Updated: Jun 7, 2024, 18:11 IST

ନବୀନ ପଟ୍ଟନାୟକ ହାରିଯିବାରୁ ନିଜ ଫୋନ୍ ଗାଡି ଭାଙ୍ଗିଦେଲେ ଖଗେଶ୍ବର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକାଲି ରାଜନୀତିକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ତ ଜାଣିଥିବେ ଆମ ଓଡ଼ିଶାକୁ ୨୪ ବର୍ଷ ହେଲା ନବୀନ ପଟ୍ଟନାୟକ ଶାସନ କରୁଥିଲେ ।
Vv
ଆଉ ଏବେ ନବୀନ ପଟ୍ଟନାୟକ ଆଉ ଶାସନ କରିବେ ନାହିଁ । ବିଜେଡି ଦଳ ପରାଜିତ ହୋଇଛି ଏବଂ ବିଜେପି ଦଳ ବିଜୟ ଲାଭ କରିଛି । ୨୦୨୪ ମସିହା ନିର୍ବାଚନରେ ଏହି ଦଳ ଜିତି ଯାଇଛି ବୋଲି ଜଣାପଡିବା ପରେ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ଅନେକ ଲୋକ ବିଜେପି ଦଳ ଶାସନକୁ ଆସିଛି ବୋଲି ଖୁସି ହେଉଥିବା ବେଳେ ଆଉ କିଛି ଲୋକ ଏନେଇ ଦୁଃଖ କରିଛନ୍ତି । ଏବେବି ଅନେକ ଲୋକ ନବୀନ ପଟ୍ଟନାୟକଙ୍କୁ ଖୋଜୁଛନ୍ତି । ଆଉ ଏବେ ତାଙ୍କର ଜଣେ ବହୁତ ବଡ ପ୍ରଂଶସକ କିଛି କଥା କହିଛନ୍ତି । 
Vv
ଏହି ବ୍ୟକ୍ତି ଜଣକ ନବୀନ ପଟ୍ଟନାୟକ ହାରି ଯିବାରୁ ସେ ତାଙ୍କ ମୋବାଇଲ୍ ଆଉ ଗାଡ଼ି ଭାଙ୍ଗି ଦେଇଛନ୍ତି । ସେ ଏହି ଦୁଃଖକୁ ସହିପାରୁ ନାହାନ୍ତି । ଦୁଃଖରେ ଭାଙ୍ଗି ପଡିଛନ୍ତି ଏହି ବ୍ୟକ୍ତି ଜଣକ । ତାଙ୍କୁ ଭୋକ ଲାଗୁନାହିଁ କି ଶୋଷ ଲାଗୁନାହିଁ । ଏହା ବିଜେପି ଆଉ ବିଜେଡି ଭିତରେ ଲଢେଇ ହୋଇନାହିଁ । ଏହି ଲଢେଇ ହେଉଛି ତାମିଲନାଡୁ ଆଉ ବିଜେପିର ଲଢେଇ । ଏହି ଲଢେଇରେ ବିଜେପିର ଜିତ ହୋଇଛି । ଏହି ବ୍ୟକ୍ତି ଜଣଙ୍କର ପରିବାର ଭିତରେ ସେ ଆଉ ତାଙ୍କ ବାପା ଶଙ୍ଖ ଚିହ୍ନରେ ଭୋଟ ଦେଇଛନ୍ତି । 
ଶତ ଚେଷ୍ଟା କରିବା ପରେ ମଧ୍ୟ ପରାସ୍ତ ହୋଇଗଲେ ବିଜେଡି ଦଳ । ପାଣ୍ଡିଆନ ମଧ୍ୟ ଜାଣିନଥିଲେ ଏଭଳି ହେବ ବୋଲି । ଲୋକମାନେ ତାଙ୍କୁ ବୁଝିଲେ ନାହିଁ । ଆଉ ପଣ୍ଡିଆନ ମଧ୍ୟ ଦୁଃଖରେ ଥିବେ । ସେ ଦିନରାତି ଏକ କରି ଓଡ଼ିଶାର ସେବା କରିବା ସହ ପ୍ରଚାର କରିଥିଲେ କିନ୍ତୁ ସେ ଏବେ ହାରି ଯାଇଛନ୍ତି । ନବୀନ ପଟ୍ଟନାୟକଙ୍କ ଏହି ପ୍ରଂଶସକ ଜଣକ ଏବେ ମଧ୍ୟ ଭାବି ପାରୁ ନାହାଁନ୍ତି କଣ ସବୁ ହୋଇଗଲା । ସେ ନବୀନ ନିବାସ ଯିବେ ଆଉ ଦେଖିବେ କଣ ସବୁ ହୋଇଗଲା ବୋଲି କହିଛନ୍ତି । ସେ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ପାଆନ୍ତି । ଏଭଳି ଅନେକ କଥା ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି ।

Advertisement