Jul 27, 2024, 21:35 IST

ଚିଠି ଲେଖିଥିଲେ ନବୀନ ବାବୁ ଆଳୁ ପଠାଇଲେ ମମତା ବାନାର୍ଜୀ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଓଡ଼ିଶାରେ ଆଳୁ ସଙ୍କଟ ହୋଇଥିବା କଥା ଜାଣିଥିବେ । ଓଡ଼ିଶାର ବଜାରରେ ଆଳୁର ଦର ବହୁତ ଅଧିକ ହୋଇଯାଇଛି ଆଉ ଆଳୁ ମଧ୍ୟ ବଜାରରେ ମିଳୁନାହିଁ । ଏଭଳି ଆଳୁ ପାଇଁ ଲୋକମାନେ ଏବେ ଚିନ୍ତାରେ ପଡ଼ିଥିବା ବେଳେ ଆସିଲା ଖୁସି ଖବର ।
Vv
ଓଡ଼ିଶାକୁ ଆଳୁ ପଶ୍ଚିମବଙ୍ଗରୁ ଆସିଥାଏ । ଆଉ ଏବେ ଏହାକୁ ବନ୍ଦ କରି ଦେଇଛନ୍ତି । ସେଥିପାଇଁ ଓଡ଼ିଶାର ଆଳୁ ସଙ୍କଟକୁ ନଜରରେ ରଖି ଲୋକଙ୍କ ଅସୁବିଧା କଥା ବୁଝି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । ଆଉ ସେ ଚିଠି ଲେଖିବା କଥା ତ ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରିଥିଲେ । ଏବେ ଏହାକୁ ନେଇ ଆସିଛି କିଛି ଖବର । ନବୀନଙ୍କ ଚିଠି ପାଇ ଏବେ ମମତା ଆଳୁ ବୋଝେଇ ଟ୍ରକ ଓଡ଼ିଶାକୁ ଛାଡ଼ିଲେ ।
Gg
ଏବେ ଓଡ଼ିଶାରେ ଆଳୁ ଦର କମିବ ବୋଲି ଜଣାପଡିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଚିନ୍ତା କରି ଚିଠି ଲେଖିଥିଲେ । ଏବେ ସିନା ସେ ମୁଖ୍ୟମନ୍ତ୍ରୀ ନାହାଁନ୍ତି କିନ୍ତୁ ସେ ଚିଠି ଲେଖିଲେ ଆଉ ଏହି ଚିଠି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କ ପାଖରେ ପହଞ୍ଚିବା ମାତ୍ରକେ ସେ ଆଳୁ ବୋଝେଇ ଟ୍ରକ୍ ଓଡ଼ିଶା ପଠାଇଦେଲେ । ମମତା ନବୀନ ପଟ୍ଟନାୟକ କଥା ରଖିଲେ । ଏବେ ଓଡ଼ିଶାରେ ଆଳୁ ଦର କମିବ । ଆଳୁ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହୋଇଥିବା ବେଳେ ଏବେ ଚିନ୍ତାର କାରଣ ହୋଇଛି ଆଳୁ ।
ଏବେ ଆଳୁକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବା ବେଳେ ନବୀନ ପଟ୍ଟନାୟକ ମମତାଙ୍କୁ ଚିଠି ଲେଖିଲେ ଆଉ ତାଙ୍କ କଥା ରକ୍ଷା କରି ଆଳୁ ପଠାଇଥିଲେ । ଏହି କଥା ପରେ କଂଗ୍ରେସ ନେତା ସୁର ରାଉତରାୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ନବୀନ ପଟ୍ଟନାୟକଙ୍କ ଚିଠି ଲେଖିବାକୁ ନେଇ ତାଗିଦ୍ କରିଥିଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କିନ୍ତୁ ନବୀନ ପଟ୍ଟନାୟକଙ୍କ ଚିଠି ପାଇବା ପରେ ମମତା ଆଳୁ ପଠେଇଲେ । ଆଉ ଏବେ ବଜାରରେ ଆଳୁ ଦର କମିବ ବୋଲି ଜଣାପଡିଛି ।

Advertisement