Jul 4, 2024, 20:22 IST

ଛାତି ପିଟି ପିଟି କାନ୍ଦୁଛି ବାପା ଦେଖନ୍ତୁ ଗାଡି ଯୌତୁକରେ ଦେଇ ପାରିଲେନି ବୋଲି ମାରିକି ଝୁଲେଇ ଦେଲେ

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଜ୍ବାଇଁ ଗାଡି ମାଗିବାରୁ ଝିଅର ବାପଘର ଲୋକେ ନଦେଇପାରିବାରୁ ଝିଅକୁ ମାରିଦେଲେ ଶାଶୁଘର ଲୋକେ। ତିନିମାସ ହେବ ନବ ଦମ୍ପତିଙ୍କର ବିବାହ ହେଇଥିଲା। ଯୌତୁକ ନି-ର୍ଯ୍ୟା-ତ-ନା ଦେଇ ଝିଅକୁ ଶାଶୁଘର ଲୋକେ ମାରି ଦେଇଥିବା ଝିଅର ବାପା ଗଣମାଧ୍ୟମ ଆଗରେ କହିଛନ୍ତି। 
Vh
ପୁଅର ସାନ ଭଉଣୀର ହାତ ରହିଥିବା ଝିଅର ବାପା କହିଛନ୍ତି। ଭଉଣୀ ଘରେ ରହି ଶିଖା ବତା କରିବାରୁ ପରିବାର ଲୋକେ ମିଶି ଝିଅକୁ ମାରି ଦେଇଥିଲେ। ବାହାଘରରେ ଯୌତୁକ ବେଶୀ ଦେଇନଥିବାରୁ ସାନ ଭଉଣୀ ଭାଇ ଏବଂ ପରିବାର ଲୋକଙ୍କୁ ଶିଖାଇ ଝଗଡ଼ା କରି ଭାଉଜକୁ କଷ୍ଟ ଦେଇ ମାରିଦେଇଥିଲେ। ଝିଅ ବାପାକୁ ଫୋନ କରି ମଧ୍ୟ କୁହେ ଯେ, "ମତେ ଯୌତୁକ ପାଇଁ ଶାଶୁଘର ଲୋକେ ହଇରାଣ କରୁଛନ୍ତି"। ଜ୍ବାଇଁ ଶଶୁରକୁ ଗାଡ଼ି ମଧ୍ୟ ମାଗିଥିଲେ। ଶଶୁର କହିଥିଲେ "ମୁଁ ଦେବି ଲୋନ କରିକି ହେଉ ପଛେ ଦେବାକୁ କହିଥିଲେ। 
ବାହାଘରର ୨ କି ୪ ମାସପରେ ବୋହୂକୁ ଯୌତୁକ ନିର୍ଯ୍ୟାତନା ଦେଇ ହଇରାଣ କରିବା ସହିତ ମାରପିଟ ମଧ୍ୟ କରୁଥିଲେ ଶାଶୁଘର ଲୋକେ। ଝିଅର ବାପା ସାନ ଝିଅକୁ ବାହାଘର କରିବାର ୮ ଦିନ ହେଇଥିଲା। ବଜାରକୁ ଯାଇଥିଲେ ଜିନିଷପତ୍ର କିଣିବାକୁ ଆଉ ତାଙ୍କ ବଡ ଭାଇ ଯାଇ ତାଙ୍କୁ କହିଥିଲେ, ବଡ଼ଝିଅ ମରିଯାଇଛି। ତା'ପରେ ଝିଅର ବାପା ଯାଏ ଝିଅ ପାଖରେ ପହଞ୍ଚି ଦେଖିଲା ବେଳକୁ ଝିଅ ସତକୁ ସତ ମରି ତଳେ ପଡ଼ିଛି। ଝିଅ ବାପା କହିଛନ୍ତି ମୋ ଜ୍ବାଇଁ ଏବଂ ମୁଁ ଝିଅର ଶାଶୁଘର ଲୋକେ ଯୌତୁକ ନି-ର୍ଯ୍ୟା-ତ-ନା ଦେଇ ତାଙ୍କ ଝିଅକୁ ମାରି ଦେଇଛନ୍ତି।

Advertisement