May 17, 2024, 08:23 IST

‘ନଡ୍ଡା ପଚାରିଲେ କିଏ ଚଳାଉଛି ସରକାର ଲୋକ କହିଲେ ପାଣ୍ଡିଆନ’

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ସେ କହିଥିଲେ କି ସେଠାରେ ପଦ୍ମପୁରବାସୀ ମାନେ ଅସନ୍ତୋଷ ଅଛନ୍ତି କାରଣ ନବୀନ ପଟ୍ଟନାୟକ ପଦ୍ମପୁରବାସୀ ମାନଙ୍କୁ ଧୋକା ଦେଇଛନ୍ତି। ନଡ୍ଡା ଯେତେବେଳେ ପ୍ରଶ୍ନ କରିଥିଲେ କି ଓଡ଼ିଶାରେ ଶାସନ କିଏ ଚଳାଉଛି ସେତେବେଳେ ଲୋକେ କହିଥିଲେ ପାଣ୍ଡିଆନ।
Bh
କାରଣ ସେମାନେ ଜାଣି ସାରିଲେଣି କି ଓଡ଼ିଶାର ଶାସନ ନବୀନ ପଟ୍ଟନାୟକ କରୁ ନାହାଁନ୍ତି ତାଙ୍କ ବଦଳରେ ଭିକେ ପାଣ୍ଡିଆନ ହିଁ ଏହି ଶାସନ ଭାର ତୁଲାଉ ଛନ୍ତି। ଯାହାକୁ ଲୋକମାନେ ଭୋଟ ଦେଇ ଜୟଯୁକ୍ତ କରି ମୂଖ୍ୟମନ୍ତ୍ରୀ କରୁଛନ୍ତି ସେ ଏବେ ଚୁପ୍
ଚାପ୍ ହୋଇ ବସି ରହିଛନ୍ତି କିଛି କରୁ ନାହାଁନ୍ତି। ତାଙ୍କ ବଦଳରେ ଆଉ ଜଣେ ଓଡ଼ିଶାକୁ ଶାସନ କରୁଛି ବୋଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଥିଲେ। ଏହା ଲୋକ ମାନଙ୍କ ମତ ବୋଲି ମଧ୍ୟ ସେ କହିଥିଲେ।
ଏଭଳି ସେ ବିଜେଡ଼ି ବିପକ୍ଷରେ ଅନେକ କଥା କହିଥିଲେ। ଆଉ ସେ ଏହା ମଧ୍ୟ କହିଥିଲେ କି ସାଧାରଣ ଲୋକେ ଓ ସାଧାରଣ ଭୋଟର ମାନେ ସବୁକିଛି ଜାଣି ସାରିଛନ୍ତି ବୋଲି। ତାଙ୍କ ସହ ଥିବା ଅନେଜ ସମର୍ଥକ ମାନଙ୍କ ମତ ମଧ୍ୟ ଏହା ଥିଲା।
ଏବଂ କହିଥିଲେ କି ଗାଁ ଗହଳି ର ଲୋକମାନେ ଏହା ବୁଝି ଗଲେଣି ଏବଂ ୨୦ ତାରିଖରେ ଏହାର ପ୍ରତିଫଳନ ହେବ ବୋଲି ମଧ୍ୟ ସେ କହି ଦେଇଥିଲେ। ଏହାକୁ ନେଇ ଲୋକମାନେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Bh
ଆଉ ପଦ୍ମପୁର ର ଲୋକମାନେ ମଧ୍ୟ ଅସନ୍ତୋଷ ଥିବା କଥା ସେ କହିଥିଲେ। ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ରାଜ୍ୟ ରାଜନୀତି କୁ ନେଇ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି।
ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ଯେ ଏଥର କିଛି ସରକାର ରେ ପରିବର୍ତ୍ତନ ହେବ କି ନାହିଁ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement