Nov 5, 2024, 14:44 IST

ଓଡ଼ିଶା କୁ ପୁଣି ଆସୁଚି ବାତ୍ୟା...ବାତ୍ୟା ପେଙ୍ଗନ୍‌ ଓଡ଼ିଶା ଘାଣ୍ଟିବ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ପାଣିପାଗ ସମ୍ବନ୍ଧୀୟ କିଛି ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।ପାଞ୍ଜିରେ ଲଘୁଚାପ ହେବ ବୋଲି ଲେଖାଯାଇଛି । ଏବେ ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । କାଲି ସତ ହେବ କି ପାଞ୍ଜି ଲେଖା ? ଏବେ ଏହାକୁ ନେଇ ଆସୁଛି ପ୍ରଶ୍ନ । ନଭେମ୍ବର ୫ ତାରିଖରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ । ୧୦ ଦିନ ଯାଏଁ ଓଡ଼ିଶାକୁ ଘାଣ୍ଟିବ ବାତ୍ୟା । କେଉଁ ଜିଲ୍ଲାରେ ବାତ୍ୟା ମାଡ଼ ହେବ ଏହି ବିଷୟରେ ସୂଚନା ପାଇପାରିବେ । 
Vv
ଏବେ ବାତ୍ୟା ଫେଙ୍ଗନ ବଳ ଗୋଟାଇ ମାଡ଼ି ଆସୁଛି । ପାଞ୍ଜିରେ ଲେଖା ହୋଇଥିଲା ଅକ୍ଟୋବର ମାସରେ ବାତ୍ୟା ହେବ ବୋଲି ଆଉ ଏହାହିଁ ହୋଇଥିଲା । ଆଉ ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ତାର ତାଣ୍ଡବ ଲୀଳା ରଚାଇଥିଲା । ଏବେ ପୁଣି ବାତ୍ୟା ଆସୁଛି ବୋଲି ସୂଚନା ମିଳୁଛି । ନଭେମ୍ବର ମାସରେ ବାତ୍ୟା ହେବ ବୋଲି ସୂଚନା ମିଳୁଥିବା ବେଳେ ଏବେ ଆସୁଛି ଆଉ କିଛି ଖବର । ନଭେମ୍ବର ୫ ତାରିଖରେ ବାତ୍ୟା ହେବ ବୋଲି ସୂଚନା ମିଳୁଛି । ପାଞ୍ଜିରେ ଲେଖା ହୋଇଥିବା କଥା ସତ ହେବ । 
Hh
ବାତ୍ୟା, ଭୂସ୍ଖଳନ, ଘୂର୍ଣ୍ଣିଝଡ ହେବା ନେଇ ପାଞ୍ଜିରେ ଲେଖାଯାଇଛି । ଏବେ ଏହି ଖବର ଶୁଣି ଓଡ଼ିଶାବାସୀଙ୍କ ମନରେ ଛନକା ପଶିଯାଇଛି । ନଭେମ୍ବର ମାସରେ ହେବ ବାତ୍ୟା । ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିଥିଲା । ଆଉ ଏହା ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ବାଲେଶ୍ଵର ଜିଲ୍ଲାରେ ତାର ତାଣ୍ଡବ ଦେଖାଇଥିଲା । ଆଉ ଏହା ପ୍ରଭାବରେ ଅନେକ ଘରଦ୍ୱାର ଭାଙ୍ଗି ଯାଇଥିଲା । ଏବେ ନଭେମ୍ବର ୫ ରୁ ୧୫ ଭିତରେ ବାତ୍ୟା ହେବ ବୋଲି ସୂଚନା ମିଳିଛି । ଆଉ ଏହା ଶୁଣି ଏବେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । 
ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଖଡ଼ି ରତ୍ନ ପାଞ୍ଜିରେ ଲେଖା ହୋଇଥିଲା ଆଉ ଏହା ସତ ହୋଇଥିଲା । ଆଉ ଏବେ ପୁଣି ହେବାକୁ ଯାଉଛି ବାତ୍ୟା ଆଉ ଏହା ଖଡ଼ି ରତ୍ନ ପାଞ୍ଜିରେ ଲେଖାଯାଇଛି । ଏହା ଆପଣଙ୍କୁ ମିଥ୍ୟା ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏବେ ଏହି ଖବର ଆସିଛି ଅର୍ଥାତ୍ କିଛି ନା କିଛି ହେବ ବୋଲି ସୂଚନା ମିଳିଛି । ନଭେମ୍ବର ମାସର ୧୧ ରୁ ୧୫ ତାରିଖରେ ସାମୁଦ୍ରିକ ଝଡ ମାଡ଼ି ଆସିବ ଆଉ ଏହା ପ୍ରଭାବରେ ବାତ୍ୟା ହେବ ବୋଲି ସୂଚନା ମିଳିଛି । ଆଉ ଏହି ଖବର ଶୁଣି ୫ ତାରିଖ ହେବାରୁ ଓଡ଼ିଶାବାସୀ ଚିନ୍ତାରେ ଅଛନ୍ତି ।

Advertisement