Jul 11, 2024, 03:07 IST

କ୍ୟାମେରା ଆଗରେ କାନ୍ଦିଲେ ନିଶା..ସେ ପ୍ରଡୁସର୍ ମୋ ଦେହ ନେବ କହୁଚି..

Gh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଯାତ୍ରୀ ଅଭିନେତ୍ରୀ ନିଶା ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ଏବଂ ଡାନ୍ସ ମାଧ୍ୟମରେ ଲୋକଙ୍କ ହୃଦୟ ରେ ରାଜ୍ କରୁଛନ୍ତି।ଅଭିନେତ୍ରୀ ନିଶା ମହାରଣା ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି।ବର୍ତ୍ତମାନ ଅଭିନେତ୍ରୀ ନିଶା ମହାରଣା ଗଣମାଧ୍ୟମ ସାମ୍ନାରେ ପ୍ରଡ୍ୟୁସର ରବୀନ୍ଦ୍ର ଙ୍କ ନାମରେ ଅଭିଯୋଗ କରିଛନ୍ତି।ଏହି ଘଟଣା ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ନିଶା।
Vh
ସେ କହିଛନ୍ତି ଯେ ନାରୀ ମାନଙ୍କୁ ବର୍ବାଦ କରିଦିଅନ୍ତି,ଆଉ କିଛି ଝିଅ ମାନେ ମୁହଁ ଫିଟାଇ ନଥାନ୍ତି।ସେମାନେ ଆ-ତ୍ମ-ହ-ତ୍ୟା କରିଥାନ୍ତି।କିନ୍ତୁ ନିଶା ମହାରଣା ସେପରି ଝିଅ ନୁହେଁ,କି ସେ କେବେ ହେଲେ ଚୁପ୍ ହୋଇ ବସିବେ ନାହିଁ।ସେ ଉଚିତ ଜବାବ ଦେଇ ପାରିବେ।ସେ ଜୋତା ର ଜବାବ ଜୋତା ରେ ମାରିବେ।ଆଉ ରବିନ୍ଦ୍ର ନାଥ ପଣ୍ଡା ଙ୍କ ବେଳା ଖରାପ ପଡ଼ିଛି ବୋଲି ନିଶା ମହାରଣା କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଝିଅ ମାନଙ୍କୁ ନେଇ ଧନ୍ଦା କରୁଛନ୍ତି,ଏବଂ ନେତା ମନ୍ତ୍ରୀ ମାନଙ୍କୁ ମଧ୍ୟ ଦେଇଛନ୍ତି।
Gg
ନିଶା ମହାରଣା କାନ୍ଦି କାନ୍ଦି କହିଛନ୍ତି ଯେ ସେ ବହୁତ ଖରାପ ହୋଇ ପାରନ୍ତି,ଗାଳି ମଧ୍ୟ ଦେଇଥାନ୍ତି,କିନ୍ତୁ ସେ କେବେ ପ୍ରଡ୍ୟୁସର ଙ୍କ ପାଖରେ ସୋଇ ନାହାଁନ୍ତି।ଯଦି ତାଙ୍କ ପାଖରେ କିଛି ପ୍ରମାଣ ଅଛି ତାହେଲେ ଦେଖାନ୍ତୁ ବୋଲି କହିଛନ୍ତି।ପ୍ରଡ୍ୟୁସର ରବୀନ୍ଦ୍ର ନାଥ ପଣ୍ଡା ନିଶା ମହାରଣା ଙ୍କୁ ତାଙ୍କ ପାଖରେ ଶୋଇବା ପାଇଁ କହିଥିଲେ।ତେଣୁ ନିଶା ମହାରଣା କହିଛନ୍ତି ଯେ ସେ ତାଙ୍କ କାମ ପାଇଁ ନାଚି ପାରିବେ କିନ୍ତୁ ଏଭଳି କାମ କରିବେ ନାହିଁ।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେଉଁ ଝିଅ ପାଦ ରଖୁଛନ୍ତି ସେ ଝିଅ କେବେ ମୁହଁ ଖୋଲୁ ନାହିଁ।ଯିଏ ବି ମୁହଁ ଖୋଲୁଛନ୍ତି ସେ ଦୁନିଆ ପାଇଁ ଖରାପ ହୋଇ ଯାଉଛନ୍ତି।ଓଡ଼ିଶା ରେ ଏଭଳି ପ୍ରଡ୍ୟୁସର ରହିବା କିଛି ଆବଶ୍ୟକ ନାହିଁ।ନିଶା ମହାରଣା ଙ୍କୁ ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ଏ ବିଷୟରେ କହିଛନ୍ତି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement