Jul 12, 2024, 01:12 IST

ମୋ ପ୍ରେମିକ ତ ମ-ରିଗଲା ମୁଁ ଆଉ କାହିଁକି ବଞ୍ଚିବି...

Jh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ପ୍ରେମିକା କହିଛନ୍ତି ଯେ ତାଙ୍କ ପ୍ରେମିକ ମରିଗଲା ସେ ଆଉ ବଞ୍ଚିବେ ନାହିଁ।ଏହା କହି ଯୁବତୀ ଜଣଙ୍କ ନଈ ପାଖକୁ ଆସିଥିଲା।ସେଠାରେ ଅନେକ ଲୋକମାନେ ଉପସ୍ଥିତ ଥିଲେ।ଯୁବତୀ ଜଣଙ୍କ ନଈ ପାଖକୁ ଯାଇ ଡେଇଁ ପଡ଼ିଛନ୍ତି।ଏହି ଭିଡିଓ କୁ ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।ସକାଳେ ପ୍ରେମିକ ଜଣଙ୍କ ମରିଥିଲେ।
Vv
ବର୍ତ୍ତମାନ ପ୍ରେମିକା ନଇଁ କୁ ଡେଇଁ ପଡିଛନ୍ତି।ସକାଳେ ପ୍ରେମିକ ରଶି ଦେଇ ଆ-ତ୍ମ-ହ-ତ୍ୟା କରିଥିବା ଜଣାପଡିଛି। ଆଉ ଏବେ ଯୁବତୀ ଜଣଙ୍କ ଅକାତକାତ ପାଣି କୁ ସିଧା ଡେଇଁ ପଡ଼ିଥିଲା।ବର୍ତ୍ତମାନ ଯୁବତୀଙ୍କୁ ପାଣି ଭିତରେ ଖୋଜା ଚାଲିଛି।ଏହି ଘଟଣା ଟି ଜଗତସିଂହପୁର ଜିଲ୍ଲା ରେ ଦେଖିବାକୁ ମିଳିଛି।ମହାନଦୀ କୁ ଡେଇଁ ଜଣେ ଯୁବତୀ ନିଖୋଜ ଥିବା ବର୍ତ୍ତମାନ ଅଭିଯୋଗ ହୋଇଛି।ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରୀ ରଖିଛି।କିନ୍ତୁ ଏ ପର୍ଯ୍ୟନ୍ତ ସେ ଯୁବତୀ ଜଣଙ୍କ କିଏ,ତାଙ୍କ ଘର କେଉଁଠି, ଆଉ ସେ କାହିଁକି ନଇ କୁ ଡେଇଁ ପଡିଛନ୍ତି ତାର କିଛି ପ୍ରମାଣ ମିଳିନାହିଁ।
Gg
ସେପଟେ ନଦୀ କୁ ଡେଇଁ ଥିବା ଯୁବତୀ ଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ତାଙ୍କ ପ୍ରେମିକ ର ମୃ-ତ୍ୟୁ ଖବର ଶୁଣି କୁଆଡେ ସେ ନଦୀ କୁ ଡେଇଁ ପଡ଼ିଥିବା କଥା ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ତାର୍ତୁଲ ଗ୍ରାମର ଆମ୍ବ ତୋଟା ରୁ ଜଣେ ଯୁବକ ଙ୍କ ର ଝୁଲନ୍ତା ମୃ-ତ-ଦେ-ହ କୁ ଉଦ୍ଧାର କରାଯାଇଥିଲା।
ଏହି ଖବର ପାଇବା ପରେ ଯୁବତୀ ଜଣଙ୍କ ନଦୀ କୁ ଡେଇଁ ପଡ଼ିଥିବା ସୂଚନା ମିଳିଛି।ଲୋକଙ୍କ କହିବା ଅନୁଯାୟୀ ସକାଳ ପ୍ରାୟ ୧୦ ଟା ବେଳେ ଜଣେ ଯୁବତୀ ଲିଫ୍ଟ ମାଗି ବ୍ରିଜ୍ ପାଖକୁ ଆସିଥିଲେ।ଆଉ ଏହାପରେ ସେଠାରୁ ସେ ମହାନଦୀ କୁ ଡେଇଁ ପଡ଼ିଥିଲେ।ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement