Jun 23, 2024, 20:18 IST

ନା ହିନ୍ଦୁ ନା ମୁସଲିମ କିଛି ଏମିତି ଢଙ୍ଗରେ ହେବ Sonakshi Sinha ଙ୍କ ବାହାଘର ସମସ୍ତେ ଜାଣି ହେଲେ ଆଶ୍ଚର୍ଯ୍ୟ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ବଲିଉଡ, ଓଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବଲିଉଡ ଜଗତର ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର ସବୁ ଖବର ସୋସିଆଲ ମିଡ଼ିଆ ଦ୍ଵାରା ପାଇ ପାରୁଛନ୍ତି । ଏବେ ବଲିଉଡ ଜଗତରେ ପୁଣି ହେବାକୁ ଯାଉଛି ଗ୍ରାଣ୍ଡ ୱେଡିଂ । ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଜାଣିଥିବେ । 
Yh
ଆପଣମାନେ ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ତ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଆସିଛି ଖବର । ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୋନାକ୍ଷୀ ସିହ୍ନା ହିନ୍ଦୁ କି ମୁସଲମାନ ପରମ୍ପରାରେ ବିବାହ କରିବେ ନାହିଁ । ସେ ଅଲଗା ପ୍ରକାରର ବିବାହ କରିବେ ବୋଲି ଜଣାପଡିଛି । ଏବେ ଜଣାପଡ଼ିଲା ସେ କେମିତି ବାହା ହେବେ । ଆଜି ବଲିଉଡ ଜଗତରେ ଆଉ ଏକ ବିବାହ ହେବାକୁ ଯାଉଛି ।
Gh
ଆଉ ଏହି ବିବାହରେ ପରସ୍ପରର ଜୀବନସାଥି ହୋଇଯିବେ ସୋନାକ୍ଷୀ ସିହ୍ନା ଆଉ ତାଙ୍କ ପ୍ରେମିକ ଜାହିର ଇକବାନ୍ । ଏବେ ଏମାନଙ୍କର ବିବାହକୁ ନେଇ ଚର୍ଚ୍ଚା ଜୋରରେ ଚାଲିଛି । ସୋନାକ୍ଷୀ ସିହ୍ନା ହିନ୍ଦୁ ହୋଇଥିବା ବେଳେ ତାଙ୍କ ପ୍ରେମିକ ମୁସଲମାନ ଅଟନ୍ତି । ଏମାନେ କେହି ନିଜ ରୀତିନୀତି ଅନୁସାରେ ବିବାହ କରିବେ ନାହିଁ । ଯେବେଠୁ ସୋନାକ୍ଷୀ ସିହ୍ନା ଏବଂ ତାଙ୍କ ପ୍ରେମିକ ବିବାହ କରିବା କଥା ଜଣାପଡିଛି ଏହାକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି । ସେମାନେ ଅଲଗା ଅଲଗା ଧର୍ମର ହୋଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ୟୁଜର୍ସ ଅନେକ କଥା କହିଛନ୍ତି । 
ବିବାହ ପରେ ନିଜ ଧର୍ମ ପରିବର୍ତ୍ତନ କରିବେ ନାହିଁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଆଉ ସେ ମଧ୍ୟ ମୁସଲମାନ ଧର୍ମ ଗ୍ରହଣ କରିବେ ନାହିଁ । ସେ ବିବାହ ପରେ ମଧ୍ୟ ତାଙ୍କ ନାମ ପରିବର୍ତ୍ତନ କରିବେ ନାହିଁ । ତାଙ୍କର ରେଜିଷ୍ଟ୍ରେଟ୍ ବିବାହ ହେବ । ୧୯୫୪ ବିବାହ ଧାରାରେ ତାଙ୍କର ବିବାହ ହେବ ଯେଉଁଥିରେ ତାଙ୍କର ଧର୍ମ ସହିତ କିଛି ସମ୍ପର୍କ ରହିବ ନାହିଁ । ତାଙ୍କର ବିବାହରେ ହିନ୍ଦୁ କି ମୁସଲମାନ ଧର୍ମର କୌଣସି ପରମ୍ପରା ରହିବ ନାହିଁ । ଏହି ଧାରାରେ ଅଲଗା ଅଲଗା ଧର୍ମର ଲୋକ ବିବାହ କରିବା ପାଇଁ ଅନୁମତି ମିଳିଥାଏ । ଆଉ ସେମାନେ ଭାରତୀୟ ହୋଇଥିବା ଦରକାର ।

Advertisement