ଏବେ ଆମେ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଆଦୌ ବିଶ୍ବାସ କରି ପାରିବେ ନାହିଁ।ମାଟି ତଳୁ ଏବେ ବାହାରିଲା ମୃ-ତ ଦେହ।୧୪ ଦିନ ପୁର୍ବରୁ ନାବାଳକ ର ଘଟିଥିଲା ମୃ-ତ୍ୟୁ।୧୪ ଦିନ ପରେ ହିଁ ମଶାଣୀ ରୁ ମୃ-ତ ଦେହ କୁ କଢ଼ା ଯାଇ ତାହାର କରାଯାଇ ଥିଲା ପୋଷ୍ଟ ମଟମ। ଏହି ଘଟଣା ସମ୍ପର୍କରେ ଏବେ ଯେ କେହି ମଧ୍ୟ ଶୁଣିଛି ସେ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି।
ଏଭଳି ଏକ ଘଟଣା ରାଜକନିକା ଥାନା ଅନ୍ତର୍ଗତ ଦେଉଳସାହି ଗ୍ରାମରେ ଦେଖିବାକୁ ମିଳିଛି। ସେହି ଗ୍ରାମର ସୁଜିତ୍ ବେହୁରା ଙ୍କ ଯିଏକି କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟ ର +୨ ଆଦର୍ଶ ବିଦ୍ୟାଳୟର ଦ୍ଵିତୀୟ ବର୍ଷର ଛାତ୍ର ଥିଲେ।ସେ ଗତ ୧୨ ତାରିଖ ଦିନ ରାତିରେ ହିଁ ତାଙ୍କର ଜୀବନ ହାରୀ ଦେଇଥିଲେ। ହେଲେ ଏହା ପଛର ପ୍ରକୃତ କାରଣ କଣ ତାହା ଜଣା ପଡି ପାରି ନଥିଲା। ଏହାପରେ ସେ ତାଙ୍କର ପୁଅର ମର ଶରୀର କୁ ପୋତି ଦେଇଥିଲେ।
ହେଲେ ମୃ-ତ ନାବାଳକ ର ମୋବାଇଲ୍ ର ଲକ୍ ଖୋଲିବା ପରେ ପ୍ରେମ ସଂପର୍କ ନେଇ ନାବାଳକ ର ମୃ-ତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।ଏନେଇ ଗତକାଲି ରାଜକନିକା ଥାନା ରେ ମୃ-ତ ନାବାଳକର ମାଆ ସେହି ଗ୍ରାମର ସମ୍ପୃକ୍ତ ପ୍ରେମିକାର ମାଆ , ସ୍ବାମୀ ,ଝିଅ ଓ ଜେଜେ ବାପାଙ୍କ ନାମରେ ମଧ୍ୟ ଏତଲା ଦେଇଥିଲେ।ଏତଲା କୁ ଆଧାର କରି ରାଜକନିକା ପୋଲିସ ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଥିଲା।
ସାଇନକ୍ଟିଫିକ୍ ଟିମ୍ ରାଜକନିକା ତହସିଲଦାର ଘଟଣା ସ୍ଥଳରେ ଆସି ପହଞ୍ଚି ଥିଲେ। ଏହାପରେ ମାଟି ତଳେ ଥିବା ମୃ-ତ ଦେହକୁ ସେ ଖୋଳି ବାହାରି କରିଥିଲେ। ଆଉ ତାହାକୁ ସେ ପୋଷ୍ଟ ମଟମ କରିବାକୁ ନେଇ ଯାଇଥିଲେ।ଏବେ ଏହି ଘଟଣାର ତଦନ୍ତ ପରେ ହିଁ ଘଟଣା ପଛର ପ୍ରକୃତ ସତ୍ୟାସତ୍ୟ କଣ ତାହା ଜଣା ପଡ଼ିବ।ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।