Jan 3, 2025, 14:59 IST

ନୂଆବର୍ଷରେ ଦୁଇ ସାଙ୍ଗଙ୍କ ଉପରେ ଚଢ଼ିଗଲା ବସ୍ ମୁଣୁରୁ ବାହାରି ପଡ଼ିଲା ରସ

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସବୁ ଦେଶର, ବିଦେଶର ଏବଂ ସବୁ ପ୍ରକାରର ଖବର ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ନୂଆବର୍ଷରେ ଅନେକ ଲୋକ ଅନେକ ସ୍ଥାନକୁ ଯାଇଥାନ୍ତି । ଆଉ ଅନେକ ପ୍ରକାରର ଭୋଜି ମହୋତ୍ସବ କରି ଖୁସି ହୋଇଥାନ୍ତି । ନୂଆବର୍ଷ ପାଳନ କରିବାକୁ ଦୁଇସାଙ୍ଗ କେତେ ହସଖୁସିରେ ଯାଇଥିଲେ । ସେମାନେ ପୁରୀ, କୋଣାର୍କ ବୁଲାବୁଲି କରିବାକୁ ଯାଇଥିଲେ କିନ୍ତୁ ତାଙ୍କ ସହିତ ଏଭଳି ଘଟଣା ଘଟିବ ବୋଲି କିଏ ବା ଜାଣିଥିଲା । ପୁରୀରେ ସମୁଦ୍ରରୁ ଗାଧୋଇ ସାରି ମଜା ମସ୍ତି କରି ଫେରିବା ବେଳେ ଘଟିଥିଲା ଏଭଳି କିଛି । 
Hh
ସେମାନେ ସେଠାରୁ ଘରକୁ ବାହାରିଥିଲେ ଆଉ ସେମାନେ ଘରେ ପହଞ୍ଚି ପାରିନଥିଲେ । ୨୦୨୫ ମସିହା ନୂଆବର୍ଷ ଦିନ ତାଙ୍କ ସହିତ ଏଭଳି ଘଟଣା ଘଟିବ ବୋଲି କିଏ ବା ଜାଣିଥିଲା । ଏହି ଦୁଇ ସାଙ୍ଗ ବାଇକ୍ ନେଇ ବୁଲିବାକୁ ଯାଇଥିଲେ । ଆଉ ସେମାନେ ଫେରିବା ବାଟରେ ତାଙ୍କ ସହିତ ଏଭଳି ଘଟଣା ଘଟିବ କିଏ ବା ଜାଣିଥିଲା ବାଟରେ ଆସୁଥିବା ବେଳେ ହଠାତ୍ ବାଟରେ କାଳ ପଡ଼ି ତାଙ୍କ ସହିତ ଏଭଳି ଘଟିଥିଲା । ବାଇକକୁ ଧକ୍କା ଦେଲା ଟୁରିଷ୍ଟ ବସ୍ । ଟୁରିଷ୍ଟ ବସ୍ ଧକ୍କା ଦେବା ଦ୍ଵାରା ବାଇକ୍ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଗଲା ।
Bh
ବାଇକ୍ ଭାଙ୍ଗି ନାହିଁ କିନ୍ତୁ ହେଲମେଟ ଭାଙ୍ଗି ଗଲା ଆଉ ହେଲମେଟ ଭାଙ୍ଗିବା ଦ୍ବାରା ଯୁବକ ଜଣକ ଉପରେ ବସ୍ ମାଡ଼ି ଯାଇଥିଲା । ବସ୍ ଚକା ତଳେ ଚାପି ହୋଇ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ନୂଆବର୍ଷରେ ବୁଲିବା ପଡ଼ିଗଲା ମହଙ୍ଗା । ଦୁଇଜଣ ସାଙ୍ଗ ହୋଇ ବାଇକରେ ଯାଉଥିଲେ । ଟୁରିଷ୍ଟ ବସ୍ ଧକ୍କା ଦେବା ଦ୍ଵାରା ଜଣେ ଯୁବକର ଘଟଣା ସ୍ଥଳରେ ଦେହାନ୍ତ ହୋଇଛି । ଏବେ ଚାରିଆଡେ ଛିଟିକି ପଡ଼ିଛି ବ୍ୟାଗ୍ ଆଉ ସବୁକିଛି । ରାସ୍ତାରେ ପଡ଼ିଛି ରକ୍ତ, ଏହି ଦୃଶ୍ୟ ଦେଖିଲେ ଯେ କେହିବି କାନ୍ଦି ପକାଇବ ।
ଏହି ମର୍ମନ୍ତୁକ ସଡ଼କ ଦୁର୍ଘଟଣା ପୁରୀ ଜିଲ୍ଲା ନିମାପଡ଼ା ପିପିଲି ରାସ୍ତାରେ । ଦୁର୍ଘଟଣା ସ୍ଥାନରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଆୟତ୍ତ କରିଛି । ଏହି ଯୁବକ ଜଣକ ଭୁବନେଶ୍ୱର ସହରର ଭୀମଟାଙ୍କିର ଗଣେଶ ସେଠୀ ବୋଲି ଜଣାପଡିଛି । ଯାହାଙ୍କ ବୟସ ୨୪ ବର୍ଷ ଆଉ ସୁନ୍ଦରପଦାର ଜଣେ ଯୁବକ ଆଶିଷ ସାହୁ । ଏହି ଦୁଇଜଣ ଯୁବକ ବୁଲିବାକୁ ଯାଇଥିଲେ । ଆଶିଷ ଗାଡ଼ି ଚଲାଉଥିଲେ । ବସ୍ ଧକ୍କା ଦେଇ ଗଣେଶଙ୍କ ଉପରେ ଚଢ଼ି ଯାଇଥିଲା ଯାହାଫଳରେ ତାଙ୍କ ଜୀବନ ଚାଲିଯାଇଛି । ଏବେ ଆହତ ଜଣଙ୍କୁ ପୋଲିସ ନିମାପଡ଼ା ମେଡ଼ିକାଲକୁ ନେଇଛି ।

Advertisement