Updated: May 14, 2024, 17:34 IST

ନାସା ଦେଲା ବହୁତ୍ ବଡ ଖୁସି ଖବର ଦେଖନ୍ତୁ କେମିତି ଆରମ୍ଭ ହେଲା ଏହି ପ୍ରୋଯେକ୍ଟ ଆଉ କେବେ ହେବ ସଫଳ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ ।
ଏବେ ଲୋକମାନେ ଚନ୍ଦ୍ର ଗ୍ରହକୁ ଗଲେଣି । ଏଥର ରଥରେ ଗଡିବ ଟ୍ରେନ । ଏବେ ନାସା ତିଆରି କରିବ ରେଲୱେ ଷ୍ଟେସନ । ଯାତାୟତ ହେବ ସୁଗମ, ଦୂର ହେବ ସବୁ ଟେନସନ୍ । ଏବେ ଆମେରିକା ଆଣିଛି ଏହି ଖବର ।
Gg
ଚନ୍ଦ୍ରକୁ ନେଇ ଆଉ ପାଦେ ଆଗକୁ ବଢିଛି ଆମେରିକା । ଖୁବ୍ ଶୀଘ୍ର ଚନ୍ଦ୍ରରେ ଗଡିବ ଟ୍ରେନ । ଏହା କେବଳ କଳ୍ପନା ନୁହେଁ ବାସ୍ତବରେ ଏହାହିଁ ହେବ । ପୃଥିବୀ ପରି ଚନ୍ଦ୍ରରେ ମଧ୍ୟ ଗଡିବ ଟ୍ରେନ । ଏବେ ଯାତାୟତ ଭଲରେ ହେବ ଆଉ ସବୁ ସୁବିଧା ଦେଖାଯିବ ।
ଆପଣଙ୍କୁ ଏହି କଥା ବିଶ୍ବାସ ହେଉ ନଥିବ କିନ୍ତୁ ଏହା ସତ୍ୟ ଅଟେ । ଚନ୍ଦ୍ରରେ ନୂଆ ମିଶନ ଆରମ୍ଭ କରିଛି ନାସା । ଏବେ ଚନ୍ଦ୍ରରେ ଟ୍ରେନ ଚଲାଇବାକୁ ନାସା ସବୁ ପ୍ରକାରର ଚେଷ୍ଟା କରୁଛି । ଏନେଇ ଆମେରିକାର ନାସା ସ୍ପେସ ଏଜେନ୍ସି ଏହି ସୂଚନା ଦେଇଛି ।
ଏବେ ଚନ୍ଦ୍ରରେ ରେଲୱେ ଷ୍ଟେସନ ହେବ ବୋଲି ବ୍ଲୁ ପ୍ରିଣ୍ଟ ବାହାର କରିଛି ନାସା । ୨୦୩୦ ସୁଦ୍ଧା ଆମେରିକାର ନାସା ଏହି କାମ କରିବ ବୋଲି ଏବେ ଖବର ଆସିଛି । ଆମେରିକାର ସ୍ପେସ ଏଜେନ୍ସୀ ନାସା ପ୍ରଥମ ଥର ପାଇଁ ଏହି ଉଦ୍ୟମ କରିଛି ।
Bh
ଆମେରିକା ଲକ୍ଷ୍ୟ ରଖିଛି ୨୦୩୦ ସୁଦ୍ଧା ଚନ୍ଦ୍ରରେ ରେଲୱେ ଷ୍ଟେସନ କରିବ । ଚନ୍ଦ୍ରରେ ଚାଲିବାକୁ ଥିବା ଟ୍ରେନ ଆଉ ପୃଥିବୀରେ ଚାଲୁଥିବା ଟ୍ରେନ ଅଲଗା ଅଲଗା ଅଟେ । ପୃଥିବୀର ଟ୍ରେନ ଠାରୁ ଚନ୍ଦ୍ରରେ ଚାଲିବାକୁ ଥିବା ଟ୍ରେନ ସମ୍ପୂର୍ଣ୍ଣ ଅଲଗା ହେବ । 
ଚନ୍ଦ୍ର ପୃଷ୍ଠରେ ନାସା ଏକ ରେଲୱେ ଟ୍ରାକ ନିର୍ମାଣ କରିବ । ଯାହାଦ୍ଵାରା ମଣିଷ ଚନ୍ଦ୍ରପୃଷ୍ଠରେ ଅଧିକ ଯାତ୍ରା କରିପାରିବ । ନାସା ଯଦି ଏଥିରେ ସଫଳ ହୁଏ ତାହେଲେ ତାକୁ ବଡ ସଫଳତା ମିଳିବ । ଏହି ପ୍ରକଳ୍ପ ବିଷୟରେ ଆମେରିକାର ନାସା ବୈଜ୍ଞାନିକ ସୂଚନା ଦେଇଛନ୍ତି ।
ରୋବର୍ଟମାନେ ଆଗକୁ ବଢ଼ିପାରିବେ ସେହି ସବୁକୁ ନେଇ ଏଭଳି ଅନେକ ଯୋଜନା କରିଛନ୍ତି ଆମେରିକାର ବୈଜ୍ଞାନିକ ମାନେ । ରୋବର୍ଟ ସାହାଯ୍ୟରେ ଅନେକ କିଛି କାମ କରିବେ । ଅନେକ କିଛି କଥା ମଧ୍ୟ ସୂଚନା ଦେଇଛନ୍ତି ଆମେରିକାର ବୈଜ୍ଞାନିକ ।

Advertisement