ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଲୋକମାନେ ଭଲପାଇବା ପୂର୍ବରୁ ଜାତିଭେଦ ଦେଖୁ ନାହାଁନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଦେଖାଯାଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ହିନ୍ଦୁ ଯୁବତୀ ମୁସଲମାନ ଯୁବକଙ୍କୁ ଭଲ ପାଉଥିଲେ । ଆଉ ସେ ତାଙ୍କୁ ମଧ୍ୟ ବିବାହ କରିବାକୁ ଯାଉଥିଲେ ।
ଆଉ ଯୁବତୀ ମୁସଲମାନ ଯୁବକ ଜଣଙ୍କୁ କୋର୍ଟରେ ବିବାହ କରିବାକୁ ଯାଉଥିବା ବେଳେ ସେଠାରେ ଯୁବକମାନେ ପହଞ୍ଚି ଯାଇଥିଲେ । ଏହି ଯୁବତୀ ଜଣକ ବିବାହ କରିବା ବେଳେ ସେଠାରେ ହିନ୍ଦୁ ପରିଷଦର ଲୋକମାନେ ପହଞ୍ଚି ଯାଇଥିଲେ । ମୁସଲମାନ ପୁଅକୁ ଧରି ଝିଅ ବାହା ହେବାକୁ ବସିଥିଲା । ବିନା ଆଧାର କାର୍ଡ, ଏବଂ ବିନା ପରିଚୟ ପତ୍ରରେ ଅନ୍ୟ ଧର୍ମର ପୁଅ ହାତରୁ ସିନ୍ଦୂର ପିନ୍ଧିବାକୁ ବସିଥିଲା । ସେମାନେ ମ୍ୟାରେଜ୍ ରେଜିଷ୍ଟ୍ରେସନ୍ ଅଫିସରେ ବିବାହ କରିବାକୁ ପହଞ୍ଚିବା ପରେ ସେଠାରେ ଘଟିଥିଲା ଏଭଳି କିଛି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ବିଷୟରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ହିନ୍ଦୁ ଯୁବତୀ ଏବଂ ଯୁବକ ଜଣଙ୍କୁ ଦେଖିପାରିବେ । ଏହି ଯୁବତୀ ଜଣକର ବୟସ ୨୫ ବର୍ଷ । ଯୁବତୀ ଜଣକ ଅନେକ ବର୍ଷ ଧରି ମୁସଲମାନ ପୁଅକୁ ଭଲ ପାଉଥିଲେ । ଦୁଇଜଣ ପ୍ରେମ କରୁଥିଲେ । ଆଉ ସେମାନେ ବିବାହ କରିବାକୁ ଯାଇଥିଲେ । ସେମାନେ ଯେତେବେଳେ ଏହି ମ୍ୟାରେଜ ରେଜିଷ୍ଟ୍ରେସନ୍ ଅଫିସରେ ପହଞ୍ଚିଥିଲେ ସେଠାରେ ହଠାତ୍ ହିନ୍ଦୁ ପରିଷଦର ଲୋକମାନେ ଜାଣି କେମିତି ଜାଣି ପହଞ୍ଚି ଯାଇଥିଲେ ।
ଆଉ ସେମାନଙ୍କର ବିବାହ ବନ୍ଦ କରି ଦେଇଥିଲେ । ଏହାପରେ ଝିଅ ଜଣକ ଯାଇ ଥାନାରେ ପହଞ୍ଚି ଯାଇଥିଲେ । ଏହି ଘଟଣା ଅଧିକ ଗୁରୁତର ହୋଇଥିଲେ ମଧ୍ୟ ଝିଅ ଜଣକ ସେହି ମୁସଲମାନ ପୁଅକୁ ବିବାହ କରିବାକୁ କହୁଥିଲା । ଏହି ମୁସଲମାନ ପୁଅ ମଧ୍ଯ ତାଙ୍କୁ ବିବାହ କରିବାକୁ ଚାହୁଁଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ଏଭଳି ଅନେକ କିଛି ଘଟଣା ଦେଖାଯାଉଛି । ଅଲଗା ସମ୍ପ୍ରଦାୟରେ ବିବାହ କରିବା କଣ ଠିକ୍ ? ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ।