Jul 3, 2024, 17:07 IST

ମୋ ପୁଅ ଦୁ-ଷ୍କର୍ମ ଜମା କରିନି କରିଥିଲେ ନିଶ୍ଚିନ୍ତ ଦଣ୍ଡ ପାଉ ମୋର ଆପତ୍ତି ନାହିଁ

Vv

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାଜଧାନୀରେ ଜଣେ ଛୋଟ ଛୁଆକୁ ଦୁ-ଷ୍କ-ର୍ମ ହେଇଥିବା ଅଭିଯୋଗ ହେଇଛି। ଏଭଳି ଏକ ଘଟଣା ଘଟିଛି ଏୟାରଫିଲ୍ଡ ଥାନା ପାଞ୍ଚ ଗାଁ ଅଞ୍ଚଳରେ। ଘଟଣାକୁ ନେଇ ସବୁଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ଗୋଟେ ଛୋଟ ଛୁଆକୁ ୨୫ ବର୍ଷର ଯୁବକ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ଆସିଛି। ପଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ନାବାଳିକା ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଯାଇଛି। ଯାହାଙ୍କ ନାଁରେ ଅଭିଯୋଗ ଅଛି ସନ୍ତୋଷ ଖୁଣ୍ଟିଆ ଏବେ ଫେରାର ଅଛନ୍ତି। ପୋଲିସ ଖୋଜାଖୋଜି ଜାରି ରଖିଛି। ସନ୍ତୋଷଙ୍କ ଘର ସାମ୍ନାରେ ପୀଡ଼ିତାଙ୍କ ପରିବାର ଲୋକେ ଭଡ଼ାରେ ରହୁଥିଲେ। 
Bh
ଗତକାଲି ସନ୍ଧ୍ୟା ସମୟରେ ତାଙ୍କର ନାବାଳିକା ଝିଅ ତାଙ୍କ ନିଜ ଘରେ ଶୋଇଥିବା ସମୟରେ ଦୁ-ଷ୍କ-ର୍ମ ହେଇଥିବା କଥା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଗଣମାଧ୍ୟମ ଆଗରେ ସନ୍ତୋଷଙ୍କ ମା କହିଛନ୍ତି ଯେ - ତାଙ୍କ ପୁଅ କାଲି ରାତିରେ ଭୋଜି କରିକି ଘରକୁ ଆସି ଖଟ ଉପରେ ଶୋଇଥିଲା। ଝିଅଟି ସନ୍ତୋଷଙ୍କ ପାଖକୁ ଯାଇଥିଲା। ସନ୍ତୋଷକୁ ପାସ ଲାଗିବାରୁ ସେ ପାସ ସାରି ଆସିବା ପରେ ଚେନ ଦେବା ସମୟରେ ଝିଅଟିର ଗୋଡ ଲାଗି ଯାଇଥିଲା। ଯାହାଫଳରେ ଗୋଡ଼ରୁ ବ୍ଲଡ ବାହାରିଥିଲା। 
Bh
ତାପରେ ସନ୍ତୋଷ ଖଟ ଉପରୁ ତଳକୁ ପଳେଇ ଆସିଥିଲେ। କିନ୍ତୁ ଝିଅଟି ଖଟ ଉପରେ ଶୋଇଥିଲା। ତାପରେ ଝିଅଟିର ମା ଆସିକି ଦେଖିଥିଲା ଝିଅର ପିଠିରେ ବ୍ଲଡ ଲାଗିଥିଲା। ତାପରେ ପରିବାର ଲୋକେ ଝିଅଟିକୁ ଡାକ୍ତରଖାନାକୁ ନେଇ ଥିଲେ ଏବଂ ଥାନାକୁ ମଧ୍ୟ ଯାଇଥିଲେ ବୋଲି କହିଛନ୍ତି ସନ୍ତୋଷଙ୍କ ମା। କିନ୍ତୁ ଝିଅଟିର କିଛି ହେଇନି ବୋଲି ସନ୍ତୋଷଙ୍କ ମା କହୁଛନ୍ତି। ଆହୁରି ସେ କହିଛନ୍ତି- "ସନ୍ତୋଷ ଯଦି ଦୁ-ଷ୍କ-ର୍ମ କରିଥାଏ ତାହାଲେ ବ୍ଲଡ ପରୀକ୍ଷା ହେବାକୁ ଯାଇଛି ରିପୋର୍ଟରେ ଯଦି ଆସିବ ପଜେଟିଭି ତାହାଲେ ମୋ ପୁଅକୁ ଯାହା ଦଣ୍ଡ ଦେବେ ସେଥିରେ ସନ୍ତୋଷଙ୍କ ମା ରାଜି ଅଛନ୍ତି ବୋଲି ନିଜେ କହିଛନ୍ତି। 
ସନ୍ତୋଷଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଷଡ଼ଯନ୍ତ୍ର କରାଯାଇଛି। କିନ୍ତୁ ପୋଲିସ ତଦନ୍ତ ଜାରି ରଖିଛି ତଦନ୍ତ ପରେ ସ୍ପଷ୍ଟ ହେବ ସତ୍ୟାସତ୍ୟ। ପୋଲିସ ଘଟଣାସ୍ଥଳକୁ ଆସି ରକ୍ତ ଯୁଡ଼ିବୁଡୁ ହେଇଥିବା ସନ୍ତୋଷଙ୍କର ବ୍ରେସିଟ, ଗନ୍ଥା, ପ୍ୟାଣ୍ଟକୁ ପରୀକ୍ଷା ପାଇଁ ନିଆଯାଇଛି। ସନ୍ତୋଷଙ୍କର ମାଆଙ୍କର କହିବା କଥା ଯଦି ସନ୍ତୋଷ ଦୋଷୀ ତାହାଲେ ଦଣ୍ଡ ପାଉ ଆଉ ଯଦି ନିର୍ଦ୍ଧୋଷୀ ତାହାଲେ ତା ଉପରେ କୌଣସି ପ୍ରକାର ଆକ୍ସନ ନିଆଯାଉ ବୋଲି କହିଛନ୍ତି।

Advertisement