Updated: May 29, 2024, 17:48 IST

ଏବେ ଏବେ ମିଳିଲା ବଡ଼ ଖବର ଦେଖନ୍ତୁ ଖରାରୁ ମିଳିବ ତ୍ରାହି ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଅନେକ କିଛି କଥା ଜାଣିପାରିବେ । ବଦଳିବ ପାଗ ଆଉ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।
  Hh
ଆଗକୁ ଆସୁଛି ବଡ ବର୍ଷା । ବର୍ଷାରେ ଭିଜିବ ପୁରା ଓଡ଼ିଶା । ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ଏପଟେ ବଡ ବର୍ଷା ଆସୁଥିବା ବେଳେ ଏବେ ମାଡ଼ି ଆସୁଛି କାଳବୈଶାଖୀ । ଏହି ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ଏବେ ଆସିଛି ଖବର । ଖୁବ୍ ଶୀଘ୍ର ମାଡ଼ି ଆସୁଛି ମୌସୁମୀ ବର୍ଷା । ବର୍ତ୍ତମାନ ସମୟରେ ଏତେ ପରିମାଣରେ ଗ୍ରୀଷ୍ମ ହେଉଛି ଯାହା ସହିବା ସମ୍ଭବ ନୁହେଁ । ଏବେ ଏହି ଖରାରୁ ମିଳିବ ଆଶ୍ୱସ୍ତି । 
Hh
ଏତେ ପରିମାଣରେ ଏବେ ତାତି ବଢିଛି ଯାହା ସହିବା ଅସମ୍ଭବ ହୋଇ ପଡ଼ିଲାଣି । ଆଉ ପ୍ରବଳ ପରିମାଣରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଲୋକମାନେ ଖରାରେ ଛଟପଟ ହେଉଛନ୍ତି । ଏବେ ତାପମାତ୍ରା ୪୫ ଡ଼ିଗ୍ରୀରୁ ଅଧିକ ହୋଇଯାଇଛି । ଏତେ ପରିମାଣରେ ଖରା ହେଉଛି ଯେ ବଞ୍ଚିବା କଷ୍ଟକର ହୋଇ ପଡ଼ିଛି । ବୌଦ୍ଧ ରାଜ୍ୟରେ ସବୁଠାରୁ ଅଧିକ ତାପମାତ୍ରା ୪୫.୨ ଡିଗ୍ରୀ । ଏହିଭଳି ଅନେକ ଜିଲ୍ଲାର ତାପମାତ୍ରା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଟିଟିଲାଗଡରେ ୪୫ ଡିଗ୍ରୀ ତାପମାତ୍ରା ରହିଛି । 
୪୫ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ଥିବା ବେଳେ ଏବେ ୪୦ ଡିଗ୍ରୀ ଉପରକୁ ୧୭ଟି ଜିଲ୍ଲାର ତାପମାତ୍ରା ରହିଛି । ଏବେ ମିଳିବାକୁ ଯାଉଛି ଆଶ୍ୱସ୍ତି । ଆଉ ଏହି କିଛିଦିନ ଭିତରେ ମୌସୁମୀ ବର୍ଷା ଆସିବାକୁ ଯାଉଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ଖରା ରହିବ ବୋଲି ସୂଚନା ମିଳିଛି । ଆଉ ଏହାପରେ ଗ୍ରୀଷ୍ମ କମିଯାଇ ବର୍ଷା ହେବ ବୋଲି ଖବର ଆସିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହା ପରଠାରୁ କିଛି ସ୍ଥାନରେ ବର୍ଷା ହେବ ଆଉ ଲୋକଙ୍କୁ ମିଳିବ ଆଶ୍ୱସ୍ତି ।

Advertisement