Jul 10, 2024, 20:29 IST

ବାପା ମରିଗଲେ ମା ପର ପୁରୁଷ ସହ ଚାଲିଗଲେ ଏବେ କେମିତି ବଞ୍ଚିବ ଜୁଲି ଦେଖନ୍ତୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି ଏଭଳି ଘଟଣା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ହେଉଛି ଆଜିକାଲି ଯୁଗରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ଏଭଳି କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏହି ବିଷୟରେ ଆପଣମାନେ ଜାଣନ୍ତୁ । 
Vg
ଗୋଟିଏ ଝିଅ ଯାହାର ବାପା ଅନେକ ଦିନ ଆଗରୁ ଆଖି ବୁଜି ଦେଇଛନ୍ତି । ଆଉ ଏହି ଝିଅ ଜନ୍ମ ହେବା ପରେ ପରେ ତାର ମାଆ ପରପୁରୁଷ ସହିତ ଫେରାର ହୋଇଗଲା । ଆଉ ଏବେ କେମିତି ବଞ୍ଚିବ ଏହି ଝିଅଟି । ଏହି ଝିଅଟି ସ୍କୁଲରେ ପାଠ ପଢୁଛି । ସେ ତାର ଅଜା ଆଉ ଆଇ ପାଖରେ ରହୁଛି । ଆଉ ତାର ଅଜା ଆଉ ଆଇ ବୁଢ଼ାବୁଢ଼ୀ ହୋଇଗଲେଣି ସେମାନେ ଆଉ କେତେଦିନ ବା ବଂଚିବେ । ସେମାନଙ୍କ ଭରସାରେ ଏହି କୁନି ଝିଅଟି ପାଠ ପଢୁଛି ଆଉ ବଞ୍ଚୁଛି ସେମାନେ ଚାଲିଗଲେ ଏହି ଝିଅ ପାଖରେ ଆଉ କିଏ ରହିବ ।
Vg
ଏହି ଝିଅଟିର ନାଁ ହେଉଛି ଜୁଲି ମାଝୀ । ଏହି ଜୁଲି ମାଝୀର ପଢ଼ିବାରେ ବହୁତ ଆଗ୍ରହ କିନ୍ତୁ ଏହି ଝିଅଟି ଆଗକୁ ପଢିବ କେମିତି । ସେ ଅଜା ଆଇ ଭରସାରେ ଆଉ କେତେଦିନ ବା ପାଠ ପଢ଼ିବ ଏନେଇ ସେ ଚିନ୍ତାରେ ପଡିଯାଇଛି । କଲମ୍ପୂର ଥାନା ଦେପୁର ଗ୍ରାମର ଶ୍ୟାମ ନାଗଙ୍କ ଝିଅ କାଦମ୍ବିନୀ ଅଭିମନ୍ୟୁ ମାଝୀଙ୍କ ପୁଅ ପ୍ରଭାକର ମାଝୀଙ୍କ ପ୍ରେମ ସଂପର୍କ ଥିଲା । ଆଉ ଜାତି ଅଲଗା ଥିବାରୁ ସେମାନେ ବିବାହ କରିଥିଲେ । ଏହାପରେ ସେ ଗର୍ଭବତୀ ଥିଲେ । ଆଉ ଏହି ସମୟରେ ସ୍ବାମୀ ଜଣକ କେଉଁଆଡେ ପଳାଇ ଯାଇଥିଲେ ।
ଏହାପରେ ତାଙ୍କର ମୃ-ତ୍ୟୁ ଖବର ଆସିଥିଲା । ଏହାପରେ କିଛିଦିନ ସମ୍ପର୍କ ଭଲରେ ଥିଲା । ଆଉ ଏହାପରେ ଝିଅର ମାଆ ଅନେକ ପରପୁରୁଷଙ୍କ ସହିତ ସମ୍ପର୍କ ରଖିଲା । ଏହାପରେ ଝିଅକୁ ଛାଡ଼ି ସବୁଦିନ ପାଇଁ ମାଆ ପର ପୁରୁଷ ସହ ପଳାଇ ଗଲେ । ଏବେ ଅଭାବ ଅନଟନ ଭିତରେ ଜୁଲି ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ଆଉ ଏବେ ସେ ଆଗକୁ ପଢିବାକୁ ଚାହିଁଲେ ମଧ୍ୟ ସେ ପଢ଼ି ପାରିବ ନାହିଁ ବୋଲି ଦୁଃଖ ପ୍ରକାଶ କରୁଛି । ଏବେ ଅଞ୍ଚଳବାସୀ ତାଙ୍କୁ ପାଠ ପଢ଼ାଇବା ପାଇଁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।

Advertisement