ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଘଟୁଛି । ଏବେ ଯୁବପିଢୀ ରିଲ୍ସ କରିବା ପାଇଁ ସତେ ଯେପରି ପାଗଳ ହେଇ ଯାଉଛନ୍ତି । ଆଉ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ଆଜିକାର ଯୁବପିଢୀ ରିଲ୍ସ ନିଶାରେ ସବୁକିଛି ଭୁଲି ଯାଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ରିଲ୍ସ କରୁ କରୁ ଗଡିଗଲା ଦୁଇପୁଅଙ୍କ ମୁଣ୍ଡ । ଏହି ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କି ଏକ କଳା ରଙ୍ଗର ସ୍କୋର୍ପିଓ ରାସ୍ତାରେ ଛିଡ଼ା ହୋଇଥିଲା ।

ଆଉ ବାହାରେ ଭିଡିଓ କରାଯାଉଥିଲା । କାରରେ ବସିଥିବା ଦୁଇଜଣ ଯୁବକ ଷ୍ଟଣ୍ଟ କରୁଥିଲେ । ଆଉ ସେମାନେ ଷ୍ଟଣ୍ଟ କରି ଆଜି ଏହି ଦୁନିଆରେ ନାହାଁନ୍ତି । ଷ୍ଟଣ୍ଟ କରୁ କରୁ ତାଙ୍କ ଗଡି ରାସ୍ତାରୁ ତଳକୁ ଗଳି ପଡ଼ିଥିଲା । କାର ନଦୀ ଭିତରେ ପଡିଯିବାରୁ ଏହି ଦୁଇ ଭେଣ୍ଡା ପୁଅଙ୍କ ଜୀବନ କାର ଭିତରେ ଚାଲି ଯାଇଥିଲା । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ସ୍କର୍ପିଓ ଗାଡ଼ିକୁ ଦେଖିପାରିବେ । ଏହି ଗାଡ଼ି ପାଣି ଭିତରେ ପଡ଼ିଥିବାର ଦେଖିପାରିବେ । ଏହି ଗାଡ଼ି ପୁରା ପାଣିରେ ବୁଡି ଯାଇଥିଲା ।

ରିଲ୍ସ ନିଶାରେ ଏହି ଦୁଇ ପୁଅଙ୍କ ଜୀବନ ଚାଲି ଯାଇଛି । ଏହି ରିଲ୍ସ ପାଇଁ ଆଜି ଦୁଇ ଭେଣ୍ଡା ପୁଅଙ୍କ ଜୀବନ ଚାଲି ଯାଇଛି ଯାହା ଏବେ ସାମ୍ନାକୁ ଆସିଛି । ପୋଲିସ ଏବେ ଏହି ଯୁବକଙ୍କ ପାଖରେ ପହଞ୍ଚିଛି । ଆଉ ଧୀରେ ଧୀରେ ବୁଡି ଯାଇଥିବା ଏହି ଗାଡିରୁ ଯୁବକମାନଙ୍କୁ ବାହାର କରୁଛି । ଆଜିକାଲି ରିଲ୍ସ ନିଶାରେ ଅନେକ ଯୁବକଙ୍କ ଜୀବନ ଯାଉଥିବା ବେଳେ ଦିନକୁ ଦିନ ରିଲ୍ସ କରିବାର ନିଶା ବଢ଼ି ବଢ଼ି ଯାଉଛି । ଯେତିକି ରିଲ୍ସ ନିଶା ବଢ଼ି ବଢ଼ି ଯାଉଛି ସେତିକି ନିରୀହ ଜୀବନ ଚାଲି ଯାଉଛି ।
ଗୋଟିଏ ଘରର ଦୁଇଜଣ ଭେଣ୍ଡା ପୁଅ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ । ଆଉ ଆଜି ହଠାତ୍ ଏହି ଭିଡିଓ ଭାଇରାଲ ହେଉଛି । ସିସିଟିଭି କ୍ୟାମେରା ଆଗରେ ଏହି ଦୁଇ ଭେଣ୍ଡା ପୁଅ ସ୍କର୍ପିଓ ଗାଡ଼ିରେ ବସିଥିଲେ । ଆଉ ସେମାନେ ଗାଡ଼ିରେ ବସି ରିଲ୍ସ କରୁଥିଲେ । ଆଉ ରିଲ୍ସ କରିବା ବେଳେ ତାଙ୍କ ଗାଡ଼ି ତଳକୁ ଖସି ପଡିଥିଲା । ଆଉ ସିସିଟିଭି କ୍ୟାମେରା ଆଗରେ ଏହି ଗାଡ଼ିରେ ବସିଥିବା ଗୋଟିଏ ଘରର ଦୁଇ ଭେଣ୍ଡା ପୁଅଙ୍କ ଜୀବନ ଚାଲି ଯାଇଥିଲା । ଏବେ ଏହି ଭିଡିଓ ଭାଇରାଲ ହେଉଛି ।