୬୩ ବର୍ଷ ର ବୃଦ୍ଧ ର ଦେହ ଲୋଭର ଶିକାର ହେଲା ଗୋଟେ ନଅ ବର୍ଷର ଶିଶୁ କନ୍ୟା। ଯାହାକୁ କି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ନିଜର ଦେହ ଲୋଭ ଲୁଚାଇବାକୁ ଯାଇ ଏବେ ଏକ କୁନି ଝିଅକୁ ବ-ଳା-ତ୍କା-ର କରି ଦେଇଛି। ଯାହାକୁ ନେଇ ଏବେ ଚାରିଆଡେ଼ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଏହି ବୃଦ୍ଧ ଜଣକ ନାବାଳିକା କୁ ଦେଖିବା ପରେ ସାଜି ଯାଇଥିଲା ରାକ୍ଷସ ଆଉ ଭୁଲି ଯାଇଥିଲା ତାର ସବୁ ସୀମା।
![Bb](https://news38times.com/static/c1e/client/93724/uploaded/1b1d4e49450e8b89d9cfa789a61835f5.png)
ସାଙ୍ଗ ନେବା ଆଳ ରେ କରିଥିଲା ଜୋର୍ ଜବରଦସ୍ତି ଦୁ-ଷ୍କ-ର୍ମ। ଏହି ନଅ ବର୍ଷରେ କୁନି ଝିଅ ମଧ୍ୟ ଏବେ ଦୁନିଆ ସମ୍ପର୍କରେ ପୁରା ଅଜଣା ଅଟେ। ସେ ଜାଣି ନଥିଲା କି ତା ସହ ତାର ଅଜଣାତ ରେ ଏଭଳି କିଛି ଘଟି ଯିବ ବୋଲି। ନାବାଳିକା ଜଣକ ସହ ଖୁବ୍ ଜୋରେ ଜବରଦସ୍ତି କରିଥିଲା। ତାହା ପୁଣି ହୋଇଥିଲା ସେହି ଯୁବତୀ ଜଣକ ଘରେ। ଗୋଟିଏ ଗାଁ ର ପଡୋଶୀ ହେବା ପରେ ମଧ୍ୟ ସେହି କୁନି ଝିଅ ଉପରେ ଥିଲା ତାଙ୍କର ଖରାପ ନଜର।
![Hh](https://news38times.com/static/c1e/client/93724/uploaded/17a0968fa716b84302a06d088fb76b63.png)
କୁନି ଝିଅ ତାଙ୍କର ଘରେ ଥିବା ସମୟରେ ଏହି ବୃଦ୍ଧ ଜଣକ ତାଙ୍କ ଘରକୁ ଆସିଥିଲେ। ଏହାପରେ ତାଙ୍କ ବାଡ଼ିରୁ ସେ ଶାଗ ମଧ୍ୟ ମାଗି ଥିଲେ। ଏହାପରେ ସେ ଯୁବତୀଙ୍କୁ ପାଣି ମାଗିଥିଲେ ଆଉ ଯୁବତୀ ପାଣି ଆଣିବାକୁ ଯିବା ସମୟରେ ହିଁ ତାଙ୍କୁ ପଛ ପଟୁ ବୃଦ୍ଧ ଜଣକ ମାଡ଼ି ବସିଥିଲେ। ଆଉ ଘର ଭିତରୁ ସେ କବାଟ ମଧ୍ୟ ଦେଇ ଦେଇଥିଲେ। ଏହାପରେ ତାଙ୍କର ମୁହଁ ବନ୍ଦ କରିଦେଇ ତାଙ୍କୁ ଦୁ-ଷ୍କ-ର୍ମ କରି ଦେଇଥିଲେ।
ଏହି ଅଭିଯୁକ୍ତ ଙ୍କ ନାମ ହେଉଛି ବଟକୃଷ୍ଣ ସାହୁ। ଏବେ ତାଙ୍କୁ ପୋଲିସ ଗିରଫ ମଧ୍ୟ କରି ସାରିଛି। ହେଲେ ତାଙ୍କର ପ୍ରତିକ୍ରିୟା ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ ସେ କହିଥିଲେ ତାଙ୍କର ଏମିତି ହେଉ ହେଉ ହେଇ ଯାଇଛି ସେ ଆଉ କଣ କରି ପାରିବେ ବୋଲି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।