ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ଵାମୀ ଏବଂ ସ୍ତ୍ରୀ ଥାଉ ଥାଉ ପରକୀୟା ପ୍ରୀତି କରୁଛନ୍ତି । ଏବେ ଏଭଳି କିଛି ପରକୀୟା ପ୍ରୀତିକୁ ନେଇ ଆସିଛି କିଛି ଖବର । ଝିଅଟିକୁ ଏଭଳି ଅବସ୍ଥାରେ ମାରି ପକାଇ ଦେଇଛନ୍ତି ଯାହା ଦେଖିଲେ ଯେ କେହିବି କାନ୍ଦି ପକାଇବ । ଗୋଟେ ବାପା ଝିଅର ଏଭଳି ଅବସ୍ଥା ଦେଖି ପାରିବ ନାହିଁ । ବହୁତ କଷ୍ଟରେ ଝିଅର ବାହାଘର କରିଥିଲେ ।
ଆଉ ଝିଅର ଖୁସି ଦେଖିବାକୁ ଅପେକ୍ଷା କରିଥିଲେ କିନ୍ତୁ ଝିଅର ଉଲଗ୍ନ ଅବସ୍ଥା ଦେଖି ବାପା ଜଣକ ସହିପାରୁ ନାହିଁ । ସତରେ କଣ ସ୍ଵାମୀ ଏଭଳି ହୋଇପାରେ । ଯାହାକୁ ସାତ ଜନ୍ମର ସାଥୀ କରିଥିଲେ ଆଉ ସବୁଦିନ ଏକାଠି ରହିବେ ବୋଲି ଭାବିଥିଲେ ଆଜି ତାଙ୍କ ସହିତ ଏଭଳି କରିଲା ସ୍ଵାମୀ ଜଣକ । ଯେଉଁ ସ୍ୱାମୀକୁ ସେ ନିଜର ଭାବୁଥିଲା ସେ ତା ସହ ଏଭଳି କରିଲା । ସ୍ଵାମୀ ଜଣକ ସ୍ତ୍ରୀକୁ ମାଡ଼ ମାରିଲା ଆଉ ତାପରେ ତାକୁ ଘରେ ଉଲଗ୍ନ କରି ତାର ଜୀବନ ନେଇଗଲା । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।
ଏବେ ପୋଲିସ ଆଗରେ ସ୍ଵାମୀ ଜଣକ ଅନେକ ପ୍ରକାରର କଥା କହୁଛି । ଅନେକ ବାହାନା କରୁଛି ଆଉ ନିଜ ସ୍ତ୍ରୀକୁ ମାରିଛି ବୋଲି କହୁ ନାହିଁ । ବିବାହକୁ ୧୪ ବର୍ଷ ପୁରିଛି ଆଉ ଏଭଳି କାମ କରିଛି ସ୍ଵାମୀ । ବିବାହର ୧୪ ବର୍ଷ ପରେ ବି ସ୍ଵାମୀ ଜଣକ ପରକୀୟା ପ୍ରୀତିରେ ଲିପ୍ତ ରହୁଥିଲେ । ଆଉ ସ୍ତ୍ରୀ ଜଣଙ୍କୁ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ସେ କାହାକୁ କିଛି କହିପାରୁ ନଥିଲେ । ଛୁଆଙ୍କ ମୁହଁକୁ ଅନାଇ ରହି ଯାଉଥିଲେ । କିନ୍ତୁ ବୁଧବାର ଦିନ ରାତିରେ ସେ ବହୁତ ଖୁସି ଥିଲେ । ନୂଆବର୍ଷ ପାଳନ କରିବେ ବୋଲି ଖୁସି ଥିଲେ ।
କିନ୍ତୁ ସବୁଦିନ ପାଇଁ ସ୍ଵାମୀ ଜଣକ ସ୍ତ୍ରୀକୁ ମାରିଦେଲା । ପରକୀୟା ପ୍ରୀତିରେ ଉବୁଟୁବୁ ହେଉଥିଲା ସ୍ଵାମୀ । ଆଉ ସ୍ଵାମୀ ଜଣକ ସ୍ତ୍ରୀକୁ ଉଲଗ୍ନ କରି ମାଡ଼ ମାରିବା ସହ ତାକୁ ଜୀବନରୁ ମାରି ଦେଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଏକ ସ୍ଥାନରେ ଏହି ଘଟଣା ଘଟିଛି । ଏହି ସ୍ଵାମୀ ଜଣକ ହେଉଛନ୍ତି ପ୍ରଦୀପ । ଆଉ ସେ ଆସ୍ୱମୟୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ୧୦ ବର୍ଷର ଝିଅ ଆଉ ୫ ବର୍ଷର ପୁଅଟିଏ ଅଛି । ସେ ସବୁବେଳେ ପରକୀୟା ପ୍ରୀତିରେ ଲିପ୍ତ ଥିବାରୁ ଏଭଳି କାମ କରିଛନ୍ତି ବୋଲି ଏବେ ଝିଅର ଘରଲୋକ ଅଭିଯୋଗ ଆଣିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।