା ବିଧାୟକଙ୍କୁ ସୁରକ୍ଷା ମଧ୍ୟ ଦେଉଥିଲା। କିନ୍ତୁ ତା ଭିତରେ ବିଧାୟକଙ୍କୁ ଏମିତି ପିଟିଥିଲେ ସମସ୍ତେ। ଆଉ ଜଣେ ବିଜେପିର ବିଧାୟକ ଜାଣି ମଧ୍ୟ ତାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲା। ହଁ ଦର୍ଶକ ବନ୍ଧୁ ବିଧାୟକଙ୍କ ଘର ଆଗରେ ଘଟିଗଲା ଏତେ ବଡ଼ ଗଣ୍ଡଗୋଳ। ଆଉ ପୋଲିସ୍ ଥାଉ ଥାଉ ବିଜେପି ବିଧାୟକଙ୍କୁ ଏମିତି ଚାପୁଡ଼ା ମାରିଥିଲେ ବାର୍ ଆସୋସିଏସନର ଅଧ୍ୟକ୍ଷ।

Gh

ବିଜେପି ତଥା ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ କରି ଶାସନ କରୁଥିବା ବେଳେ ତା ଭିତରେ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। କାରଣ ଏଠି ଆଉ କାହାକୁ ନୁହଁ ବରଂ ଜଣେ ଶାସକ ଦଳର ବିଧାୟକଙ୍କୁ ଏମିତି ଚାପୁଡ଼ା ମାରା ଯାଇଛି। ଦର୍ଶକ ବନ୍ଧୁ ଏମିତି କିଛି କଥାକୁ ନେଇ ନିଜେ ବାର୍ ଆସୋସଏସନର ଅଧ୍ୟକ୍ଷ ଏବଂ ବିଧାୟକଙ୍କ ଭିତରେ କଥା ଚାଲିଥିଲା। ସେଥିପାଇଁ ଏହି ଅଧ୍ୟକ୍ଷ ଜଣକ ବିଧାୟକଙ୍କ କ୍ୱାଟରକୁ ମଧ୍ୟ ଆସିଥିଲେ। ଆଉ ନିଜେ ବିଧାୟକ ମଧ୍ୟ ପୋଲିସର ସୁରକ୍ଷା ଭିତରେ ବାର୍ ଆସୋସିଏସନର ବିଧାୟକ ସହ କଥା ହେଉଥିଲେ।

Gg

କିନ୍ତୁ ତା ଭିତରେ ବିଜେପି ବିଧାୟକ ଏବଂ ଅଧ୍ୟକ୍ଷ ଭିତରେ ଏମିତି କିଛି କଥା କଟାକଟି ଆରମ୍ଭ ହୋଇ ଯାଇଥିଲା। ଆଉ ସେଥିରେ ରାଗି ଯାଇ ବାର୍ ଆସୋସିଏସନର ଅଧ୍ୟକ୍ଷ ସିଧା ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରି ଦେଇଥିଲେ। ପରେ ପରେ ବିଧାୟକ ମଧ୍ୟ ଅଧ୍ୟକ୍ଷ ଉପରକୁ ହାତ ଉଠାଇଥିଲେ। କିନ୍ତୁ ପୋଲିସ୍ ଉଭୟଙ୍କ ଝଗଡ଼ାକୁ ସେଇଠି ସମାଧାନ କରିବାକୁ ଲାଗିଥିଲା। କିନ୍ତୁ ସେଠି ଦେଖିବାକୁ ଗଲେ ବିଧାୟକ ଏକା ନଥିଲେ ବିଧାୟକଙ୍କ ପାଖରେ ତାଙ୍କ ସୁରକ୍ଷାକର୍ମୀ ଥିଲେ।

କିନ୍ତୁ ବାର୍ ଆସୋସିଏସନ୍ ଅନ୍ୟପଟରେ ଏକା ଥିଲେ ମଧ୍ୟ ତା ଭିତରେ ଅଧ୍ୟକ୍ଷ ଜଣକ କେମିତି ବିଧାୟକଙ୍କ ଉପରକୁ ହାତ ଉଠାଇ ଦେଇଥିଲେ, କେମିତି ତାଙ୍କୁ ଚାପୁଡ଼ା ମାରି ଦେଲେ ତା ନେଇ ଏବେ ସବୁଠି ଯେମିତି ଚର୍ଚ୍ଚା ଚାଲିଛି। ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ। ଯେଉଁଠି ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ଚାପୁଡ଼ା ମାରିଛନ୍ତି ଲକ୍ଷ୍ମୀପୁର ବାର୍ ଆସୋସିଏସନର ଅଧ୍ୟକ୍ଷ ଅବ୍ଦୋସ୍ ସିଂ। ଯାହା ଫଳରେ ଏହି ଭିଡ଼ିଓଙ୍କୁ ନେଇ ବିଧାୟକଙ୍କୁ ଚାପୁଡ଼ା ମାରିବା ଫଳରେ ସେ ଅଧ୍ୟକ୍ଷଙ୍କୁ କେଉଁ ଦଣ୍ଡ ଦିଆ ଯାଉଛି ତାହାକୁ ନେଇ ଏବେ ଚର୍ଚ୍ଚା ରହିଲା।

Advertisement