Jun 11, 2024, 06:44 IST

ହେ ପ୍ରଭୁ, ଶପଥ ଗ୍ରହଣ ପୂର୍ବ ରୁ ହେଲା କାଣ୍ତ..ମୋଦୀ ଙ୍କୁ ଏମିତି କଣ କହି ଦେଇଗଲେ ନବୀନ

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୋଦି ଙ୍କ ଶପଥ ପାଠ ପରେ ଏବେ ମୁହଁ ଖୋଲିଦେଲେ ନବୀନ। ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ନେଇ ଏମିତି କହି ଦେଇଥିଲେ ନବୀନ ପଟ୍ଟନାୟକ। ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଗତକାଲି ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି। ଆଉ ଏପଟେ ମୋଦିଙ୍କ ଶପଥ ପାଠକୁ ନେଇ ଆଉ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ନେଇ ମୁହଁ ଖୋଲି ଏମିତି କହିଛନ୍ତି ନବୀନ ପଟ୍ଟନାୟକ।
Gh
ଭାରତରେ ମୋଦୀଙ୍କ ଶାସନ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ମୋଦୀ। ଏବେ ଚାରିଆଡ଼େ ମୋଦୀଙ୍କ ଶାସନ ଚାଲିଛି। ଆଉ ଓଡ଼ିଶାରେ ନବୀନ ଙ୍କ ଶାସନ ଚାଲିବ ନାହିଁ। ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି। ତାକୁ ନେଇ ଏବେ ନବୀନ ପଟ୍ଟନାୟକ ନିଜକୁ ସମ୍ଭାଳି ପାରି ନାହାଁନ୍ତି। ଆଉ ଏହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି।
Ig
ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ନୁହେଁ ଅନ୍ୟାନ୍ୟ ମନ୍ତ୍ରୀ ମାନଙ୍କୁ ମଧ୍ୟ ସେ ତାଙ୍କର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ନବୀନ ପଟ୍ଟନାୟକ ଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏବେ ନବୀନ ପଟ୍ଟନାୟକ ଙ୍କ ପ୍ରଶଂସା କରିବାରେ ଲାଗି ପଡିଛନ୍ତି। କାରଣ ନିଜେ ହାରିବା ପରେ ମଧ୍ଯ 
ନବୀନ ପଟ୍ଟନାୟକ ନିଜର ବିପରୀତ ଦଳର ନେତା ଓ କର୍ମୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତାଙ୍କର ଖୁବ୍ ପ୍ରଶଂସା କରିଥିବା ମଧ୍ୟ ଦେଖିବାକୁ ମିଳିଛି ଏଥିରୁ ଆପଣ ମାନେ ଜାଣି ପାରୁଥିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ମହାନ ଅଟନ୍ତି ବୋଲି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ଦେଖିବା ପରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement